Vastu Tips- ସ୍ଵାମୀ ଓ ସ୍ତ୍ରୀ କଳହ କରିବା ଭୁଲିଯିବେ, ମାତ୍ର 2 ମିନିଟ ଏହାକୁ ଦେଖି ନିଅନ୍ତୁ

ବନ୍ଧୁଗଣ କିଛି ପରିବାରରେ ସ୍ଵାମୀ ଓ ସ୍ତ୍ରୀଙ୍କର ଅନବରତ ଝ-ଗ-ଡା ଲାଗି ରହିଥାଏ । ଛୋଟ ଛୋଟ କଥା ପାଇଁ ସେମାନଙ୍କ ମଧ୍ୟରେ ଯୁ-କ୍ତି ତ-ର-କ ହୋଇଥାଏ । ବେଳେବେଳେ ସମସ୍ଯା ଏତେ ଜଟିଳ ହୋଇଯାଇଥାଏ ଯେ, ଦୁହେଁ ପରସ୍ପର ସହ କଥା ବାର୍ତ୍ତା ମଧ୍ୟ ହୁଅନ୍ତି ନାହିଁ । ତେବେ ବନ୍ଧୁଗଣ ଯଦି ଆପଣଙ୍କ ପରିବାରରେ ଏପରି କ-ଳ-ହ ହେଉଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜି ଆମେ ଆପଣ ମାନଙ୍କୁ କିଛି ଏପରି ଉପାୟ ବିଷୟରେ କହିବାକୁ ଯାଉଛୁ ।

ଯାହାକୁ ପ୍ରୟୋଗ କରିଲେ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ କଳହ ବନ୍ଦ ହେବା ସହ ସେମାନଙ୍କ ମଧ୍ୟରେ ଭଲ ପାଇବା ବୃଦ୍ଧି ପାଇଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ୧. ପ୍ରତ୍ୟକ ପୂର୍ଣ୍ଣିମା ଦିନ ସଖାଳ ସମୟରେ ଉଠି ସ୍ନାନ କରନ୍ତୁ । ସ୍ନାନ କରିବା ପରେ ଘରର ମୁଖ୍ୟ କବାଟରେ କିଛି ଆମ୍ବ ପତ୍ର ନେଇ ମାଳ କରି ଟାଙ୍ଗନ୍ତୁ । ଦୁଇ ତିନି ଦିନ ପରେ ତାହା ସୁଖିବା ପରେ ସେହି ଆମ୍ବ ମାଳକୁ ନେଇ ପାଣିରେ ଭସେଇ ଦିଅନ୍ତୁ । ଏପରି କରିବା ଦ୍ଵାରା ଗୃହ କ-ଳ-ହ ଆପଣଙ୍କ ଠାରୁ ଦୂରେଇ ରହିଥାଏ ।

୨. ଯଦି ଆପଣଙ୍କ ଘରେ କଳହ ଆଧିକ ବଢି ଯାଇଛି ତା ହେଲେ ଆପଣ ଏହି ଉପାୟକୁ ନିଶ୍ଚିନ୍ତ ରୂପେ କରନ୍ତୁ । ଆପଣଙ୍କ ଘରର ପ୍ରତ୍ୟକ ରୁମରେ ଠାକୁର ପୂଜା କରିସାରିବା ପରେ ଶଙ୍ଖ ବଜାନ୍ତୁ । ଏହା ଫଳରେ ଗୃହରେ ସୁଖ ଶାନ୍ତି ବଢିଥାଏ ଓ ଗୃହରେ ଥିବା ସଦସ୍ୟ ମାନେ ରୋଗ ମୁକ୍ତ ହୋଇଥାନ୍ତି ।

୩. ଆପଣ ପ୍ରତ୍ୟକ ପୂର୍ଣ୍ଣିମା ଦିନ ସଖାଳ ସମୟରେ ଶୀଘ୍ର ଉଠି ସ୍ନାନ କରନ୍ତୁ । ଏହା ପରେ ଆପଣ ହଳଦୀରେ ଘରର ମୁଖ୍ୟ କବାଟରେ ଓଁ ଲେଖନ୍ତୁ । ଏହା କ୍ଲାରିବା ଦ୍ଵାରା ଘରେ ଲାଗୁଥିବା କ-ଳ-ହ ଦୂର ହୋଇଥାଏ ଓ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମର ବୃଦ୍ଧି ହୋଇଥାଏ ।

୪. ବନ୍ଧୁଗଣ ଆପଣ ନିଜ ଘରେ ଲାଫିଙ୍ଗ ବୁଦ୍ଧକୁ ରଖି ପାରିବେ ହେଲେ ଧ୍ୟାନ ରଖିବେ ସେହି ଲାଫିଙ୍ଗ ବୁଦ୍ଧକୁ ଯେପରି କେହି ଆପଣଙ୍କୁ ଗିପ୍ଟ ନକରିଥିବେ । ଲାଫିଙ୍ଗ ବୁଦ୍ଧର ମୁହଁ ସର୍ବଦା ଘରର ମୁଖ୍ୟ ଦ୍ଵାର ଆଡକୁ ରଖିବେ । ଏହା କରିବା ଦ୍ଵାରା ମଧ୍ୟ ଗୃହରେ ସୁଖ ଶାନ୍ତି ଫେରିଥାଏ ।

୫. ଯଦି ଆପଣଙ୍କ ଘରେ ବହୁତ ସମୟ ଧରି କିଛି ଏପରି ବସ୍ତୁ ରହିଛି ଯାହା ଆପଣଙ୍କ ଉପଯୋଗରେ ଆସୁ ନାହିଁ ତା ହେଲେ ତାକୁ ତୁରନ୍ତ ଘରୁ ବାହାର କରନ୍ତୁ । କାରଣ ଏହି ସବୁ ଜିନିଷ ଘରକୁ ନକରାତ୍ମକ ଊର୍ଜାର ପ୍ରବେଶ କରାଇଥାଏ । ଯାହା ଦ୍ଵାରା ଗୃହରେ ଅ-ଶା-ନ୍ତି ଓ କ-ଳ-ହ-ର ବାତାବରଣ ସୃଷ୍ଟି ହୋଇଥାଏ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *