Ollywood ଅଭିନେତା ସ୍ଵରାଜ (Swaraj Barik) ନିଜେ କରିଲେ ଏହି ବଡ ଖୁଲସା, କହିଲେ Shivani ଓ Bhumika ମୋ ଭଉଣୀ ନୁହନ୍ତି ସେ ମୋ….

ନମସ୍କାର ବନ୍ଧୁଗଣ ଆଜି କାଲି ଲୋକମାନେ ସିନେମା ପାଇଁ ବହୁତ ପାଗଳ ସେମାନେ ନିଜ ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ମାନଙ୍କ ସିନେମା ଦେଖିବା ପାଇଁ ବହୁତ ଅପେକ୍ଷା ମଧ୍ୟ କରିଥାନ୍ତି । ବଲିଉଡ,ହଲିଉଡ଼, ଟଲିଉଡ଼ ଏବଂ ଓଲିଉଡ ସବୁ ଭାଷା ଭାଷୀ ର ସିନେମା ପାଇଁ ସମାନ ପ୍ରତିଶତ ର କ୍ରେଜ ଦେଖିବାକୁ ମିଳିଥାଏ । ତେବେ ସିନେମା ଅପେକ୍ଷା ଆଜିକାଲି ଘରେ ଘରେ ଧାରାବାହିକ ଗୁଡିକ ଦେଖିବା ପାଇଁ ଅଧିକ ପସନ୍ଦ କରୁଛନ୍ତି ।

ନିଜ ମନ ପସନ୍ଦ ର ଅଭିନେତା ଏବଂ ଅଭିନେତ୍ରୀ ଙ୍କ ସିନେମା ଦେଖି ବାକୁ ଲୋକମାନେ କେବେବି ଭୁଲନ୍ତି ନାହିଁ ଏବଂ ସେହି ପରି ନିଜ ମନ ପସନ୍ଦ ର ଧାରାବାହିକ ଗୁଡ଼ିକ ଏବଂ ଅଭିନେତା ଏବଂ ଅଭିନେତ୍ରୀ ମାନଂକୁ ମଧ୍ୟ ଦେଖିବାକୁ ଭୁଲନ୍ତି ନାହିଁ । ତାଛଡା ସେମାନଙ୍କ ର ବାସ୍ତବ ଜୀଵନ ବିଷୟରେ ମଧ୍ୟ ତାଙ୍କୁ ସବୁ ଜାଣିବା ପାଇଁ ସେମାନେ ଇଛୁକ ରହିଥାନ୍ତି । ତେବେ ଆଜି ଆମେ ଓଲିଉଡ ଅଭିନେତା ସ୍ୱରାଜ ଶିବାନୀ ଙ୍କୁ କଣ କହିଲେ ତାହା ଜାଣିନେବା ।

ସ୍ୱରାଜ ହେଉଛନ୍ତି ଓଲିଉଡ ଜଗତର ଜଣେ ଲୋକପ୍ରିୟ ଏବଂ ପ୍ରସିଦ୍ଧ ଅଭିନେତା । ସେ ଶିଶୁ କଳାକାର ଭାବେ ମଧ୍ୟ ଅନେକ ସିନେମା ତଥା ଅନେକ ଧାରାବାହିକ ରେ କାମ କରିଛନ୍ତି । ସେ ଦେଖିବାକୁ ବହୁତ ସୁନ୍ଦର ଏବଂ ଆକର୍ଷକ ତାଙ୍କ ଅଭିନୟ ଏବଂ ଲୁକ କୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ତେବେ ସ୍ୱରାଜ ଙ୍କ ପୁରା ନାମ ହେଉଛି ସ୍ୱରାଜ ବାରିକ । ସ୍ୱରାଜ ବର୍ତ୍ତମାନ ସମୟରେ ଓଲିଉଡ ର ଜଣେ ଲୋକପ୍ରିୟ ଏବଂ ସଫଳ ଅଭିନେତା ।

ସେ ଏହି ଇଣ୍ଡଷ୍ଟ୍ରୀ ରେ ଛୋଟ ବେଳୁ ହିଁ ଅଛନ୍ତି ପ୍ରଥମେ ଶିଶୁ କଳାକାର ବର୍ତ୍ତମାନ ସୁପରଷ୍ଟାର ମଧ୍ୟ ହୋଇଯାଇଛନ୍ତି । ତେବେ ସ୍ୱରାଜ ଗତ କିଛି ମାସ ତଳେ ତରଙ୍ଗ ଟିଭିରେ ଏକ ସାକ୍ଷାତ କାର ରେ ଭୁମିକା ଏବଂ ଶିବାନୀ ଙ୍କୁ ଭଉଣୀ କହିଥିଲେ । ତେବେ ଯେତେବେଳେ ଭୂମିକା ଏବଂ ଶିବାନୀ ଏହି ସାକ୍ଷାତକାର କୁ ଯାଇଥିଲେ ସେତେବେଳେ ଭୂମିକା ଏହି କଥା କୁ ସ୍ୱୀକାର କରିବା ବେଳେ ଶିବାନୀ ମନା କରିଥିଲେ ଏବଂ ଆମେ ଭଲ ସାଙ୍ଗ ବୋଲି କହିଥିଲେ ।

ତେବେ ଯେତେବେଳେ ସ୍ୱରାଜ ଫୁଣି ଥରେ ଆଉ ଏକ ସାକ୍ଷାତ କାର ରେ ଏହି ପ୍ରଶ୍ନ ପଚରାଗଲା ତେବେ ସେ କହିଲେ କି ସେମାନେ ମୋର ଭଲ ସାଙ୍ଗ ତେବେ ଭୁଲ ରେ ପାଟି ରୁ ଭଉଣୀ ବାହାରି ଯାଇଥିଲା । ତେବେ ଲୋକମାନେ ଏହି କଥାର ଏହା ସୂଚନା ନେଲେ କି ବୋଧ ହୁଏ ଦୁହିଁଙ୍କ ର ଆଗକୁ ଏକାଠି ସିନେମା ଆସିବାକୁ ଯାଉଛି ତେଣୁ କେମେଷ୍ଟ୍ରୀ ଭଲଲାଗିବ ସେଥିପାଇଁ ଭଉଣୀ କୁ ଭୁଲ କହି ସାଙ୍ଗ ବୋଲି ସମ୍ବୋଧନ କରିଛନ୍ତି ।

Leave a Reply

Your email address will not be published. Required fields are marked *