ଆଞ୍ଜେଲ ପ୍ରିୟା ପରେ ଏବେ ଧାରା ପଡିଲେ ଆଞ୍ଜେଲ ପିଉ, କଥାରେ ଫଶାଇ ରାତିରେ ଲୋକଙ୍କ ଘରକୁ ଆସୁଥିଲେ ପିଉ, ଆଉ ତା’ ପରେ କରୁଥିଲେ ଏମିତି କାଣ୍ଡ, ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ମଣିଷ ସୋ-ସି-ଆ-ଲ ମି-ଡି-ଆ ସହ ଜଡିତ ଅଛନ୍ତି । ଆଗ କାଳରେ ସୋ-ସି-ଆ-ଲ ମିଡିଆ କଣ ଲୋକମାନେ ଜାଣି ନଥିଲେ ହେଲେ ଏବେ ସୋ-ସି-ଆ-ଲ ମି-ଡି-ଆ ବିନା ଲୋକ ମାନଙ୍କର ବଞ୍ଚିବା ମୁସ୍କିଲ । ସୋ-ସି-ଆ-ଲ ମି-ଡି-ଆ-ର ବ୍ୟବହାରରେ କିଛି ଲୋକ ଟଙ୍କା ରୋଜଗାର କରୁଛନ୍ତି ତ କେତେଜଣ ଦେଶ ବିଦେଶରେ ଘଟୁଥିବା ସମସ୍ତ ଘ-ଟ-ଣା ଓ ଖବର ବିଷୟରେ ଜାଣିପାରୁଛନ୍ତି ।

ବନ୍ଧୁଗଣ ବର୍ତ୍ତମାନର ସମୟରେ ସା-ଇ-ବ-ର କ୍ରା-ଇ-ମ ବହୁତ ଅଧିକ ବଢିଯାଇଛି । ଫେ-ସ-ବୁ-କ ଓ ଅନ୍ୟାନ୍ୟ ସୋ-ସି-ଆ-ଲ ମି-ଡି-ଆ ଆପ୍ ବ୍ୟବହାର କରି ଲୋକମାନଙ୍କୁ ଲୁ-ଟୁ- ଛନ୍ତି ମହିଳା । ଗତ କିଛି ଦିନ ତଳେ ଅଞ୍ଜେଲ ପ୍ରିୟା ନାମକ ଏକ ୟୁଜରଙ୍କ ପରାଦାଫାସ ହୋଇଥିଲା । ଏବେ ଆଞ୍ଜେଲ ପିଉ ନାମକ ଏକ ମହିଳା ସାମ୍ନାକୁ ଆସିଛନ୍ତି । ଏହି ମହିଳା ଜଣକଙ୍କ କା-ର୍ଣ୍ଣ-ମା ବିଷୟରେ ଜାଣିଲେ ଆପଣ ମାନଙ୍କର ବି ହୋ-ସ ଉଡିଯିବ ।

ଆଜି ଆମେ ଆପଣ ମାନଙ୍କୁ ଏହି ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ସୋ-ସି-ଆ-ଲ ମି-ଡି-ଆ-ରେ ଅଞ୍ଜେଲ ପିଉ ନାମକ ଏକ ଆଇଡି ବହୁତ ଚର୍ଚାରେ ଅଛି । ଅଞ୍ଜେଲ ପିଉ ହ-ନି-ଟ୍ରା-ପ କରି ଲୁ-ଟି-ବା-ର କୌଶଳ ଜାଣିଛନ୍ତି । କେତେବେଳେ ନିଜକୁ ପ୍ରତିଷ୍ଟିତ କଲେଜ କର୍ମଚାରୀ କହୁଥିଲେ ତ କେତେବେଳେ କହୁଥିଲେ ଇଂସୁରାନ୍ସ ଏ-ଜେ-ଣ୍ଟ । ଏମିତି କହି ଟୋକା ମାନଙ୍କ ସହ ଆରମ୍ଭ କରୁଥିଲେ ଯୋଗାଯୋଗ ।

ଯୋଗାଯୋଗ କରିବା ପରେ ମିଠା ମିଠା କଥା କହି ଟୋକା ମାନଙ୍କୁ ଫ-ସେ-ଇ ଦେଉଥିଲେ । କଥାରେ ଫସାଇ ରାତିରେ ଘରକୁ ଯାଉଥିଲେ । ତା ପରେ ପ୍ରସାଦ ଖାଇବାକୁ ଦେଇ କରୁଥିଲେ ଲୁଟ । ଅଞ୍ଜେଲ ପିଉ କେତେ ଆଡଭାନ୍ସ ଥିଲେ ଆପଣ ମାନେ ଜାଣି ପାରୁଥିବେ । ମି-ଡି-ଆ ରିପୋର୍ଟସ ଅନୁସାରେ ଏହି ମହିଳାଙ୍କ ପୁରା ନାମ ହେଉଛି ପିଉ ବିଶ୍ଵାସ । ଏବେ ପୋଲିସ କବଜାରେ ଅଛନ୍ତି ଅଞ୍ଜେଲ ପିଉ ତାଙ୍କୁ ପୁରୀରେ ଗି-ର-ଫ କରାଯାଇଛି ।

ଗୋଟେ ବ୍ୟକ୍ତି ଏଞ୍ଜେଲ ପିଉଙ୍କ ବି-ରୋ-ଧ-ରେ ଅ-ଭି-ଯୋ-ଗ କରିଥିଲେ । ପିଉ ତାଙ୍କ ସହ ମିଠା ମିଠା କଥା ହେଇ ତାଙ୍କ ଘରକୁ ରାତିରେ ଆସି ରହିଥିଲେ । ଯୁବକଙ୍କ ଖାଦ୍ୟରେ କିଛି ନି-ଶା ମିଶାଇ ତାଙ୍କୁ ବେ-ହୋ-ସ କରିଥିଲେ । ବେ-ହୋ-ସ କରି ତାଙ୍କ ଘରୁ କିଛି ୧୦ ଲକ୍ଷ ଟଙ୍କାର ସୁନା, ଗହଣା, ଟଙ୍କା ମୋବାଇଲ ଲୁ-ଟି ନେଇଥିଲେ । ବର୍ତ୍ତମାନ ମହିଳା ଜଣକ ପୋଲିସ କ-ବ-ଜା-ରେ ଅଛନ୍ତି ଓ ପୋଲିସ ତାଙ୍କ ସହ ପଚରା ଉଚରା କରୁଛି । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *