Varsha ଙ୍କୁ ଭଗବତ ଗୀତା ଦେଲେ Anubhav, କହିଲେ କିଛି ଏମିତି…

ନମସ୍କାର ବନ୍ଧୁଗଣ ତେବେ ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ଏସ୍‌ଡିଜେଏମ୍‌ କୋର୍ଟଙ୍କ ନିର୍ଦ୍ଦେଶ ଉପରେ ଜିଲ୍ଲା ଅଦାଲତ ଗତ ଜୁନ ୨୧ରେ ରହିତାଦେଶ ଜାରି କରିଥିଲେ । ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ନିର୍ଦ୍ଦେଶ ଉପରେ କଟକ ଜିଲ୍ଲା ଜଜ ରୋକ୍‌ ଲଗାଇଥିଲେ । କଟକ ଜିଲ୍ଲା ଜଜ୍‌ ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଥିଲେ । ସୂଚନାଯୋଗ୍ୟ, ଏସ୍‌ଡିଜେଏମ୍‌ ଅନୁଭବଙ୍କ ଘର ଛାଡ଼ି ବର୍ଷାଙ୍କୁ ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଏହି ନିର୍ଦ୍ଦେଶକୁ ବିରୋଧ କରି ବର୍ଷା ଜିଲ୍ଲା ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ । ଆଉ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଆଜି ତାରିଖ ଧାର୍ଯ୍ୟ କରିଥିଲେ । ଆଜି ଅନୁଭବ ସାକ୍ଷ୍ୟ ଗ୍ରହଣ ପାଇଁ ସାଂସଦ ଅନୁଭବ ମହାନ୍ତି ଉପସ୍ଥିତ ହୋଇଥିବା ବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ଜୁଲାଇ ୧୧ ତାରିଖରେ ହେବ ବୋଲି ଧାର୍ଯ୍ୟ ହୋଇଛି । ତେବେ ଆଜି ଅନୁଭବ ଓ ବର୍ଷା ପାରିବାରିକ ବିବାଦ ମାମଲାରେ କଟକ ଜିଲ୍ଲା ଜଜଙ୍କ କୋର୍ଟରେ ହାଜର ହୋଇଥିଲେ ।

ତେବେ ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ ସମୟରେ ଅନୁଭବ ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଏକ ଭଗବତ ଗୀତା ପ୍ରଦାନ କରିଥିଲେ । ଗୀତାକୁ ନିୟମିତ ପଢ଼ି, ତା’ର ପ୍ରତ୍ୟେକ ଶ୍ଲୋକର ସାରମର୍ମ ବୁଝି ବିବାଦର ସମାଧାନ କରାଇବାକୁ ଅନୁଭବ କହିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । କୋର୍ଟ ଭିତରେ ଅନୁଭବ ବର୍ଷାଙ୍କୁ ଗୀତା ପ୍ରଦାନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ସାଧାରଣ ଭାବେ କୋର୍ଟରେ ସାକ୍ଷୀମାନେ ସାକ୍ଷ୍ୟ ଦେବା ପୂର୍ବରୁ ଗୀତାକୁ ଛୁଇଁଥାନ୍ତି । ମାତ୍ର ଅନୁଭବଙ୍କ ଏହି ଭିନ୍ନ ଅନୁଭବ ସତରେ ନିଆରା ଥିଲା । ତେବେ ଆଜି କୋର୍ଟରେ ସାକ୍ଷ୍ୟ ଗ୍ରହଣ ସମୟରେ ଅନୁଭବ ଆଇନଜୀବୀଙ୍କ ଜରିଆରେ ବର୍ଷାଙ୍କୁ ଏକ ଭଗବତ ଗୀତା ପ୍ରଦାନ କରିଥିଲେ । ଗୀତାକୁ ନିୟମିତ ପଢ଼ି, ତା’ର ପ୍ରତ୍ୟେକ ଶ୍ଲୋକର ସାରମର୍ମ ବୁଝି ବିବାଦର ସମାଧାନ କରାଇବାକୁ ଅନୁଭବ କହିଛନ୍ତି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୧ ତାରିଖକୁ କୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି । କୋର୍ଟ ଭିତରେ ଅନୁଭବ ବର୍ଷାଙ୍କୁ ଗୀତା ପ୍ରଦାନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା । ସାଧାରଣ ଭାବେ କୋର୍ଟରେ ସାକ୍ଷୀମାନେ ସାକ୍ଷ୍ୟ ଦେବା ପୂର୍ବରୁ ଗୀତାକୁ ଛୁଇଁଥାନ୍ତି । ମାତ୍ର ଅନୁଭବଙ୍କ ଏହି ଭିନ୍ନ ଅନୁଭବ ସତରେ ନିଆରା ଥିଲା । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *