ବର୍ଷାଙ୍କୁ ଘେରିଲେ Anubhav ଓ Jagruti, ସୋସିଆଲ ମିଡିଆରେ Varsha ଙ୍କ ମନ୍ତବ୍ୟ ପରେ ବଢୁଛି ବିବାଦ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନୁଭବ, ବର୍ଷା ଓ ଜାଗୃତି ! ତେବେ ନିକଟ ଅତୀତରେ ହୋଇଥିବା ରମାଦେବୀ ବିଶ୍ଵବିଦ୍ୟାଳୟର ଏକ କାର୍ଯ୍ୟକ୍ରମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ  ଅତିଥି ରୂପେ ନିମନ୍ତ୍ରଣ ହୋଇ ଯାଇଥିଲେ । ସେଠାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ସମସ୍ତଙ୍କୁ ନିଜ ଜୀବନରେ ଘଟିଯାଇଥିବା କିଛି ଅନୁଭୂତି ଶେୟାର କରି କହିଥିଲେ ।

ସେଠାରେ ବର୍ଷା ଅନୁଭବଙ୍କ ନାମ ନନେଇ ମଧ୍ୟ ଅନୁଭବ ଓ ବର୍ଷାଙ୍କ  ମଧ୍ୟରେ ଘଟି ଥିବା ପାରିବାରିକ ଝଡକୁ ବର୍ଷା କିପରି ସାମ୍ନା କରିଛନ୍ତି । ସେ କଥା ମଧ୍ୟ ସମସ୍ତଙ୍କ ସହିତ ଶେୟାର କରିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି । ହେଲେ ବର୍ଷା ପ୍ରିୟାଦର୍ଶିନୀଙ୍କର ଏପରି କିଛି ମନ୍ତବ୍ୟର ଭିଡିଓ ଦେଖି ଅଭିନେତା ଅନୁଭବ ମଧ୍ୟ ନିଜର ସୋସିଆଲ ଆକାଉଣ୍ଟରେ ବର୍ଷାଙ୍କୁ ଟ୍ଯାଗ କରି ନିଜ ଟ୍ବିଟର ପେଜରେ ଟ୍ଵୀଟ କରି କିଛି ଏପରି ମତ ଷେୟାର କରି ଲେଖିଛନ୍ତି ।

ଯେ ମିଛି ଅପ୍ରଚାର ହେଉଛି ଯଦି ତାହା ବିରୁଦ୍ଧରେ ଆପଣ ଓ ସମସ୍ତେ ମୁହଁ ଖୋଲିବା ଦରକାର । ମୁଁ ମଧ୍ୟ ଏ ବିଷୟରେ ଏକମତ । ସେଥିପାଇଁ ଦୟା କରି ଏଭଳି କିଛି ସରକାରୀ ଦସ୍ତାବୀଜ ବିରୁଦ୍ଧରେ ମୁହଁ ଖୋଲନ୍ତୁ । ଆପଣଙ୍କ ଜବାବର ଅପେକ୍ଷାରେ ମୁଁ ଓ ଓଡିଶାବାସୀ । ଅପର ପକ୍ଷରେ ବର୍ଷାଙ୍କର ରମାଦେବୀ ବିଶ୍ଵବିଦ୍ୟାଳୟରେ ଦେଇଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନୁଭବଙ୍କ ବାନ୍ଧବୀ ଜାଗୃତି ଶୁକ୍ଲା ମଧ୍ୟ ଏପରି କିଛି ମନ୍ତବ୍ୟ ରଖିଛନ୍ତି ।

ତେବେ ଜାଗୃତି ଶୁକ୍ଲା ମଧ୍ୟ ବର୍ଷାଙ୍କ ନାମ ନନେଇ ଜଣେ ମହିଳା କିପରି ଭାବରେ ନିଜ ଆଚରଣ ଓ ଉଚାରଣରେ ଭିନ୍ନ ବୋଲି ଉଲ୍ଲେଖ କରି ନିଜ ଫେସବୁକରେ ଲେଖି ଶେୟାର କରିଥିଲେ । ଏହା ସହ ଜଣେ ମହିଳା ନିଜ ସ୍ଵାମୀଙ୍କ ଠାରୁ ଟଙ୍କାର ଭାଗ ନେବା ପାଇଁ ନିଜକୁ କୋର୍ଟରେ ପୀଡ଼ିତା ସଯାଉଛନ୍ତି ।

ହେଲେ ଅନ୍ୟଠାରେ ସେହି ମହିଳା ନାରୀ ସଶକ୍ତିକରଣ ଓ ଆଗକୁ ବଢିବାର ଏଠାରେ ବାର୍ତ୍ତା ଦେଇ ନିଜକୁ ମହାନ ସଯାଉଛନ୍ତି ବୋଲି ଜାଗୃତି ଶୁକ୍ଲା ଉଲ୍ଲେଖ କରି ଲେଖିଥିଲେ । ତେବେ ଏପରି କିଛି କଥାକୁ ନେଇ ବିବାଦ ବଢି ବଢି ଯିବାରେ ଲାଗିଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଷେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *