ପୋଷ୍ଟ ଅନୁସାରେ ସମସ୍ତ Police Officer ଙ୍କ ଦରମା କେତେ ? ଜାଣି ନଥିଲେ ଜଲ୍ଦି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ନିଜର ଏକ ସୁଖସୁବିଧା ଜୀବନ ଜାପାନ କରିବାକୁ ଚାହିଁଥାନ୍ତି । ସେଥିପାଇଁ ସେମାନେ କିଛି ନା କିଛି କର୍ମକ୍ଷେତ୍ରରେ ନିଯୋଜିତ ହୋଇ ମାସିକ ଦରମା ମଧ୍ୟ ପାଇଥାନ୍ତି । ସେହି ଯେଉଁ ମାନେ ପୋଲିସ ଚାକିରୀ କରିଛନ୍ତି । ତେବେ ପୋଲିସରେ ଥିବା ତଳ ସ୍ତର ପୋଲିସଙ୍କ ଠାରୁ ନେଇ ପଦବୀ ଯେତେ ଉପର ହୋଇବ । ସେହି ଅନୁସାରେ ଦରମା ମଧ୍ୟ ବଢିଥାଏ ।  ସେମାନଙ୍କର ମାସିକ ଦରମା ସବୁ କେତେ ତାହା ବିଷୟରେ ଚାଲନ୍ତୁ ଆଲୋଚନା କରିବା ।

କନଷ୍ଟେବଳର ମାସିକ ଦରମା ହେଉଛି ୩୦, ୮୫୩ ଟଙ୍କା । ଲାନ୍ସନାଏକଙ୍କର ମାସିକ ଦରମା ହେଉଛି ୩୫, ୪୭୫ ଟଙ୍କା । ହାବିଲଦାରର ବା ହେଡକନେଷ୍ଟବଲର ଦରମା ହେଉଛି ୩୫, ୪୭୫ ଟଙ୍କା । ASI ବା ଆସିସଟାଣ୍ଟ ସବ ଇନ୍ସପେକ୍ଟର ଅଫ ପୋଲିସଙ୍କ ଦରମା ହେଉଛି ୪୦, ୧୦୦ ଟଙ୍କା ।  ସବ୍ ଇନ୍ସପେକ୍ଟର ବା SI ଙ୍କ ମାସିକ ଦରମା ହେଉଛି ୪୭, ୮୫୦ ଟଙ୍କା । ଇନ୍ସପେକ୍ଟର ବା PI ଙ୍କର ମାସିକ ଦରମା ହେଉଛି ୫୯, ୭୨୫ ଟଙ୍କା ।

DSP ବା ଡେପୁଟି ସୁପରିତେଡେଣ୍ଟ ଅଫ ପୋଲିସ ଙ୍କର ମାସିକ ଦରମା ହେଉଛି ୭୭, ୩୨୫ ଟଙ୍କା । ASP ବା ଆସିସଟାନ୍ଟ ସୁପରିତେଡେଣ୍ଟ ଅଫ ପୋଲିସଙ୍କର ମାସିକ ଦରମା ହେଉଛି ୭୭, ୩୨୫ ଟଙ୍କା । ADD. SP ବା ଆଡିସନାଲ ସୁପରିତେଡେଣ୍ଟ ଙ୍କର ମାସିକ ଦରମା ହେଉଛି ୯୧, ୧୮୫ ଟଙ୍କା । SP  ବା ସୁପରିତେଡେଣ୍ଟ ଅଫ ପୋଲିସଙ୍କର ମାସିକ ଦରମା ହେଉଛି ୧,୦୫, ୭୦୦ ଟଙ୍କା । SSP ବା ସିନିୟର ସୁପରିଟେଡେଣ୍ଟଙ୍କର ମାସିକ ଦରମା ହେଉଛି ୧, ୫୫, ୩୨୫ ଟଙ୍କା ।

DIG ବା ଡେପୁଟି ଇନ୍ସପେକ୍ଟରଙ୍କର ମାସିକ ଦରମା ହେଉଛି ୧, ୭୧, ୦୭୫ ଟଙ୍କା । IG ବା ଇନ୍ସପେକ୍ଟର ଜେନେରାଲ ଅଫ ପୋଲିସଙ୍କର ମାସିକ ଦରମା ହେଉଛି ୧, ୮୭, ୪୫୦ ଟଙ୍କା । ADGP ବା ଆଡିସନାଲ ଡାଇରେକଟର ଜେନେରାଲ ଅଫ ପୋଲିସ ଙ୍କର ମାସିକ ଦରମା ହେଉଛି ୨, ୦୫, ୪୦୦ ଟଙ୍କା ।

SDGP ବା ସ୍ପେଶାଲ ଡାଇରେକ୍ଟର ଜେନେରାଲ ଅଫ ପୋଲିସଙ୍କର ମାସିକ ଦରମା ହେଉଛି ୨ ଲକ୍ଷ ୨୫ ହଜାର ଟଙ୍କା । DGP ବା  ଡ଼ିରେକ୍ଟର ଜେନେରାଲ ଅଫ ପୋଲିସ ଙ୍କର ମାସିକ ଦରମା ହେଉଛି ୨ ଲକ୍ଷ ୨୫ ହଜାର ଟଙ୍କା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *