ଶେଷରେ ପାଦ ଧୁଳି ନେଲେ Varsha Priyadarshini, ଦେଖନ୍ତୁ କଣ ଅଟେ ପୁରା ଘଟଣା…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଶେଷରେ ପାଦ ଧୁଳି ନେଲେ ବର୍ଷା । ତେବେ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ପାରିବାରିକ କଳହ କାରଣରୁ ଉଭୟଙ୍କ ମଧ୍ୟରେ ତିକ୍ତତା ଆସିଯାଇଥିଲା । ତେବେ ଯେଉଁ କାରଣରୁ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ କୋର୍ଟର ଦ୍ଵାରସ୍ଥ ହୋଇଥିଲେ । ତାପରେ ଦିନକୁ ଦିନ ବର୍ଷା ଅନୁଭବଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ବିବାଦ ବଢି ବଢି ଜୀବାରେ ଲାଗିଥିଲା ।

ତେବେ ଏହି ସବୁ କାରଣରୁ ଉଭୟଙ୍କୁ ମଧ୍ୟ ବହୁ ସମୟରେ କୋର୍ଟର ଦ୍ଵାରସ୍ଥ ହେବାକୁ ପଡୁଥିଲା । ତେବେ ଆଜି କଟକ ଫାମିଲି କୋର୍ଟରେ ବର୍ଷା ଓ ଅନୁଭବଙ୍କ ମାମଲାର ଶୁଣାଣୀ ହେବାକୁ ଥିଲା । ଯେଉଁ କାରଣରୁ ଉଭୟ ଅନୁଭବ ଓ ବର୍ଷା ଯାଇ କୋର୍ଟରେ ପହଞ୍ଚିଥିଲେ । ତେବେ ବର୍ଷା କୋର୍ଟରେ ପହଞ୍ଚିବା ପରେ କୋର୍ଟର ଦ୍ଵାର ପାଖରେ ଠିଆ ହୋଇଥିବା ଜଣେ ବରିଷ୍ଠ ଓକିଲଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ । ତାପରେ କୋର୍ଟ ଭିତରକୁ ଯାଇଥିଲେ ।

ତେବେ ବର୍ଷା ଜଣେ ଏତେ ବଡ ଅଭିନେତ୍ରୀ ହୋଇ ମଧ୍ୟ ତାଙ୍କ ମନରେ କୌଣସି ପ୍ରକାର ଗର୍ବ କିମ୍ବା ଅଂହଭାବନା ନାହିଁ । ତେ ସେ ଜଣେ ବରିଷ୍ଠ କିମ୍ବା ଜଣେ ସମ୍ପର୍କୀୟ ଓକିଲଙ୍କୁ ପ୍ରଣାମ କରି ତାଙ୍କ ପାଦ ଛୁଇଁ ଆଶ୍ରୀବାଦ ନେଇଥିଲେ । ତେବେ ବର୍ଷାଙ୍କୁ ଅଲିଉଡ କୁଇନ ମଧ୍ୟ କୁହାଯାଇଥାଏ । କାରଣ ବର୍ଷା ଓଡିଶାର ଅନେକ ଓଡିଆ ସିନେମାରେ ମୁଖ୍ୟ ନାୟିକା ଭାବରେ ନଜର ଆସିଛନ୍ତି । ତେବେ ଜଣେ ଓଡିଆ କଳାକାର ଭାବରେ ନିଜର ଓଡିଆର ସଂସ୍କୃତି ଓ ସଭ୍ୟତା ପାଇଁ ବର୍ଷା ସର୍ବଦା ଜାଗ୍ରତ ରହିଥାନ୍ତି ।

ସେ ନିଜ ଅଭିନୟ ପାଇଁ ଯେତେ ମଧ୍ୟ ପ୍ରସିଦ୍ଧି ଲାଭ କରିଥାନ୍ତୁ । ହେଲେ ଓଡିଆ ଚାଲିଚଳନୀ ଓ ବେଶଭୁଶାକୁ କେବେ ମଧ୍ୟ ଭୁଲନ୍ତି ନାହିଁ । ତେବେ ପ୍ରାୟତଃ ସବୁ ଫିଲ୍ମରେ ବର୍ଷାକୁ ଖାଣ୍ଟି ଓଡିଆଣୀ ରୂପରେ ମଧ୍ୟ ଦେଖିବାକୁ ମିଳିଛି । ତେବେ କେବଳ ଫିଲ୍ମ କାହିଁକି ରିଅଲରେ ମଧ୍ୟ ବର୍ଷାକୁ ସବୁବେଳେ ତ୍ରାଡିସନାଲ ଆଉଟଫିଟରେ ଦେଖିବାକୁ ନଜର ଆସିଥାନ୍ତି ।

ତେବେ ଜଣେ ଆଗ ଧାଡିର ଅଭିନେତ୍ରୀ ହୋଇ ମଧ୍ୟ ସମସ୍ତଙ୍କ ସାମ୍ନାରେ ଜଣେ ବରିଷ୍ଠ ଲୋକଙ୍କର ପାଦ ଧୁଳି ନେବାକୁ ବର୍ଷା ପଛାଇ ନାହାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, ଶେୟାର କରନ୍ତୁ । ଏହା ସହିତ ବର୍ଷା ପ୍ରିୟ ଦର୍ଶିନୀ ଆପଣ ମାନଙ୍କୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରିକି ନିହାତି ଭାବରେ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *