ଯାହା ଲେଖା ଥିଲା ତାହା ହିଁ ହେଲା…ଦେଖନ୍ତୁ ମାଳିକାରେ କଣ ଅଛି ଉଲ୍ଲେଖ (Malika Bachana)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମାଳିକା ବଚନ କେ କରିବ ଆନ । ତେବେ ମହାପୁରୁଷ ଅଚ୍ୟୁତ ଦାସଙ୍କ ଲିଖିତ ୬୦୦ ବର୍ଷ ତଳର ଲେଖା ପ୍ରତ୍ଯେକଟି କଥା ଦିନକୁ ଦିନ ସତ ହେବାରେ ଲାଗିଛି । ତେବେ କଳିଯୁଗରେ ଗୋଟିଏ ପରେ ଗୋଟିଏ ଘଟଣାକୁ ଲକ୍ଷକୁ ଅନୁଧ୍ୟାନ କରିଲେ । ହିଁ ମାଳିକାରେ ଲିପିବଦ୍ଧ ହୋଇ ରହିଥିବା ପ୍ରତ୍ଯେକଟି କଥାର ସତ୍ୟତା ପାଇପାରିବ । ତେବେ ମାଳିକାର ପ୍ରବାଚକଙ୍କ କହିବା ଅନୁଯାଇ ମାଳିକାରେ ବହୁ ବର୍ଷ ପୂର୍ବରୁ ହିଁ ଲେଖା ହୋଇସାରିଥିଲା ।

ଦୁନିଆର ବହୁ ଅସମ୍ଭବ କଥା ସମ୍ଭବ ହୋଇବ । ଓ ସମ୍ଭବ କଥା ଗୁଡିକ ଅସମ୍ଭବ ପରି ମନେ ହୋଇବ । ତେବେ ନିକଟ ଅତୀତରେ କେରଳରେ ଘଟିଥିବା କଥାକୁ ନେଇ ବର୍ତ୍ତମାନ ସମୟରେ ବହୁ ଚର୍ଚା ହେବାରେ ଲାଗିଛି । ତେବେ କେରଳରେ ଯେଉଁ ଏକ ପୁରୁଷଟି ସନ୍ତାନ ଜନ୍ମ କରିଛି । ତାହାକୁ ନେଇ ବହୁ ଚର୍ଚା ହେବାରେ ଲାଗିଛି । ତେବେ ଏହି କଥା ମଧ୍ୟ ମାଳିକାରେ ଥିଲା । ଯେ ଏପରି ଏକ କଥା କଥା ସମାଜରେ ଘଟିବ ଯାହାକୁ ପୁରୁଷଙ୍କ ଠାରେ ଦେଖି ଜାଣି ହୋଇଯିବ ।

ତେବେ ପୁରୁଷ ମଧ୍ୟ ସନ୍ତାନ ଜନ୍ମ କରିବାରେ ଶକ୍ଷ ହୋଇପାରିବ । ତେବେ ଏହା ତ ସମସ୍ତେ ଜାଣିଛନ୍ତି । ଏହା କି ଯେ ପ୍ରତ୍ଯେକଟି ନାରୀ ହିଁ କେବଳ ସନ୍ତାନ ଜନ୍ମ କରିବା ପାଇଁ ପ୍ରଯୁଜ୍ୟ ହୋଇଥାଏ । କାରଣ ନାରୀଙ୍କର ଶରୀର ହିଁ ସନ୍ତାନ ଜନ୍ମ କରିବା ପାଇଁ ସେହିଭଳି ଗଢା ହୋଇଥାଏ । ତେବେ ଜଣେ ପୁରୁଷ ବିଜ୍ଞାନର ଦ୍ଵାହୀ ଦେଇ ନିଜେ ସନ୍ତାନ ଜନ୍ମ କରିବା । ହୁଏତ ଏପରି କିଛି ବର୍ତ୍ତମାନ ସମୟରେ ଦେଖିବାକୁ ମିଳିଛି ।

ତେବେ ଖାଲି ଏତିକି ନୁହେଁ । ବହୁତ କିଛି ଘଟିଯାଇଛି । ଆଗାମୀ ସମୟରେ ବହୁତ କିଛି ଘଟିବା ପାଇଁ ମଧ୍ୟ ଯାଉଅଛି । ତେବେ ଏହି କଳିଯୁଗରେ ଯେଉଁ ସବୁ ଘଟଣା ଘଟିବା ପାଇଁ ଯାଉଅଛି । ତାହା ତ ନିଶ୍ଚୟ ଆଗାମୀ ସମୟରେ ହୋଇବ । କାରଣ ତାହାର ସମସ୍ତ ତଥ୍ୟ ମହାପୁରୁଷ ଲିଖିତ ମାଳିକା ବଚନରେ ଆଗରୁ ହିଁ ଲେଖା ହୋଇଯାଇଛି ।

ତେବେ ଏହି କଳିଯୁଗର ମନୁଷ୍ୟ ନିଜକୁ ମାର୍ଜିତ କରି ଜୀବନରେ ଆଧ୍ୟାତ୍ମିକ ଭାବନା ରଖି ସତକର୍ମରେ ପରିଚାଳିତ ହୋଇବା ହିଁ ଉଚିତ । ତେବେ ଯାଇ କଳିଯୁଗରେ ମଧ୍ୟ ମନୁଷ୍ୟ ଇଶ୍ଵରଙ୍କ ସାନିଧ୍ୟ ଲାଭ କରିପାରିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହିବା ପାଇଁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *