Gopal Das ର ଲଭ ଷ୍ଟୋରି ! ପ୍ରେମରେ ଅସଫଳ ହୋଇ ବଗିଡି ଥିଲା ମୁଣ୍ଡ ଆଉ ତା’ ପରେ କରିଥିଲା ଏପରି କାମ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମରେ ଅସଫଳ ହେବାରୁ ଗୋପାଳର ମାନସିକ ସ୍ଥିତି ବିଗିଡି ଯାଇଥିଲା । ତେବେ ମନ୍ତ୍ରୀ ନବ ଦାସ ହତୟଆ ମାମଲାରେ ଅଭିଯୁକ୍ତ ଗୋପାଳ ଦାସଙ୍କ ନାମରେ ଏପରି ଏକ ନୂଆ ତଥ୍ୟ ଯୋଡି ହୋଇଯାଇଛି । ତେବେ ଗୋପାଳ ଦାସ ଜଣେ ମାନସିକ ରୋଗୀ ବୋଲି ପୂର୍ବରୁ ସୂଚନା ମିଳିଥିଲା । ତେଣୁ ଏହି ମାନସିକ ସ୍ଥିତି ଖରାପ ବୋଲି ଆଗରୁ ଗୋପାଳଙ୍କ ଧର୍ମପତ୍ନୀ ହିଁ ସୂଚନା ଦେଇଥିଲେ ।

ତେବେ ଗୋପାଳ ଦାସର ମାନସିକ ସ୍ଥିତି ଜନ୍ମରୁ ହିଁ ଖରାପ ଥିଲା । ନା କୌଣସି କାରଣରୁ ମାନସିକ ଚାପରେ ରହି ରହି ମାନସିକ ଅସନ୍ତୁଳନ ଗୋପାଳର ଆସିଯାଇଥିଲା ତାହାକୁ ନେଇ ଚର୍ଚା ଚାଲିଛି । ତେବେ ଏହି ସବୁ ଚର୍ଚା ମଧ୍ୟରେ ଏପରି ଏକ ଖବର ଆସି ପହଞ୍ଚିଛି । ତେବେ ସୂଚନା ମୁତାବକ ଗୋପାଳ ଦାସ ନିଜର ପାଠ ପଢା ତଥା +2 ପଢୁଥିବା ସମୟରେ ଗୋପାଳର ଜଣେ ଯୁବତୀଙ୍କ ପ୍ରତି ପ୍ରେମ ଭାବନା ଆସିଯାଇଥିଲା ।

ତେବେ ମନେ ମନେ ଗୋପାଳ ନିଜ ମନ ପସନ୍ଦର ଝିଅକୁ ବହୁତ ଅଧିକ ଭଲ ପାଇବସିଥିଲେ । ତେବେ ଯେତେବେଳେ ନିଜ ମନର ଭାଷାକୁ ଗୋପାଳ ପ୍ରେମ କରୁଥିବା ଯୁବତୀଙ୍କୁ ଜଣାଇଥିଲେ । ଅର୍ଥାତ ଗୋପାଳ ଯେତେବେଳେ ସେହି ଯୁବତୀଙ୍କୁ ପ୍ରେମ ନିବେଦନ କରିଥିଲେ । ସେତେବେଳେ ଗୋପାଳ ଭଲ ପାଉଥିବା ଯୁବତୀ ଜଣଙ୍କ ଗୋପାଳଙ୍କ ପ୍ରେମ ନିବେଦନକୁ ପ୍ରତ୍ୟାକ୍ଷାନ କରିଦେଇଥିଲେ । ତେବେ ନିଜ ପ୍ରେମରେ ଅସଫଳ ହେବା ପରେ ଗୋପାଳ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ ।

ଯେଉଁ କାରଣରୁ ଗୋପାଳର ମାନସିକ ସ୍ଥିତି ଖରାପ ହୋଇଯାଇଥିଲା । ତେବେ ଗୋପାଳର ଯେତେବେଳେ ମାନସିକ ସ୍ଥିତି ପରୀକ୍ଷା କରଯାଇଥିଲା । ସେତେବେଳେ ସବୁ କିଛି ଚିକିତ୍ସା ହୋଇଯିବା ପରେ ଗୋପାଳର ମାନସିକ ସନ୍ତୁଳନ ଠିକ ରଖିବା ପାଇଁ ତାଙ୍କୁ ମେଡ଼ିସିନ ଖାଇବା ପାଇଁ ଦିଆଯାଇଥିଲା । ତାପରେ ଗୋପାଳ ମେଡ଼ିସିନ ଖାଇବା ସହିତ ସବୁ କିଛି ଭଲ ଭଲରେ ଚଳୁଥିଲା ।

ତେବେ ଯେତେବେଳେ ମନ୍ତ୍ରୀ ନବ ଦାସ ଉପରେ ଗୋପାଳର ବ୍ୟକ୍ତିଗତ କିଛି କାରଣ ପାଇଁ ରାଗ ଆସିଯାଇଥିଲା । ସେତେବେଳେ ସେ ନବ ଦାସକୁ ମା-ରିବ ବୋଲି ସ୍ତିର କରିଦେଇଥିଲା । ଏହା ଛଡା ମେଡ଼ିସିନ ଖାଇବା ମଧ୍ୟ ଛାଡି ଦେଇଥିଲା । ଗୋପାଳ ରାଗରେ ଜର୍ଜରିତ ହୋଇ ନବ ଦାସକୁ ମା-ରିବାର ଦିନ ଖୋଜି ଖୋଜି ଯେଉଁ ଦିନ ସୁଯୋଗ ପାଇଯାଇଥିଲା ।ସେହି ଦିନ ନବ ଦାସକୁ guli କରିଦେଇଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *