‘ଅନୁଭବ ବର୍ଷାକୁ ବହୁତ ଭଲ ପାଉଥିଲା ,ତା ପାଇଁ ଏସି ଗାଡି ଯୋଗାଡ଼ କରିଥିଲା ..ଖରାକୁ ଛାଡ଼ୁନଥିଲା, ତା’ ପାଇଁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଅନୁଭବ ବର୍ଷାକୁ ବହୁତ ଭଲ ପାଉଥିଲା । ତା’ ପାଇଁ ଏସି କାର ମଧ୍ୟ ଯୋଗାଡ କରିଥିଲା । ତେବେ ଏପରି କିଛି ମନ୍ତବ୍ୟ ଓଡିଆ କଳାକାର ଭିକାରୀ ସ୍ଵାଇଁଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା ।  ତେବେ ବହୁ ଚର୍ଚିତ ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ଯୋଡିକୁ ତ ଓଡିଶା ଦର୍ଶକଙ୍କର ବହୁତ ଭଲ ପାଇବା ମିଳିଥିଲା । ହେଲେ ଗତ କିଛି ମାସ ତଳେ ଯେଉଁ ସବୁ ପାରିବାରିକ କଳହକୁ ନେଇ ଝଗଡା ସୃଷ୍ଟି ହୋଇଥିଲା ।

ତାହା ପରେ ଅନୁଭବ ଓ ବର୍ଷାଙ୍କୁ ଆଉ ବଡ ପରଦାରେ ଏକାଠି ଦେଖିବାକୁ ମିଳି ନାହିଁ । କି ତାଙ୍କ ସମସ୍ଯାର ସମାଧାନ ମଧ୍ୟ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ । ହେଲେ ଆଜି ପର୍ଯ୍ୟନ୍ତ ମଧ୍ୟ ବର୍ଷା ଓ ଅନୁଭବ ଏକାଠି ହୋଇଜାଆନ୍ତୁ ବୋଲି ଲୋକେ ଚାହୁଁଛନ୍ତି । ତେଣୁ ଏପରି କିଛି ମନ୍ତବ୍ୟ ଦେଇ ଓଡିଆ କଳାକାର ଭିକାରୀ ସ୍ଵାଇଁ କହିଛନ୍ତି । ଯେ ଅନୁଭବ ମହାନ୍ତି ବର୍ଷାଙ୍କୁ ବହୁତ ହିଁ ଅଧିକ ଭଲ ପାଇବସିଥିଲା । ଯେ ତାକୁ ହିଁ ବାହା ହେବ ବୋଲି ଜିଦି ଧରି ବସିଥିଲା ।

ହେଲେ କିଛି ପାରିବାରିକ କଳହ କାରଣରୁ ବର୍ଷା ଓ ଅନୁଭବ ଏପରି ଅଲଗା ହୋଇଯାଇଛନ୍ତି । ଯେ ତାଙ୍କ ସମସ୍ଯା ଦିନକୁ ଦିନ ବିଗିଡିବାରେ ଲାଗିପଡିଛି । ତାପରେ ଏହିପରି ଭାବରେ ଜଣେ ଜଣଙ୍କ ଉପରେ ଆଲିଗେସନ ଲଗାଇବା ଆରମ୍ଭ କରିଦେଇଥିଲେ । ଯାହା ଦ୍ଵାରା ସମ୍ପର୍କର ମଝିରେ ଫାଟ ଦିନକୁ ଦିନ ବଢିବାରେ ଲାଗିଛି । ଯେଉଁ କାରଣରୁ ଅନୁଭବ ମଧ୍ୟ ଧୀରେ ଧୀରେ ମାନସିକ ଚାପକୁ ଚାଲିଯାଇଥିଲେ ।

ହେଲେ ଓଡିଆ କଳାକାର ଭିକାରୀ ସ୍ଵାଇଁଙ୍କ କହିବା ଅନୁଯାଇ ସ୍ଵାମୀ ଓ ସ୍ତ୍ରୀ ଭଳି ଦାମ୍ପତ୍ୟ ଜୀବନରେ ଏପରି କଳି ଝଗଡା ତ ଅନେକ ସମୟରେ ଆସିଥାଏ । ହେଲେ ସେହି ଝଡ ରୂପକ ସମସ୍ଯାକୁ ଯଦି ପାର କରିବେ । ଆଉ ପୁଣି ଥରେ ସ୍ଵାମୀ ଓ ସ୍ତ୍ରୀ ଏକାଠି ହୋଇ ଘର ସଂସାର କରିବେ ।

ତେବେ ପୁଣି ବର୍ଷା ଓ ଅନୁଭବ ଯୋଡିକୁ ଏକାଠି ଦେଖି ପୁଣି ଥରେ ଓଡିଶାବାସୀ ମଧ୍ୟ ଗ୍ରହଣ କରିଦେବେ । ସେହି ଭଳି ଲୋକପ୍ରିୟତା ମଧ୍ୟ ତାଙ୍କର ବଜାୟ ହୋଇ ରହିବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *