‘ସୋସିଆଲ ମିଡିଆ ଫେମ Junior Lipu ଓ ସ୍ତ୍ରୀ ବଖାଣିଲେ ନିଜ ପ୍ରେମ କାହାଣୀ ! ‘ହାଇଟ ଛୋଟ ହେଲେ କଣ ହେବ ହୃଦୟ ତାଙ୍କର ବହୁତ ବଡ, ଦିନେ ଗୋଟିଏ ଫଙ୍କସନରେ ତାଙ୍କ ସହ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତାଙ୍କ ହାଇଟ ସିନା ଛୋଟ, ହେଲେ ତାଙ୍କ ହାର୍ଟ ବହୁତ ହିଁ ବଡ ! ନିଜର ଅଭିନୟ ମାଧ୍ୟମରେ ଲୋକଙ୍କର ଅତି ପ୍ରିୟ କଳାକାର ସାଜିଥିବା ଲିପୁନ ଓ ତାଙ୍କ ଧର୍ମପତ୍ନୀ ଅନୁ ଗଣ ମଧ୍ୟମ ଆଗରେ ନିଜର ପ୍ରେମ ଜୀବନୀକୁ ନେଇ ଏପରି କିଛି ପ୍ରକାଶ କରିଛନ୍ତି । ଯେଉଁଠାରେ କି ଲିପୁନଙ୍କ ଧର୍ମପତ୍ନୀ ଅନୁ କହିଛନ୍ତି । ଲିପୁନଙ୍କ ହାଇଟ ଛୋଟ ହେଲେ ସେ ତାଙ୍କ ହୃଦୟରୁ ମୋ ପାଇଁ ବହୁତ ବଡ । ତାଙ୍କ ଭଳି ଜଣେ ଭଲ ହୃଦୟର ବ୍ୟକ୍ତିତ୍ବଟିଏ ପାଇ ମୁଁ ବହୁତ ହିଁ ଖୁସି ଅଛି ।

ତେବେ ଏପର ପକ୍ଷରେ ଲିପୁନ ମଧ୍ୟ କହିଛନ୍ତି । ତାଙ୍କ ମୋର ଗୋଟିଏ କଲେଜରେ ପାଠ ପଢୁଥିଲୁ । ପାଠ ପଢିବା ସମୟରେ କଲେଜ ଫଙ୍କସନ ସମୟରେ ହିଁ ତାଙ୍କ ସହ ମୋର ଦେଖା ହୋଇଥିଲା । ମୁଁ ଆମ କଲେଜ ଫଙ୍କସନ ହେଲେ, ସେଠାରେ ଫଙ୍କସନର ସବୁ ଦାୟିତ୍ଵ ବୁଝାବୁଝି କରେ । ହେଲେ ସେତେବେଳେ ଅନୁ ଙ୍କର ମୋର ଏକ ଗୀତରେ ନାଚିଥିଲୁ । ସେହି ସମୟରେ ଅନୁ ମୋତେ ଭାଇ ଭାଇ କହି ଡାକୁଥିଲେ। କାରଣ ଅନୁ ଙ୍କର ମୁଁ କଲେଜରେ ସିନିୟର ଓ ସେ ମୋର ଜୁନିଅର ଥିଲେ ।

ତାପରେ ସେହି ଠାରୁ ଅନୁ ଙ୍କ କଥାବାର୍ତ୍ତା ମୋତେ ଭଲ ଲାଗିଯାଇଥିଲା । ତେବେ ଏହିପରି ଭାବରେ କଲେଜ, ତାପରେ ପରେ ପରେ ପାଠ ପଢା ମଧ୍ୟରେ ତାଙ୍କ ସହିତ ମୋର ସମ୍ପର୍କ ବହୁତ ଭଲ ଭଲ ହୋଇ ହୋଇ ଯାଇଥିଲା । ତାପରେ ମୁଁ ଅନୁଙ୍କୁ କହିଥିଲି, ମୋତେ ଭାଇ ନୁହେଁ । ତମେ ମୋତେ ଲିପୁନ ବୋଲି ଡାକ । ସେ ପ୍ରଥମେ ଲାଜ କରିଥିଲେ । ତାପରେ ସେ ଲିପୁନ ବୋଲି ଡାକିବା ଆରମ୍ଭ କରିଦେଇଥିଲି ।

ଏପରି ହେଉ ହେଉ ପ୍ରେମ ଓ ତାପରେ ଆମ ସମ୍ପର୍କ ବାହାଘରରେ ପରିଣତ ହୋଇଯାଇଥିଲା । ଏବେ ଆମେ ଦୁହେଁ ସ୍ଵାମୀ ଓ ସ୍ତ୍ରୀ ହୋଇଯାଇଛୁ । ଲିପୁନଙ୍କ ସ୍ତ୍ରୀ ଅନୁ ମଧ୍ୟ ନିଜର ପ୍ରତିକ୍ରିୟାରେ କହିଛନ୍ତି । ଯେ ମୁଁ ମଧ୍ୟ ୟାଙ୍କୁ ବାହା ହୋଇ ବହୁତ ଖୁସିରେ ଅଛି । ତେବେ ଆମେ ମଧ୍ୟ ଆଶା କରୁଛୁ ।

ଯେ ଲିପୁନ ଭାଇ ଓ ଅନୁ ଅପା ଙ୍କ ଯୋଡି ସବୁ ଦିନ ଏହିପରି ହସଖୁସିରେ ରହୁ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *