ପୁଣି ଲିକ୍ ହେଲା ଉତ୍ତର କୋରିଆ (North Korea) ର କିଛି ଗୁପ୍ତ କଥା ଜାଣିଲେ ଆପଣଙ୍କ ହୋସ୍ ଉଡ଼ିଯିବ !

ବନ୍ଧୁଗଣ ଏହି ଦୁନିଆରେ ଅନେକ ଦେଶ ରହିଛି ସମସ୍ତ ଦେଶର ଭିନ୍ନ ଭିନ୍ନ ଆଇନ ବ୍ୟବସ୍ଥା ରହିଛି । ଏହି ଦୁନିଆରେ ସମସ୍ତଙ୍କୁ ଏକ ଶାନ୍ତି ପୂର୍ଣ୍ଣ ସ୍ଥାନ ଦରକାର ଯେଉଁଠି ଲୋକ ମାନେ ସ୍ଵାଧୀନତା ସହ ବଞ୍ଚି ପାରିବେ । ହେଲେ ନର୍ଥ କୋରିଆ ଏକ ଏମିତି ଦେଶ ଯେଉଁଠି ଶାନ୍ତି ଓ ସ୍ଵାଧୀନତା ତ ଦୁରର କଥା ଆପଣଙ୍କ ନିଜର ସମସ୍ତ ଇଛା ଛାଡି ଜୀବନ ସାରା ଗୁଲାମ ହୋଇ ରହିବାକୁ ପଡିବ । ଆଜି ଆମେ ଆପଣ ମାନଙ୍କୁ ନର୍ଥ କୋରିଆର କିଛି ଗୁପ୍ତ କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣିଲେ ଆପଣ ମାନଙ୍କ ହୋସ ଉଡିଯିବ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ୨୦୧୪ରେ ସୋନି ପିକଚର ଗୋଟେ ଫିଲ୍ମ ରିଲିଜ କରିଥିଲେ ଯାହାର ନାମ ଥିବା ‘ଦ ଇଣ୍ଟରଭ୍ୟୁ’ । ଏହି ଫିଲ୍ମରେ ଦୁଇଜଣ ଆମେରିକା ସାମ୍ବାଦିକ ଇଣ୍ଟରଭ୍ୟୁ ପାଇଁ ନର୍ଥ କୋରିଆ ଯାନ୍ତି ଓ ଏହି ସିନେମାରେ ନର୍ଥ କୋରିଆର ଶାସକ କିଙ୍ଗ ଜଙ୍ଗ ଉନର ଥଟା କରାଯାଇଛି । ଏହା ଦେଖିବା ପରେ କିଙ୍ଗ ଜଙ୍ଗ ଉନ ରାଗିକି ଆମେରିକା ଉପରେ ଆତଙ୍ଗବାଡି ଆକ୍ରମଣ କରିବାକୁ କହିଥିଲା । ଏହା ପରେ ସାରା ନର୍ଥ କୋରିଆରେ ମଜା ମସ୍ତି କରିବା ବନ୍ଦ କରାଗଲା ।

୨. ବନ୍ଧୁଗଣ ୨୦୧୧ରେ ଯେତେବେଳେ କିଙ୍ଗ ଜଙ୍ଗ ଉନ ବାପାର ମୃତ୍ୟୁ ହୋଇଥିଲା ସେତେବେଳେ ୧୦୦ ଦିନର ଶୋକ ସଭା ରଖାଯାଇଥିଲା । ସେହି ଶୋକ ସଭାରେ ସମସ୍ତ ଦେଶ ବାସୀଙ୍କୁ ଆସିବା ପାଇଁ ବାଧ୍ୟ କରଯାଇଥିଲା ଯଦି କେହି ଲୋକ ଆସିବେ ନାହିଁ ତା ହେଲେ ସେମାନଙ୍କୁ କଠୋର ଦଣ୍ଡ ଦିଆଯାଉଥିଲା ।

୩. ବନ୍ଧୁଗଣ ନର୍ଥ କୋରିଆରେ ଖ୍ରୀଷ୍ଟମାସ ବନ୍ଦ ଅଛି । ପ୍ରତି ବର୍ଷ ଡିସେମ୍ବର ୨୫ ତାରିଖରେ କିଙ୍ଗ ଜଙ୍ଗ ଉନର ଜେଜେ ମାଙ୍କ ପୂଜା କରିବାକୁ ପଡିଥାଏ । ନର୍ଥ କୋରିଆରେ ବର୍ତ୍ତମାନ ୨୦୦ ରୁ ୩୦୦ ହଜାର ଖ୍ରୀଷ୍ଟିୟାନ ଅଛନ୍ତି ତଥାପି ସେମାନଙ୍କୁ ନିଜର ଧର୍ମର ପୂଜା କରିବାକୁ ମନା କରାଯାଇଛି । ଯଦି କେହି ବାଇବେଲ ପୁସ୍ତକ ରଖିବ ତା ହେଲେ ସେଠାରେ କଠୋର ରୁ କଠୋର ଦଣ୍ଡ ଦିଆଯାଏ ଏବଂ ସମସ୍ତଙ୍କ ସାମ୍ନାରେ ସେମାନଙ୍କୁ ଭୟଙ୍କର ମୃତ୍ୟୁ ଦଣ୍ଡ ଦିଆଯାଏ ।

୪. ମିଡିଆ ରିପୋର୍ଟସ ଅନୁସାରେ କିଙ୍ଗ ଜଙ୍ଗ ଉନ ପାଖରେ ଏକ ସିକ୍ରେଟ ପ୍ଲେଜର ସ୍କ୍ବାଡ ଅଛି ଯେଉଁଥିରେ କେବଳ ୧୨ ରୁ ୧୩ ବର୍ଷର ସୁନ୍ଦରୀ ଝିଅ ମାନଙ୍କୁ ରଖାଯାଇଛି । ଏହି ପ୍ଳିଜର ସ୍କ୍ବାଡରେ ପ୍ରାୟ ୨୦୦୦ ଝିଅ ଅଛନ୍ତି ଓ ସେମାନେ କିଙ୍ଗ ଜଙ୍ଗ ଉନଙ୍କୁ ଖୁସି କରାଇ ଥାନ୍ତି । ଏହି ଝିଅ ମାନଙ୍କୁ ଜୋର ଜବରଦସ୍ତି ଏକ ସିକ୍ରେଟ ଜାଗାରେ ରଖାଯାଇଛି । ତା ହେଲେ ବନ୍ଧୁଗଣ ନର୍ଥ କୋରିଆ ସହ ଜଡିତ ଏହି ସବୁ ଗୁପ୍ତ କଥା ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *