20 Interesting Gk Questions: କେଉଁ ପକ୍ଷୀକୁ କେବଳ ଛୁଇଁଦେଲେ ମରିଯାଏ ? 99% ଲୋକଙ୍କ ଉତ୍ତର ଭୁଲ !

ବନ୍ଧୁଗଣ ମଣିଷ ଜୀବନରେ ଜ୍ଞାନର ବହୁ ମହତ୍ଵ ରହିଥାଏ ସେଥିପାଇଁ ବାପା ମା ନିଜ ପିଲା ମାନଙ୍କୁ ପାଠ ପଢାଇ ଥାନ୍ତି । ଯଦି ଆପଣଙ୍କ ଜ୍ଞାନ ପ୍ରଖର ଥିବ ତା ହେଲେ ଆପଣ ଚାକିରି ଓ ବ୍ୟାପାର କ୍ଷେତ୍ରରେ ନିଶ୍ଚୟ ସଫଳତା ପାଇବେ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ । ଯଦି ଆପଣ ସରକାରୀ ଚାକିରି ପାଇଁ ଆବେଦନ କରୁଛନ୍ତି ତା ହେଲେ ଏହି ସାଧାରଣ ଜ୍ଞାନ ବିଷୟରେ ଜାଣି ନିଅନ୍ତୁ । ସରକାରୀ ଚାକିରି କ୍ଷେତ୍ରରେ ଏହା ଆପଣଙ୍କ ପାଇଁ ଲାଭଦାୟକ ରହିବ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ସାଧାରଣ ଜ୍ଞାନର ପ୍ରଶ୍ନ ଉତ୍ତର ବିଷୟରେ ।

୧. କେଉଁ ପ୍ରାଣୀର କ୍ଷୀର ପିଇଲେ ବୁଦ୍ଧି ପ୍ରଖର ହୋଇଥାଏ ?

ଉତ୍ତର- ଗାଈ କ୍ଷୀର ପିଇବା ଦ୍ଵାରା ।

୨. ମଣିଷ ଶରୀରର ସବୁଠାରୁ ଲମ୍ବା କୋଷିକାର ନାମ କଣ ?

ଉତ୍ତର- ତାନ୍ତ୍ରିକା

୩. ଭାରତର କେଉଁ ରାଜ୍ୟରେ ସବୁଠାରୁ କମ ଗାଁ ଅଛି ?

ଉତ୍ତର- ଚଣ୍ଡିଗଡ ଭାରତର ଗୋଟିଏ କେନ୍ଦ୍ର ଶାସିତ ପ୍ରଦେଶ ଯେଉଁଠି ମାତ୍ର ୧୩ଟି ଗାଁ ଅଛି ।

୪. ଭାରତର ଦ୍ଵିତୀୟ ତାଜ ମହଲ କାହାକୁ କୁହାଯାଏ ?

ଉତ୍ତର- ବିବି କା ମକବରା


୫. ତାମିଲନାଡୁରେ ସର୍ବାଧିକ ସୂତା ବସ୍ତ୍ରର କାରଖାନା କେଉଁଠି ଅଛି ?

ଉତ୍ତର- କୋଏବଟୁରରେ

୬. ଚାଉଳ ରୋଷେଇରେ କେଉଁଠି ଅଧିକ ସମୟ ଲାଗିଥାଏ ?

ଉତ୍ତର- ମାଉଣ୍ଟ ଏଭରେଷ୍ଟରେ

୭. କେଉଁ ସହରକୁ ଲଙ୍କାର ସହର କୁହାଯାଏ ?

ଉତ୍ତର- ଆନ୍ଧ୍ର ପ୍ରଦେଶର ଗୁଟୁର

୮. କେଉଁ ଫଳର ନାମରେ ଏକ ମହିଳାଙ୍କ ନାମ ଆସିଥାଏ ?

ଉତ୍ତର-ସୀତା ଫଳ


୯. ମଣିଷ ଯେତେବେଳେ ଖାଦ୍ୟ ଖାଇଥାଏ ଭୋଜନର ପଚନ ପ୍ରକ୍ରିୟା ପ୍ରଥମେ କେଉଁଠି ପ୍ରାରମ୍ଭ ହୋଇଥାଏ ?

ଉତ୍ତର- ମୁଖରୁ

୧୦. ଲାଲା ଲାଜପତ ରାୟ ଜୟନ୍ତୀ କେବେ ପାଳନ କରାଯାଏ ?

ଉତ୍ତର- ୨୮ ଜାନୁୟାରୀରେ

୧୧. କେଉଁ ତାରିଖରେ ରାତି ଓ ଦିନ ସମାନ ହୋଇଥାଏ ?

ଉତ୍ତର- ୨୦ ମାର୍ଚ୍ଚ ଓ ୨୨ ମାର୍ଚ୍ଚ

୧୨. ମାହାତ୍ମା ଗାନ୍ଧୀଙ୍କ ହତ୍ୟା କେବେ ହୋଇଥିଲା ?

ଉତ୍ତର- ମହାତ୍ମା ଗାନ୍ଧୀଙ୍କ ହତ୍ୟା ୧୯୪୮ ମସିହାରେ ହୋଇଥିଲା ।

୧୩. ବାସ୍କେଟ ବଲ ଖେଳରେ ଟିମରେ କେତୋଟି ଖେଳାଳି ରହିଥାନ୍ତି ?

ଉତ୍ତର- ୫ଟି

୧୪. ତାଜ ମହଲ କେଉଁ ନଦୀ କୂଳରେ ଅବସ୍ଥିତ ?

ଉତ୍ତର- ଯମୁନା ନଦୀ କୂଳରେ ଅବସ୍ଥିତ ।

୧୫. ଭାରତର କେଉଁ ରାଜ୍ୟରେ ସବୁଠାରୁ ଅଧିକ ଆଇଏଏସ ଚାକିରି ପାନ୍ତି ?

ଉତ୍ତର- ଉତ୍ତର ପ୍ରଦେଶ ଓ ବିହାର


୧୬. କେଉଁ ଫଳରେ ସମସ୍ତ ଭିଟାମିନ ଥାଏ ?

ଉତ୍ତର- ଅମୃତ ଭଣ୍ଡାରେ

17. କେଉଁ ମିଠା ଫଳ ମଞ୍ଜିରେ ବିଷ ରହିଥାଏ ?

ଉତ୍ତର- ଏକି ନାମକ ଫଳରୁ

୧୮. କେଉଁ ପକ୍ଷୀ କେବଳ ସ୍ପର୍ଶ କରିବା ଦ୍ଵାରା ମରିଯାଏ ?

ଉତ୍ତର- ଟିଟୋନୀ ନାମକ ପକ୍ଷୀ

Leave a Reply

Your email address will not be published. Required fields are marked *