ଧୀରେ ଧୀରେ ଖୋଲୁଛି ରହସ୍ୟ ! ଉଠୁଛି ବଡ ପ୍ରଶ୍ନ… ଚାକିରି କରିବା ଲୋଭରେ ଆଉ କିଛି କରୁଥିଲା କି ଗୋପାଳର ଝିଆରୀ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଚର୍ଚିତ ମନ୍ତ୍ରୀ ନବ କିଶୋର ଦାସଙ୍କ ହତୟଆ ମାମଲାରେ ପୁଣି ଆସିଛି ଏକ ବଡ ତଥ୍ୟ । ତେବେ ଚାକିରି କରିବା ଆଶାରେ ଅଭିଯୁକ୍ତ ଗୋପାଳ ଦାସର ଝିଆରୀ ବାରମ୍ବାର ମନ୍ତ୍ରୀ ନବ ଦାସ ଘରକୁ ଆସୁଥିଲା ବୋଲି ଏକ ସୂଚନା ମିଳିଛି । ତେବେ ନବ ଦାସ ହତୟଆ ମାମଲା ପୂର୍ବରୁ ପରଦା ନଉଠୁଥିବା ବେଳେ ଏପରି କିଛି ଗୋପାଳ ଦାସର ଝିଆରୀକୁ ନେଇ ଉଠିଛି ଏକ ବଡ ବିବାଦ ।

ତେବେ ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ରଙ୍କ ତଥ୍ୟ ଅନୁସାରେ ଗୋପାଳ ଦାସର ଝିଆରୀ ନିଜର ଚାକିରି ପାଇଁ ମନ୍ତ୍ରୀ ନବ ଦାସ ଘର ମୁହାଁ ସବୁବେଳେ ହେଉଥିଲା । ତେବେ ପ୍ରତ୍ଯେକ ଦିନ ନବ ଦାସ ଘରକୁ ଗୋପାଳର ଝିଆରୀ ଯିବା ଆସିବା କରିବା ଦେଖି ନବ ଦାସ ଏହିସବୁ କଥା ପାଇଁ ବହୁତ ଚିଡି ଯାଇଥିଲେ । ତେବେ ଏହି ସବୁ ବାବଦରେ ଗୋପାଳକୁ ମଧ୍ୟ ନବ ଦାସ ଜଣାଇଥିଲେ ।

ତାପରେ ଏହିପରି ଭାବରେ ବାରମ୍ବାର ନବ ଦାସ ଘରକୁ ଚାକିରି କଥା ନେଇ ଗୋପାଳର ଝିଆରୀ ଯିବା ଆସିବା କଥା ଗୋପାଳକୁ କହିବା ମଧ୍ୟରେ ଏପରି କିଛି ମଧ୍ୟ ଘଟି ଯାଇଥିଲା । ଯେଉଁଠାରେ ରାଗ ବଶତଃ ନବ ଦାସ ଥରେ ଗୋପାଳ ଉପରକୁ ହାତ ମଧ୍ୟ ଉଠାଇ ଦେଇଥିଲେ । ନରସିଂହ ମିଶ୍ରଙ୍କ କହିବା ଆଧାରରେ ଏପରି କିଛି କଥାର ପ୍ରସଙ୍ଗ ଉଠାଇ ଏହି ରାଗ ରଖି ଗୋପାଳ ଦାସ ମନ୍ତ୍ରୀ ନବ ଦାସକୁ ମା-ରି-ବା ପାଇଁ ହତୟଆ ଉଦ୍ୟମ କରିଥାଏ ବୋଲି ସୂଚନା ଦେଇଥିଲେ ।

ତେବେ ନବ ଦାସ ହତୟଆ ମାମଲାରେ ତଦନ୍ତ କରୁଥିବା କ୍ରାଇମ ବ୍ରାଞ୍ଚ ଟିମ ମଧ୍ୟ ଗୋପାଳ ଝିଆରୀକୁ ତଦନ୍ତ ପରିସର ଭୁକ୍ତ କରିପାରେ ବୋଲି ସମ୍ଭାବନା ରହୁଛି । ଖାଲି ଏତିକି ନୁହେଁ ବରିଷ୍ଠ ଆଇନଜୀବୀ ନରସିଂହ ମିଶ୍ରଙ୍କ କହିବା ଆଧାରରେ ନବ ଦାସ ଜଣେ ବିଶିଷ୍ଠ ଖଣୀଶିଳ୍ପପତି ଭାବରେ ମଧ୍ୟ ଜଣାସୁନା ଅଟନ୍ତି । ତେବେ ବ୍ଯବସାୟିକ ଶତ୍ରୁତା ରଖି ମଧ୍ୟ ନବ ଦାସଙ୍କୁ ମା-ରି-ବା ପାଇଁ ଗୋପାଳ ଦାସକୁ ହୁଏତ କେହି ମୋହରା ବନାଇଛନ୍ତି ।

ଏହି କଥା ଉପରେ ମଧ୍ୟ ନିଜର ମନ୍ତବ୍ୟ ବାଢିଛନ୍ତି ବରିଷ୍ଠ ଆଇନଜୀବୀ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ଅଧିକରୁ ଅଧିକ ଲାଟେଷ୍ଟ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *