କାଳିଜାଇ ଯିବା ପାଇଁ ଡରିଲେଣି ନାଉରିଆ, କରି ଦେଉଛନ୍ତି ମନା…ଆଉ କହୁଛନ୍ତି କଣ ଶୁଣନ୍ତୁ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ କାଳିଜାଇ ଯିବାକୁ ମନା କରୁଛି ନାଉରିଆ । ତେବେ କାଳିଜାଇ ମନ୍ଦିରକୁ ନାଉରିଆ ଡଙ୍ଗା ନନେଇ ଯିବା ପଛରେ କଣ ରହିଛି ରହସ୍ୟ ! ତେବେ ମା’ କାଳିଜାଇ ହେଉଛନ୍ତି ପ୍ରତେକ୍ଷଦେବୀ । କଥାରେ ଅଛି ମା’ କାଳିଜାଇଙ୍କର ଦର୍ଶନ କରି ନିଷ୍ଠାର ଯେଉଁ ଭକ୍ତ ମା’ ଙ୍କର ସୁମରଣା କରିଥାଏ । ତା’ ର ବହୁ ଶୀଘ୍ର ମନବାଞ୍ଛା ପୂରଣ ହୋଇଥାଏ। ତେବେ ମା’ କାଳିଜାଇଙ୍କୁ ଦଶନ କରିବା ପାଇଁ ଗଭୀର ନୀଳ ଅକାତ କାତ ପାଣି ମଧ୍ୟ ଦେଇ ଡଙ୍ଗା ଦେଇ ଯିବାକୁ ପଡିଥାଏ ।

ତେବେ ୧୮୦୦ ରୁ ୧୯୦୦ ମସିହା ମଧ୍ୟର କଥା ରହିଛି । ଯେଉଁଠାରେ ବାହାରୁ କିଛି ଭକ୍ତ ମା’ କାଳିଜାଇଙ୍କର ଦର୍ଶନ ନିମନ୍ତେ ଆସିଥିଲେ। ଡଙ୍ଗାରେ ଚିଲିକା ପାର ହୋଇ ମନ୍ଦିର ଦର୍ଶନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ନାଉରିଆକୁ କହିଲେ । ହେଲେ ନାଉରିଆ ଜଣଙ୍କ ଡଙ୍ଗା ନେଇ କାଳିଜାଇ ଯିବାକୁ ସିଧା ସିଧା ମନା କରିଦେଇଥିଲା । ତେବେ ନାଉରିଆ ଚିଲିକା ପାର କରି ଡଙ୍ଗା ନନେଇ ଯିବା ପଛରେ ମଧ୍ୟ ଏକ କାରଣ ଲୁଚି ରହିଛି ।

ତେବେ ଚିଲିକା ନଈରେ ଡଙ୍ଗା ନେଇ ଜାତଆତ କରୁଥିବା ନାଉରିଆ ମାନେ ବାୟୁମଣ୍ଡଳ ତଥା ଆକାଶକୁ ଦେଖି ପାଣିପାଗ ବିଷୟରେ ବହୁତ କିଛି ଅନୁମାନ କରିଦେଇଥାନ୍ତି । ଯେଉଁ କାରଣରୁ ଯଦି ପାଣିପାଗ ଠିକ ନଥାଏ । ତେବେ ସେମାନେ ନଦୀରେ ଡଙ୍ଗା ପାର କରିନଥାନ୍ତି । ହେଲେ ମା’ କାଳିଜାଇଙ୍କୁ ଦର୍ଶନ କରିବାକୁ ମନ ବଳାଇଥିବା ଶ୍ରଦ୍ଧାଳୁ ମାନେ ମା’ ଙ୍କର ଦର୍ଶନ କରିବାକୁ ନାଉରିଆ ସହିତ  କିଛି ହେବ ନାହିଁ କିଛି ହେବ ନାହିଁ କହି ଯୁକ୍ତି ତର୍କ କରିଲେ ।

ତାପରେ ହଟାତ ସୁନୀଳ ଆକାଶରେ ଘୋଟିଯାଇଥିଲା କଳା ଅନ୍ଧକାର ହୋଇ ପ୍ରଚଣ୍ଡ ଝଡ ତୋଫାନ ଆସିଯାଇଥିଲା । ଏହା ସହିତ କୁଳରେ ଥିବା ଡଙ୍ଗାଟି ରସୀ ଛିଡାଇ ନଦୀ ମଧ୍ୟରେ କୁଆଡେ ଉଭାନ ହୋଇଗଲା । ତେବେ ଯଦି ସେହି ଶ୍ରଦ୍ଧାଳୁ ମାନଙ୍କୁ ନେଇ ସେହି ସମୟରେ ନାଉରିଆ  ଚିଲିକା ନଇରେ ଡଙ୍ଗା ଧରି  ମା’ ଙ୍କର ଦର୍ଶନ କରିବାକୁ ଯଦି ବାହାରିପଡିଥାନ୍ତେ । ତେବେ କେତେବଡ ଦୁର୍ଘଟଣା ଯେ ଘଟିଯାଇଥାନ୍ତା ।

ଯେଉଁ କଥା ଭାବିଦେଲେ ହିଁ ଲୋମଟାଙ୍କୁରୀ ଯାଉଛି । ତେବେ ଚିଲିକା ନଦୀରେ ଡଙ୍ଗା ଚଳଉଥିବା ନାବିକ ମାନେ ଜଳବାୟୁର ଛୋଟ ଛୋଟ ପରିବର୍ତ୍ତନକୁ ଦେଖି ପାଣିପାଗର ଅନୁମାନ କରିଦେଇଥାନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *