ଭୁବନେଶ୍ବର ପରେ ଫେରାଇ ଦେଲା Delhi, ଏବେ କିପରି ଅଛି Pintu ଙ୍କ ସ୍ୱାସ୍ଥ୍ୟ ? କେଉଁଠିକୁ ଯିବେ ଏବେ ଚିକିତ୍ସା ପାଇଁ ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଦିଲ୍ଲୀ ହସ୍ପିଟାଲରୁ ସ୍ଥାନାନ୍ତର ହେବେ ପିନ୍ଟୁ ନନ୍ଦ । ତେବେ ଏପରି କିଛି ସୂଚନା ଆସିବାରେ ଲାଗିଛି । ତେବେ ଅଭିନେତା ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥର ଅବସ୍ଥା ଦିନକୁ ଦିନକୁ ଭଲ ହେବା ତ ଦୂରର କଥା ତାହା ଦିନକୁ ଦିନ ବଢିକି ଅତ୍ୟନ୍ତ ଗୁରୁତର ହେବାରେ ଲାଗିପଡିଛି । ତେବେ ପିନ୍ଟୁ ନନ୍ଦଙ୍କ ସ୍ଵାସ୍ଥବସ୍ତା ଖରାପ ହେବା  ପରେ ସେ ପ୍ରଥମେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ତାପରେ ସେଠାରେ ତାଙ୍କର ଚିକିତ୍ସାରେ ସୁବିଧା ନହେବାରୁ ପିନ୍ଟୁ ନନ୍ଦଙ୍କୁ ଦିଲ୍ଲୀ ଅଣାଯିବା ପାଇଁ ବ୍ୟବସ୍ଥା କରଯାଇଥିଲା । ତେବେ ଯେଉଁଥି ପାଇଁ ଲକ୍ଷ ଲକ୍ଷ ଟଙ୍କାର ମଧ୍ୟ ଆବଶ୍ୟକତା ପଡିଥିଲା । ତେବେ ପିନ୍ଟୁ ନନ୍ଦଙ୍କର ନିଜସ୍ୱ ତଥା ନିଜ ପରିବାର ତରଫରୁ କିଛି ଅର୍ଥ ଯୋଗାଡ ହୋଇପାରିଥିଲା । ଏହା ଛଡା ଓଡିଆ ସିନେ କଳାକାର ତଥା ଅନ୍ୟାନ୍ୟ ଓଡିଶାର ସଦ ହୃଦୟ ବ୍ୟକ୍ତି ମଧ୍ୟ ପିନ୍ଟୁଙ୍କୁ ଆର୍ଥିକ ସାହାଜ୍ଯ କରିଥିଲେ ।

ତେବେ ଏହା ଫଳରେ ପିନ୍ଟୁଙ୍କୁ ଦିଲ୍ଲୀ ଠାରେ ଥିବା ଏକ ଘରୋଇ ହସ୍ପିଟାଲକୁ ଅଣା ଯାଇ ରଖାଯାଇଥିଲା । ତେବେ ଭୁବନଶ୍ଵର ପରେ ଏବେ ଦିଲ୍ଲୀ ମଧ୍ୟ ପିନ୍ଟୁଙ୍କୁ ଭଲ କରିବାରେ ଫେଲ୍ ମାରିଛି । ତେବେ ଦିଲ୍ଲୀ ପରେ ଚିକିତ୍ସା ପାଇଁ  ଚେନ୍ନାଇ କିମ୍ବା ହାଇଦ୍ରାବାଦ ନେବାକୁ ପିନ୍ଟୁ ନନ୍ଦଙ୍କର ବ୍ୟବସ୍ଥା ଚାଲିଛି ବୋଲି ପିନ୍ଟୁ ନନ୍ଦଙ୍କ ଭାଇ ସୂଚନା ଦେଇଥିଲେ। ତେବେ ପିନ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ଦରକାର ପଡିଥିବା ପର୍ଯ୍ୟାପ୍ତ ପରିମାଣର ଅର୍ଥ ମଧ୍ୟ ଦିନକୁ ଦିନ ପିନ୍ଟୁଙ୍କ ଚିକିତ୍ସା ପାଇଁ ଖର୍ଚ ହୋଇଯିବାରେ ଲାଗିପଡିଛି ।

ତେବେ ଦିଲ୍ଲୀର ଘରୋଇ ହସ୍ପିଟାଲରେ ମଧ୍ୟ ଦିନକୁ ବହୁ ଅର୍ଥର ଖର୍ଚ ହୋଇଯାଉଛି । ତେବେ ଦିଲ୍ଲୀ ପରେ ଏବେ କୁଆଡେ ପିନ୍ଟୁ ନନ୍ଦଙ୍କର ଚିକିତ୍ସା ପାଇଁ ନେଇକି ଯିବେ ବୋଲି ଖବର ଉଠିଛି । ତେବେ ପିନ୍ଟୁଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ବହୁତ ଶୀଘ୍ର ଜଣେ ଲିଭର ଡୋନରର ମଧ୍ୟ ବର୍ତ୍ତମାନ ସମୟରେ ଆବଶ୍ୟକତା ରହିଛି ।

ତେବେ ଓଡିଆ କଳାକାର ପିନ୍ଟୁ ନନ୍ଦଙ୍କର ସ୍ଵାସ୍ଥବସ୍ତାରେ ବହୁତ ଶୀଘ୍ର ଉନ୍ନତି ଆସୁ ବୋଲି ଠାକୁରଙ୍କ ନିକଟରେ ଏତିକି ପ୍ରାଥନା ରଅହୁଛି ।  ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଇଚ୍ଛୁକ ଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *