ମଧ୍ୟବିତ୍ତଙ୍କୁ ମିଳିବ ଖୁସି ଖବର ! Union Budget 2023 ରେ Nirmala Sitharaman କରିବେ ଏହି ବଡ ଘୋଷଣା

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆସିବ ମଧ୍ୟବିତ୍ତଙ୍କ ବଜେଟ । ତେବେ ଏଭଳି କିଛି ସୂଚନା ବର୍ତ୍ତମାନ ସମୟରେ ମିଳିଛି । ତେବେ ସୂଚନା ମୁତବକ କେତେ ଗୁଡିଏ ପଦକ୍ଷେପ ଆଗାମୀ ସମୟରେ ନେବାର ସମ୍ଭାବନା ରହୁଛି । ଯାହାକି ଚଳିତ ବର୍ଷ ୨୦୨୩  ପାଇଁ ସ୍ତିର କରି ନିଷ୍ପତ୍ତି ଗ୍ରହଣ କରାଯିବ । ଏହି ବର୍ଷରେ ସେହି ବଜେଟ ଅନୁସାରେ ସବୁ କିଛି ଲାଗୁ ଜାରୀ କରାଯିବ । ତେବେ ସମାଜର ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କ ଉପରେ ଦ୍ରୁଷ୍ଟି ରଖି ସମସ୍ତେ ପଦକ୍ଷେପ ନିଆଜୀବ ।

ତେବେ ଅର୍ଥ ମନ୍ତ୍ରୀ ସୀତା ରମଣ ଏ ନେଇ ଆଗାମୀ ସମୟରେ ସଠିକ ବିଚାର କରି ବୈଠକରେ ଶୁଣାଣୀ ମଧ୍ୟ କରିବାକୁ ଯାଉଛନ୍ତି । ଏମଏସଏମଇ କ୍ଷେତ୍ର ପାଇଁ ସ୍ଵତନ୍ତ୍ର ଘୋଷଣା ଅର୍ଥମନ୍ତ୍ରୀ ସୀତା ରମଣ କରିପାରନ୍ତି । ତେବେ କୋରୋନା କାଳରେ ଦେଶରେ ଏମଏସଏମଇ ସେକ୍ଟର ବହୁ ମାତ୍ରାରେ ପ୍ରଭାବିତ ହୋଇଛି । ବିଶେଷ କରି ଖୃଦ୍ର ଓ ମଧ୍ୟମ ଧରଣର ଉଦ୍ଯୋଗୀ କ୍ଷତି ସହିଛନ୍ତି । ସେମାନଙ୍କୁ ରୁଣ ପ୍ରଦାନ ନେଇ ଅର୍ଥମନ୍ତ୍ରୀ କିଛି ଆଗାମୀ ସମୟରେ ଘୋଷଣା କରିପାରନ୍ତି ।

ମଧ୍ୟବିତ୍ତଙ୍କ ପାଇଁ ଅର୍ଥମନ୍ତ୍ରୀ ସ୍ଵତନ୍ତ୍ର ଫଣ୍ଡର ମଧ୍ୟ ବ୍ୟବସ୍ତା କରିପାରନ୍ତି । ତେବେ ଯେଉଁ ସବୁ ବଜେଟ ସ୍ତିର କରାଯିବ । ସେଥିରେ ଅଧିକ ଫୋକୋଷ ସ୍ଵାସ୍ଥ କ୍ଷେତ୍ର ଉପରେ ହିଁ ରଖାଯିବାର ଅଧିକ ସମ୍ଭାବନା ରହିଛି । କାରଣ କୋରୋନା ମହାମାରୀରେ ଦେଶରେ ସ୍ଵାସ୍ଥ କ୍ଷେତ୍ରରେ ବହୁ ସମସ୍ଯା ଦେଖା ଦେଇଛି । ତେବେ ଚଳିତ ବର୍ଷ ପାଇଁ ସ୍ଵାସ୍ଥ କ୍ଷେତ୍ରର ପାଇଁ ଅଧିକ ବ୍ୟୟବରାଦ ହୋଇପାରେ । ଆୟକର ସ୍ଲ୍ଯାବରେ ମଧ୍ୟବିତ୍ତଙ୍କ ପାଇଁ ପରିବର୍ତ୍ତନ ହୋଇପାରେ ।

ତେବେ ବଜେଟରେ ଚାକିରି କରୁଥିବା ମଧ୍ୟବିତ୍ତଙ୍କ ପାଇଁ ଭଲ କିଛି ଉନ୍ନତି ବଜେଟ ସ୍ତିର କରାଯିବାର ସ୍ତିର କରାଯାଇଛି । ସର୍ବୋଚ ଟ୍ୟାକ୍ଷ ସ୍ଲ୍ଯାବ ହାରକୁ ୩୦ % ରୁ ୨୫ ପ୍ରତିଶତକୁ ହ୍ରାସ କରିପାରନ୍ତି । କୌଣସି କ୍ଷେତ୍ରରେ କିଛି ନୂଆ ଟିକସ ବସିବାର ଖବର ଆସିନାହିଁ । ୫ ଲକ୍ଷ ପର୍ଯ୍ୟନ୍ତ ଆୟ ଉପରେ କର ସଂପୂର୍ଣ୍ଣ ଛାଡ କରାଯିବ ।

୨୭ ଟି ସହରରେ ମେଟ୍ରୋ ଟ୍ରେନ କରାଯାଇ ରହିଛି । ଦେଶରେ ୧୦୦ ଟି ସ୍ମାର୍ଟ ସିଟି ମଧ୍ୟ କରାଯାଇଛି । ତେବେ ଏହି ସବୁ ଏକାଧିକ ଯୋଜନାର ଫାଇଦା ମଧ୍ୟବିତ୍ତ ଶ୍ରେଣୀର ଲୋକ ପାଉଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *