‘ମୋ ବ୍ୟକ୍ତିଗତ କଥାରେ ମୁଣ୍ଡ ପୂରେଇବା ତ ଜାଣିଛ ମୁ କିଏ, ବାଥରୁମ ଭିତରକୁ ଚାଲ କଣ କଣ ମୁଁ ସବୁ କରିବି…’ ମିଡିଆ ଉପରେ ଗର୍ଜିଲେ Humane Sagar

ନମସ୍କାର ବନ୍ଧୁଗଣ, ଆପଣ ମାନେ ସମସ୍ତେ ଓଲିଉଡ ଶିଂଗର ହ୍ୟୁମାନ ସାଗର ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ଅନେକ ସାରା ଆଲବମ ଓ ଭଜନ ଗାଇ ବେଶ ପ୍ରସିଦ୍ଧି ହାସଲ କରିଛନ୍ତି । କିନ୍ତୁ ଏବେ ତାଙ୍କ ସ୍ତ୍ରୀ ଶ୍ରୀୟା ତାଙ୍କ ବିରୁଦ୍ଧରେ ସଙ୍ଗିନ ଅଭିଯୋଗ ଆଣିଛନ୍ତି ଯାହାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଚାଲିଛି । ଏନେଇ ହ୍ୟୁମାନଙ୍କ ମା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ମୋ ବୋହୂ ମ-ଅଦ ପିଇକି ଘରେ ଇଛି ଶାଶୁ ଶ୍ଵଶୁର କି ତା ସ୍ବାମୀର କିଛି କରେ ନାହି ।

ତଥାପି ମୁଁ ତାହା ସହିଛି । ସେ ବହୁତ ମ-ଅଦ ପିଏ । ତାର ପରିବାର 8 ଦିନକୁ ଥରେ ଆସିକି ବହୁତ ମ-ଅଦ ନିଶ-ଆ କରନ୍ତି ମୁଁ ଏ ସବୁ ସହିଛି । ଯେତେବେଳେ ଘର କିଣିବାକୁ କଥା ହୋଇଥିଲୁ ସେହି ଘର ପଇସା ପତ୍ର କୁଆଡେ ଗଲା କହିବାରୁ ଝଗଡା ଆରମ୍ଭ ହେଲା । ଯେହେତୁ ଆମର ଘର ନାହି ସେଥିପାଇଁ ମୋ ପୁଅ କହିଲା ଘର କିଣିବାକୁ । ଏ କଥା ଉଠିବା ପରେ ପୁଅ ବୋହୂ ଙ୍କ ଭିତରେ କଣ ହୋଇଛି ସେଟା ମୁଁ ଜାଣି ନାହି । ତାପରେ ସେମାନଙ୍କର କଳହ ଆରମ୍ଭ ହେଲା ।

ତେବେ ମହିଳା ଥାନାରୁ ଫେରିବା ପରେ ହ୍ୟୁମାନ ଗଣମାଧ୍ୟମ ଆଗରେ ନିଜର ବୟାନ ରଖିଛନ୍ତି । ହ୍ୟୁମାନ ଗଣମାଧ୍ୟମ ଆଗରେ ଏପରି କିଛି କଥା କହିଛନ୍ତି ଯାହା ବିଷୟରେ ଆପଣ ମାନେ ଜାଣିଲେ ମୁଣ୍ଡରେ ହାତ ଦେବେ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଏ ବିଷୟରେ ମୋ ମାଆ ସବୁ ଜାଣିଛନ୍ତି ଆପଣ ତାଙ୍କ ସହ କଥା ହୁଅନ୍ତୁ ଭଲ ହେବ । ମୁଁ ଅଭିଯୋଗ ଦେଇନି ନା ସେ ଯାହା ବି ଅଭିଯୋଗ କରିଛନ୍ତି ସବୁ ମିଛ ଆଜ୍ଞା । ସେ ଖ୍ରୀଷ୍ଟିୟାନ ହେଇ ନାହାନ୍ତି ଆମେ ସବୁ ଧର୍ମକୁ ଭଲ ପାଉ । ମୋର ଭଜନ ଆପଣ ଶୁଣିଲେ ମୁଁ ସବୁ ଗାଇଲି ନା ନାହିଁ । ମୁଁ ତାଙ୍କୁ ପ୍ରେସର କରି ନାହିଁ ଧର୍ମ ପରିବର୍ତ୍ତନ କରିବାକୁ ମୁଁ କାହିଁକି କରିବି ।

ସେ ଯଦି କହୁଛନ୍ତି ମୁଁ ଡାଉରୀରେ 10 ଲକ୍ଷ ଟଙ୍କା ମାଗିଛି ଏହା ସଂପୂର୍ଣ୍ଣ ମିଛ । ମୁଁ କିଏ ମୋ ନାଁ କଣ ଆପଣ ମାନଙ୍କର ଭଲ ପାଇବା ମୋ ପାଇଁ ସବୁ କିଛି ମୁଁ 10 ଲକ୍ଷ ଟଙ୍କା କଣ କରିବି । ମୁଁ ତାଙ୍କୁ କାହିଁକି ମାରିବି ମୁଁ କଣ ହତୟଆକାରୀ ନା କଣ । ଏଇଟା ମୋର ବ୍ୟକ୍ତିଗତ କଥା ଆପଣ ଏହାକୁ ଚାରି ଆଡେ ପ୍ରଚାର କରିବେ ତା ହେଲେ ଗୋଟେ କାମ କରନ୍ତୁ ଆପଣ ସମସ୍ତେ ବାଥୃମ ଭିତରକୁ ଆସନ୍ତୁ ମୁଁ କଣ କଣ ସବୁ କରିବି ସେସବୁ ଛାଡିବେ ।

ଆଜ୍ଞା ଏଇଟା ମୋର ପାରିବାରିକ ମାମଲା । ମୋ ନାଁରେ ଯାହା ବି ଅଭିଯୋଗ ହେଇଛି ସବୁ ମିଛ’ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *