ସମାଜସେବୀ କହିଲେ ‘ସ୍ତ୍ରୀ ଯେତେ ସୁନ୍ଦର ହେଲେ ବି ସ୍ଵାମୀ ଅନାଏନି, ସବୁବେଳେ ତୃତୀୟ ଜଣଙ୍କୁ ଖୋଜେ କାରଣ ସେ ସବୁବେଳେ ଚାହେଁ…’

ବନ୍ଧୁଗଣ ଓଡିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର ଏବେ ପୁଣି ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ଗତ ତିନି ଦିନ ତଳେ ତାଙ୍କ ପତ୍ନୀ ଶ୍ରେୟା ତାଙ୍କ ବିରୋଧରେ ମାନସିକ ଏବଂ ଶାରୀରିକ ନି-ଇର୍ଯା-ତ-ଅନା ଦେଉଥିବାର ଅଭିଯୋଗ କରିଛନ୍ତି । ଶ୍ରେୟାଙ୍କ ଅଭିଯୋଗ ପରେ ମହିଳା ଥାନା ପୋଲିସ ଉଭୟ ଶ୍ରେୟା ଆଉ ହ୍ୟୁମାନଙ୍କୁ ଡାକି ସମସ୍ୟାର ସମାଧାନ କରୁଛି । ଆଉ ଏହାରି ମଧ୍ୟରେ ଜଣେ ମହିଳା ସମାଜସେବୀ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ତେବେ ମହିଳା ସମାଜସେବୀ ଜଣକ କହିଛନ୍ତି-‘ଗୋଟେ କଥା ହେଉଛି ପିଲା ଛୁଆ ହେବା ପରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଯେଉଁ ମନ ମାଳିନ ଦେଖା ଯାଏ ହେଲେ ପିଲାଟି ଦୁଇଜଣଙ୍କୁ ସ୍ନେହ ମମତାରେ ବାନ୍ଧିକି ରଖେ ।

ହେଲେ ବର୍ତ୍ତମାନ ଆଉ ସେ ସମୟ ନାହିଁ । ବର୍ତ୍ତମାନ ଦେଖୁଚୁ ପାରିବାରିକ ବିବାଦ ଯେତିକି ଆସୁଛି ମୁଖ୍ଯତଃ ତୃତୀୟ ବ୍ୟକ୍ତି ପ୍ରବେଶ ଆଉ ଗୋଟେ ହେଉଛି ନିଶା କଥା କହିବା । ନିଶାରେ ଯେତେବେଳେ ସ୍ଵାମୀ ଚୁର ହେଉଛି ସେତେବେଳେ ସେ ଦେଖୁଛି ଦୁର୍ବଳ କିଏ ସେ ନିଜ ସ୍ତ୍ରୀକୁ ଟାର୍ଗେଟ କରି ତାକୁ ଅତ-ୟଆଚାର କରୁଛି । ଯଦି ତୃତୀୟ ବ୍ୟକ୍ତି କଥା କହିବା ସ୍ତ୍ରୀ ଲୋକଟି ସୁନ୍ଦର ହେଇ ଥିଲେ ମଧ୍ୟ ଯେତେ ଯାହା ହେଇ ଥିଲେ ମଧ୍ୟ ସେ ସ୍ତ୍ରୀକୁ ଅଣ ଦେଖା କରେ ତେଣୁ ସେ ନିଜ ସ୍ତ୍ରୀ ଉପରେ ଅତ-ୟଆଚାର କରେ ।

ଅତ-ୟଆଚାର କରିବା ଦ୍ଵାରା ସେ ଭାବେ ମୋ ସ୍ତ୍ରୀ ଘର ଛାଡି ପଳେଇଲେ ସେ ତୃତୀୟ ବ୍ୟକ୍ତିଟି ଆସି ପାରିବ । କିନ୍ତୁ ଆମ ହିନ୍ଦୁ ଧର୍ମରେ ଦେଖା ଯାଇଛି ବାହାଘର ହେବା ପରେ ଛାଡପତ୍ର ନ ହେଲା ପର୍ଯ୍ୟନ୍ତ ଦ୍ଵିତୀୟ ବିବାହ କରି ହେବ ନାହିଁ । ତେଣୁ ଛାଡପତ୍ର ଆବଶ୍ୟକ ତେଣୁ ସେହି ସମୟରେ ଯେଉଁ ସବୁ ଘଟଣା ଘଟେ ସମସ୍ତେ ପୋଲିସରେ ମାମଲା ରୁଜୁ କରନ୍ତି ଆଉ ପରିବାର ଲୋକ ସାହାର୍ଯ୍ୟ କରନ୍ତି ।

ଯଦି ହ୍ୟୁମାନ ଆଉ ତାଙ୍କ ପତ୍ନୀଙ୍କ କଥା କହିବା ତେବେ ଯଦି ଆପଶ ବୁଝାବଣା ହେଇ ପାରିବ ତା ହେଲେ ଭଲ ହେବ । ଯଦି ବୁଝାବଣା ହେଇ ପାରିଲାନି ତେବେ ପୋଲିସ ନିଶ୍ଚିତ ଏକ ପଦକ୍ଷେପ ନେବ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *