ମ୍ୟାନ ଅଫ ଦି ମ୍ଯାଚ ବନିବା ପରେ ଭାବୁକ ହେଲେ Virat Kohli, ପୁଣି Umarn ଙ୍କ ପାଇଁ କହିଲେ ଏମିତି, ଜିତିଲେ ସମସ୍ତଙ୍କ ହୃଦୟ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଥିବା ଦିନିକିଆ ମ୍ଯାଚରେ ଭାରତର ଦମଦାର ପଦର୍ଶନ ପରେ ଭାରତ ପାଇଲା ସଫଳତାର ଦିଗ । ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ଭାରତର ବିଜଯ ଭାରତ ପାଇଁ ଏକ ସୁନାମ ଆଣିଦେଇଛି । କ୍ରିକେଟର ଭିରାଟ କୋହଲୀ ମଧ୍ୟ କ୍ରିକେଟ ଖେଳରେ ନିଜର ଜଲ୍ବା ଦେଖାଇଛନ୍ତି । ଯେଉଁ କାରଣରୁ ତାଙ୍କୁ ମ୍ୟାନ ଅଫ ଦ ମ୍ଯାଚ ବୋଲି ଆକ୍ଷା ଦିଆଯାଇଛି ।

ତେବେ ଏହି ମ୍ୟାନ ଅଫ ଦ ମ୍ଯାଚ ଆୱାର୍ଡ ପାଇଲା ପରେ କ୍ରିକେଟର ଭିରାଟ କୋହଲୀ ବହୁତ ଖୁସି ହୋଇଯାଇଥିଲେ । ଯେଉଁ କାରଣ ସେ ଅତ୍ୟଧିକ ଖୁସି ମଧ୍ୟରେ ବି ବହୁତ ଭାବୁକ ହୋଇଯାଇଥିଲେ । ତାପରେ କୋହଲୀ ଉମ୍ରାନ ମଲିକଙ୍କ ପାଇଁ କିଛି ଏପରି ମଧ୍ୟ କରି ତାଙ୍କ ହୃଦୟ ଜିତିଳେ । ଭାରତରେ ଗୌହାଟୀ ଠାରେ ଖେଲାଯାଇଥିବା ମ୍ଯାଚରେ ସଫଳତା ହାସଲ କରିଛନ୍ତି ।

ତେବେ ଏହି ମ୍ଯାଚରେ ସବୁ ଖେଳାଳୀ ନିଜ ନିଜର ବେଷ୍ଟ ଦେବା ପାଇଁ ଟ୍ରାଏ କରିଛନ୍ତି । ତେବେ କ୍ରିକେଟ ମ୍ଯାଚର ଏପରି ଖେଳ ଚାଲୁଥିବା ସମୟରେ ସର୍ବଶେଷରେ ହିଁ ଖେଳରେ ଭାରତ ଟିମ ବିଜୟ ହାସଲ କରିପାରିଛି । କ୍ରିକେଟର ଉମ୍ରାନ ମଲିକ ୩ ୱିକେଟ ନେଇଥିଲେ । ମହମଦ ସିରାଜକୁ ୨ ଟି ୱିକେଟ ମିଳିଥିଲା ।

ଶ୍ରୀଲଙ୍କା ଟିମ ମଧ୍ୟ ନିଜର ଖେଳରେ ଭଲ କରିବା ପାଇଁ ଚେଷ୍ଟା ଜାରୀ ରଖିଥିଲେ । ଏହା ଛଡା ଶ୍ରୀଲଙ୍କା ଦଳର ଅଧିନାୟକ ମଧ୍ୟ ଖେଳର ଅନ୍ତିମ ପର୍ଯ୍ୟନ୍ତ କ୍ରିକେଟ ମ୍ଯାଚରେ ନିଜର ସଂଘର୍ଷ ଜାରୀ ରଖିଥିଲେ । ଉମ୍ରାନ ମାଲିକ ୮ ଓଭରରେ ୫୭ ରନ କରିଥିଲେ । ୩ ୱିକେଟ ନିଜ ନାମରେ କରିଥିଲେ । ତେବେ ଏହି ମ୍ଯାଚରେ ଉମ୍ରାନ ମାଲିକ ଏକ ଇତିହାସ ମଧ୍ୟ ରଚିଦେଲେ ।

ସେ ମ୍ଯାଚରେ ୧୫୬ କିଲୋମିଟର ପ୍ରତି ଘଣ୍ଟାରେ ଗେମ ପ୍ଲେ କରିଥିଲେ । ତେବେ ଭିରାଟ କୋହଲୀ ଯେତେବେଳେ ନିଜର କ୍ରିକେଟ ମ୍ଯାଚରେ ଭଲ ପଦର୍ଶନ କରିଥିଲେ । ତେବେ ସେ ବହୁତ ଖୁସି ଥିଲେ । ଏହା ସହିତ ସେ ଭାବ ପ୍ରବଣ ହୋଇ ଏପରି କିଛି ମଧ୍ୟ କହିଥିଲେ । ଯେ ମୁଁ ଖେଳରେ ଭଲ ପଦର୍ଶନ କରିଥିବା କାରଣରୁ ମ୍ୟାନ ଅଫ ଦ ମ୍ଯାଚ ପାଇଛି ।

ତେବେ ଏହି ଆୱାର୍ଡକୁ ମୁଁ ଉମ୍ର୍ରାନ ମଲିକ ନାମରେ କରିବାକୁ ଯାଉଛି । କାରଣ ଏହି ଆୱାର୍ଡ ପାଇଁ ମୋ ଠାରୁ ଉମ୍ରାନ ଡିଜର୍ଭ କରୁଛି । କାରଣ ଏପରି ଖେଳାଳୀ ବହୁତ ବର୍ଷରେ ଥରେ ଥରେ ଦେଖିବାକୁ ମିଳିଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *