Odia Gk Questions- ଭାରତରେ କେଉଁ ଫୁଲ 12 ବର୍ଷରେ ଥରେ ଫୁଟିଥାଏ ? 99% ଲୋକ ଫେଲ

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ । ଏହା ଛାତ୍ରଛାତ୍ରୀ ଙ୍କ ନିମନ୍ତେ ଅତ୍ୟନ୍ତ କାର୍ଯ୍ୟକାରୀ ଅଟେ । ସାଧାରଣତଃ କେତେକ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ ଆମ୍ଭେ ମାନେ ଜାଣି ନଥାଉ କିନ୍ତୁ ସେ ସବୁ ବିଷୟରେ ଜାଣିବା ନିହାତି ଆବଶ୍ୟକ । ତେବେ ଆସନ୍ତୁ ଆଜି ଆମ୍ଭେ ଜାଣିନେବା କିଛି ବିଶେଷ ପ୍ରଶ୍ନ ଉତ୍ତର କୁ ନେଇ ଏକ ସ୍ଵତନ୍ତ୍ର ବିବରଣୀ ।

୧;- କେଉଁ ଜୀବ ଆଖି ଏବଂ କାନ ବାଟେ ଶ୍ଵାସ ପ୍ରଶ୍ଵାସ ନିଏ ?

ଉତ୍ତର;- ହରିଣ ।

୨;- କାହାର ଆଖି ନାହିଁ ?

ଉତ୍ତର;- ଜିଆ ।

୩;- କେଉଁ ମାଛ ମୁଣ୍ଡରେ ପାକସ୍ଥଳୀ ଥାଏ ?

ଉତ୍ତର;- ଚିଙ୍ଗୁଡି ।

୪;- କାହାର ୮ ଟି ଆଖି ଅଛି ?

ଉତ୍ତର;- ମାଙ୍କଡସା ।

୫;- ମୟୁର ପୁଚ୍ଛରେ କେତୋଟି ଚନ୍ଦ୍ରିକା ଅଛି ?

ଉତ୍ତର;- ୧୮ ଟି ।

୬;- କିଏ ପହଁରିପାରେ ନାହିଁ ?

ଉତ୍ତର;- ଓଟ ।

୭;- କାହାର ଦଶଟି ଗୋଡ ଅଛି ?

ଉତ୍ତର;- କଙ୍କଡା ।

୮;- କାହାର ମେରୁଦଣ୍ଡ ନାହିଁ ?

ଉତ୍ତର;- କଙ୍କଡା ।

୯;- କାହାର ୫ ଟି ଆଖି ଅଛି ?

ଉତ୍ତର;- ମହୁମାଛି ।

୧୦;- କେଉଁ ଜୀବ ସବୁଠାରୁ ବେସୀଦିନ ବଞ୍ଚିଥାଏ ?

ଉତ୍ତର;- କଇଁଛ ।

୧୧;- କିଏ ସର୍ବଦା ଜିଭ ବାହାର କରେ ?

ଉତ୍ତର;- ସାପ ।

୧୨;- କିଏ ବସା ତିଆରି କରିପାରେ ନାହିଁ ?

ଉତ୍ତର;- ବାଦୁଡି ।

୧୩;- ଚୁଲିର ୩ ମୁଣ୍ଡ କୁ କ’ଣ କୁହାଯାଏ ?

ଉତ୍ତର;- ଝିଙ୍କା ।

୧୪;- କେଉଁ ପକ୍ଷୀର ଦାନ୍ତ ଅଛି ?

ଉତ୍ତର;- ବାଦୁଡି ।

୧୫;- କେଉଁ ଗଛର ଫୁଲ ନାହିଁ ?

ଉତ୍ତର;- ଛତୁ ।

୧୬;- ଭାରତରେ କେଉଁ ଫୁଲ ୧୨ ବର୍ଷରେ ଥରେ ଫୁଟିଥାଏ ?

ଉତ୍ତର;- ନୀଳ କୁରଞ୍ଜି ଫୁଲ, ଏହା କର୍ଣ୍ଣାଟକରେ ଦେଖିବାକୁ ମିଳିଥାଏ ।

୧୭;- କେଉଁଠିକୁ ୧୦୦ ଲୋକ ଗଲେ ୧୦୧ ଲୋକ ଫେରନ୍ତି ?

ଉତ୍ତର;- ବାହାଘର ।

୧୮;- କାହା ପାଖରେ ରିଙ୍ଗ ଅଛି କିନ୍ତୁ ପିନ୍ଧିବା ପାଇଁ ଆଙ୍ଗୁଠି ନାହିଁ ?

ଉତ୍ତର;- ମୋବାଇଲ ।

୧୯;- ସେଇଟା କେଉଁ ଜିନିଷ ଯାହା ତୁମର କିନ୍ତୁ ବ୍ୟବହାର କରନ୍ତି ଅନ୍ୟମାନେ ?

ଉତ୍ତର;- ତୁମର ନାମ ।

୨୦;- ତାହା କ’ଣ ଯାହାର ମୁଣ୍ଡ ଏବଂ ଲାଞ୍ଜ ଅଛି କିନ୍ତୁ ଶରୀର ନାହିଁ ?

ଉତ୍ତର;- ମୁଦ୍ରା ।

୨୧;- କେଉଁ ବ୍ୟାଙ୍କରେ ପଇସା ନାହିଁ ?

ଉତ୍ତର;- ରିଭାରବ୍ୟାଙ୍କ (ନଦୀକୂଳ) ।

୨୨;- କେଉଁ ଜୀବ ସବୁବେଳେ କାନ୍ଦୁଥାଏ ?

ଉତ୍ତର;- କୁମ୍ଭୀର ।

୨୩;- ନିଜ ଇଚ୍ଛାରେ ଅଣ୍ଡା ଦିଏ ସେ କିଏ ?

ଉତ୍ତର;- ରାଣୀ ମହୁମାଛି ।

୨୪;- ପାଣି ପିଉ ନଥିବା ଉଭୟଚର ପ୍ରାଣୀ କିଏ ?

ଉତ୍ତର;- ବେଙ୍ଗ ।

୨୫;- ତାହା କ’ଣ ଯାହାକୁ ଆମେ ଦେଖି ପାରିବା କିନ୍ତୁ ଛୁଇଁ ପାରିବା ନାହିଁ ?

ଉତ୍ତର;- ସ୍ଵପ୍ନ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *