‘ଡ୍ରଗ ବେପାରୀଙ୍କ ଚାମଚା କି Uddhav Thackeray, ବଲିଉଡ୍ ନିଶାଡିଙ୍କ ପାଇଁ ଏତେ ଦରଦ କାହିଁକି ?’ ଦେଖନ୍ତୁ Video, କଣ କହିଲେ ମହାରାଷ୍ଟର ପୂର୍ବତନ ମୁଖ୍ୟମନ୍ତ୍ରୀ Devendra Fadnavis

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ର ବଡ଼ ଏବଂ ଚର୍ଚ୍ଚିତ ଖବର କି ବଲିଉଡ ର କିଙ୍ଗ ଶାହାରୁଖ ଖାନ ଙ୍କ ପୁଅ ଆର୍ଯ୍ୟନ ଖାନଙ୍କ ଗି-ର-ଫ । ତେବେ ସୂଚନାଯୋଗ୍ୟ ଯେ ଆର୍ଯ୍ୟନ ଖାନ ଏକ ଡ୍ର-ଗ୍ସ ପା-ର୍ଟିରେ ଡ୍ର-ଗ୍ସ କା-ର-ବାର କରୁଥିଲେ ଏବଂ ଏନସିବି ଟିମ ସେହି ପାର୍ଟି ରେ ହିଁ ଆର୍ଯ୍ୟନ ଙ୍କ ସହ ଆହୁରି ଆଠ ଜଣ ଙ୍କୁ ଗି-ର-ଫ କରି ରଖିଛି ।

ତେବେ ଏହା ପରେ ଶାହାରୁଖ ବହୁତ ଚେଷ୍ଟା କରୁଛନ୍ତି ତାଙ୍କୁ ବେ-ଲ କରାଇ ବାହାର ଆଣିବାକୁ କିନ୍ତୁ ଏହା ସମ୍ଭବ ହୋଇ ପାରୁ ନାହିଁ ଏବଂ ବର୍ତ୍ତମାନ ଆର୍ଯ୍ୟନ ଆର୍ଥର ଜେ-ଲ ଭିତରେ ଅଛନ୍ତି । ତେବେ ଏହାକୁ ନେଇ ବର୍ତ୍ତମାନ ବହୁତ ରାଜନୀତି ମଧ୍ୟ ଆରମ୍ଭ ହୋଇଗଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ ଓ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମଧ୍ୟରେ କାଦୁଅ ଫି-ଙ୍ଗା ରାଜନୀତି ଜୋର ଧରିବାରେ ଲାଗିଛି ।

ଠାକରେ ଦେଶର ଯୁବପିଢିଙ୍କ ସପକ୍ଷରେ ଅଛନ୍ତି ନାଁ ଡ୍ର-ଗ୍ସ ବି-କ୍ରେ-ତାଙ୍କ ଚାମଚା ପା-ଲ-ଟି ଯାଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଦେବେନ୍ଦ୍ର ଫଡନବିସ୍ । ଶୁକ୍ରବାର ଉଦ୍ଧବ ଠାକରେ ମହାରାଷ୍ଟ୍ରରେ ଏନସିବି ରେ-ଡ-କୁ ନେଇ ପ୍ରଶ୍ନ ଉଠାଇଥିଲେ । ଏନସିବି ବାସ୍ତବରେ ଡ୍ର-ଗ୍ସ ଧରିବା ପରିବର୍ତ୍ତେ ସେଲିବ୍ରିଟି ଛୁଆଙ୍କ ସହିତ ଫଟୋ ଉଠାଇବାରେ ଅଧିକ ବ୍ୟସ୍ତ ବୋଲି ଠାକରେ କହିଥିଲେ ।

ଶନିବାର ଏହାକୁ ବି-ରୋ-ଧ କରିବା ସହିତ ଫଡନବିସ ଉଦ୍ଧବ ଠାକରେଙ୍କ ବି-ରୋ-ଧୀ ମନ୍ତବ୍ୟ ଦେଇଛନ୍ତି । ଆପଣ କାହା ସପକ୍ଷରେ ଅଛନ୍ତି, ଯୁବକ ଯୁବତୀଙ୍କର ନାଁ ଡ୍ର-ଗ୍ସ ବେ-ପା-ରୀ-ଙ୍କ । ନି-ଶା ବେ-ପା-ର ବର୍ତ୍ତମାନ ସମଗ୍ର ଦେଶକୁ କ୍ୟାନ୍ସର ଭଳି ଗ୍ରାସ କରିବାକୁ ବସିଛି ।


ଏଭଳି ଅବସ୍ଥାରେ ଡ୍ର-ଗ୍ସ ସେବନକାରୀଙ୍କୁ ବଞ୍ଚାଇବାକୁ ଉଦ୍ଧବଙ୍କ ପ୍ରୟାସ ହାସ୍ୟାସ୍ପଦ ବୋଲି ଫଡନବିସ କହିଛନ୍ତି । କେନ୍ଦ୍ରୀୟ ତ-ଦ-ନ୍ତ-କାରୀ ସଂସ୍ଥା ଗୁଡିକର ବ୍ୟବହାର ନେଇ ଯେଉଁ ଅ-ଭି-ଯୋ-ଗ ଆସିଛି ଫଡନବିସ ତାକୁ ମଧ୍ୟ ଖ-ଣ୍ଡ-ନ କରିଛନ୍ତି । ଆମେ ଗଣତନ୍ତ୍ରରେ ବିଶ୍ୱାସ କରୁ ତେଣୁ ଏଭଳି କିଛି ହେବାର ପ୍ରଶ୍ନ ଉଠୁନାହିଁ ବୋଲି ଫଡନବିସ କହିଛନ୍ତି ।

Leave a Reply

Your email address will not be published. Required fields are marked *