କେରଳରେ ପ୍ରବଳ ବନ୍ୟା ! ଦେଖନ୍ତୁ କେମିତି ଜଳବନ୍ଦୀରୁ ଲୋକଙ୍କୁ ଉଦ୍ଧାର କରିବା ବେଳେ ଚାହୁଁ ଚାହୁଁ ବୁଡିଗଲା ବସ, Video ଦେଖିଲେ ଆପଣ ଡରିଯିବେ

ନମସ୍କାର ବନ୍ଧୁଗଣ ତେବେ କଥାରେ ଅଛି ଜଳ ଵିହୁନେ ସୃଷ୍ଟି ନା-ଶ ଜଳ ବହୁଳେ ମଧ୍ୟ ସୃଷ୍ଟି ନା-ଶ । ତେବେ ଆଗରୁ ଜଳ ଵିହୁନେ ଲୋକମାନେ ଛଟପଟ ହୋଇ ମୃ-ତ୍ୟୁ ବରଣ କରୁଥିଲେ ଏବଂ ବର୍ତ୍ତମାନ ଜଳ ବହୁଳେ ସୃଷ୍ଟି ନା-ଶ ହେଉଛି । କାରଣ ବର୍ତ୍ତମାନ ବାର ବାର ଲଘୁଚାପ ସୃଷ୍ଟି ହେଉଛି । ବାର ବାର ପ୍ରବଳ ବର୍ଷା ହୋଇ ବନ୍ୟା ର ପରିଣତ ହୋଇ ଲୋକ ମାନଙ୍କ ଧନ ଜୀଵନ ନଷ୍ଟ ହେଉଛି । ତେବେ ସେହି ପରି ବର୍ତ୍ତମାନ କେରଳ ର ପରିସ୍ଥିତି ।

କେରଳରେ ଜାରି ଭୀଷଣ ବର୍ଷା କାରଣରୁ ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । କୋଟ୍ଟାୟମ, ପଥନମଥିଟ୍ଟା, ଏର୍ଣ୍ଣାକୁଲମ, ଇଡୁକ୍କି ଏବଂ ତ୍ରିଶୂରରେ ରେ-ଡ୍ ଆ-ଲ-ର୍ଟ ଜାରି କରା ଯାଇଛି । ଏହା  ବ୍ୟତୀତ ସାତ ଜିଲ୍ଲା ପାଇଁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ଭୁ-ସ୍ଖ-ଳ-ନ ଏବଂ ବର୍ଷା କାରଣରୁ ଚାରି ଜଣଙ୍କ ମୃ-ତ୍ୟୁ ଘ-ଟି-ଥି-ବା ବେଳେ ୧୨ ଜଣ ନି-ଖୋ-ଜ ଅଛନ୍ତି । ପ୍ରବଳ ବର୍ଷା କାରଣରୁ ରାଜ୍ୟର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ଉତ୍ପନ ହୋଇଛି ।

କିଛି ଜାଗାରେ ଭୂ-ସ୍ଖ-ଳ-ନ ଯୋଗୁଁ ବିପୁଳ କ୍ଷତି ଘ-ଟି-ଛି । କୋଟ୍ଟାୟମ ଏବଂ ଇଡୁକ୍କି ଜିଲ୍ଲାରେ ଭୂ-ସ୍କ-ଳ-ନ ଘ-ଟି-ଛି ଏଥିରେ ୧୨ ଜଣ ନି-ଖୋ-ଜ ଅଛନ୍ତି । ରାଜ୍ୟ ସରକାରଙ୍କୁ ଉ-ଦ୍ଧା-ର କାର୍ଯ୍ୟ ପାଇଁ ସେନା ଏବଂ ବାୟୁସେନାର ସହାୟତା ନେବାକୁ ପଡିଛି । ଏହା ମଧ୍ୟରେ ସାମାଜିକ ଗଣମାଧ୍ୟମରେ କିଛି ଭିଡିଓ ଭା-ଇ-ରା-ଲ୍ ହୋଇଛି । ଭିଡିଓରେ ବର୍ଷା ଜଳରେ ବସ୍‌ଟି ବୁ-ଡି ଯାଇଥିବା ଦେଖିବାକୁ ମିଳିଛି । ବହୁତ ମୁସ୍କିଲରେ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି ।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ଅନୁଯାୟୀ, କୋଟ୍ଟାୟମ ଏବଂ ଇଡୁକ୍କି ଜିଲ୍ଲାରେ ସୀମାନ୍ତ ପାହାଡିଆ ଅଞ୍ଚଳ ପାଇଁ ବାୟୁସେନାର ସାହାଯ୍ୟ ନେବାକୁ ପଡିଛି । ଏଠାରେ ଭୁ-ସ୍ଖ-ଳ-ନ କାରଣରୁ କିଛି ପରିବାର ଫ-ସି ଯାଇଥିଲେ । ଏହି ଘ-ଟ-ଣା-ରେ ଅତିକମରେ ୧୨ ଜଣ ଲୋକ ନି-ଖୋ-ଜ ଥିବା ଆ-ଶ-ଙ୍କା କରାଯାଇଛି । ଜଣେ ମହିଳାଙ୍କ ମୃ-ତ୍ୟୁ ଘ-ଟି-ଛି । ରାତିସାରା ବର୍ଷା କାରଣରୁ ଅନେକ ଡ୍ୟାମର ଜଳସ୍ତର ବି-ପ-ଦ ସଙ୍କେତ ଟ-ପି-ଛି । ଅନେକ ଗେଟ୍ ଖୋଲି ଦିଆଯାଇଛି ।

କେରଳରେ ବର୍ଷା ବି-ତ୍ପା-ତ-କୁ ଦୃଷ୍ଟିରେ ରଖି ଭାରତୀୟ ବାୟୁସେନା ଏବଂ ଭାରତୀୟ ସେନା ନିଜ ଯବାନଙ୍କୁ ମୁତୟନ କରିଛି । ଏମଆଇ-୧୭ ଏବଂ ସାରଙ୍ଗ ହେଲିକପ୍ଟରକୁ ସଜାଗ ରଖାଯାଇଛି । କେରଳର ବର୍ତ୍ତମାନ ସ୍ଥିତିକକୁ ଦୃଷ୍ଟିରେ ରଖି ଦକ୍ଷିଣ ବାୟୁସେନା କମାଣ୍ଡର ସମସ୍ତ ଆଡ୍ଡାକୁ ହାଇ  ଆଲର୍ଟରେ ରଖାଯାଇଛି ।

Leave a Reply

Your email address will not be published. Required fields are marked *