ସ୍ଵାମୀ ଆଗରେ ଡ୍ୟାମକୁ ଡେଇଁଲା ସ୍ତ୍ରୀ, ଆଉ ତା ପରେ ଯାହା ହେଲା ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ସମୟରେ ପ୍ରାୟତଃ ପରିବାର କୁ ନେଇ ଅନେକ ଗୁଡିଏ ଘ-ଟ-ଣା ସାମ୍ନା କୁ ଆସିଥାଏ । ତେବେ ଅଧିକାଂଶ ଘ-ଟ-ଣା ସ୍ୱାମୀ ସ୍ତ୍ରୀ ର ଝ-ଗ-ଡା କୁ ନେଇ ଅନେକ ଘ-ଟ-ଣା ଦେଖିବାକୁ ମିଳିଥାଏ ତେବେ କେତେବେଳେ ସ୍ୱାମୀ ର ପ୍ର-ତା-ର-ଣା ରେ ସ୍ତ୍ରୀ ର ଅ-ଭି-ଯୋ-ଗ ତ କେତେବେଳେ ସ୍ତ୍ରୀ ର ହରକତ ରେ ସ୍ୱାମୀ ହଇରାଣ ।

ଏଭଳି ଅନେକ ଥର ଅନେକ ଘ-ଟ-ଣା ଦେଖିବାକୁ ମିଳିଥାଏ ହୁଏତ ସେ ଛୋଟ କଥା ପାଇଁ ହେଉ କିମ୍ବା କୌଣସି ଗୁରୁତ୍ୱ କଥା ତେବେ ସେହିଭଳି ଏକ ଘ-ଟ-ଣା ଆଜି ଘ-ଟି ଯାଇଛି । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ବିଷୟ ରେ ଆଲୋଚନା କରିବା । ତେବେ ଏହି ଘ-ଟ-ଣା ଟି ହେଉଛି କୋରାପୁଟ ଜିଲ୍ଲାର ସ୍ୱାମୀ ଆଗରେ ଜଳଭଣ୍ଡାରକୁ ଡେ-ଇଁ-ଲା ସ୍ତ୍ରୀ । ମାତ୍ର କେଉଁ କାରଣରୁ ଡେଇଁଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

ତେବେ ପାରିବାରିକ କାରଣରୁ ମହିଳା ଜଣକ ଡେଇଁଥିବା ଅ-ଭି-ଯୋ-ଗ ହେଉଛି । ଅ-ଗ୍ନି-ଶମ ବିଭାଗ ଖା-ନତ-ଲା-ସୀ କରୁଥିଲେ ମଧ୍ୟ ମହିଳାଙ୍କ ପତ୍ତା ପାଇନାହିଁ । ପାଡ଼ୁଆ ଥାନା କୁକୁଡାପକ୍ଷୀ ଗାଁ ପୂର୍ଣ୍ଣ ଖରାଙ୍କୁ ବିବାହ କରିଥିଲେ ପଦ୍ମା । ଉଭୟଙ୍କ ଔ-ର-ଷ-ରୁ ୩ଟି ସନ୍ତାନ ଅଛନ୍ତି । ଗତକାଲି(ଶୁକ୍ରବାର) ବିଜୟା ଦଶମୀ ଥିବାରୁ ସ୍ୱାମୀ-ସ୍ତ୍ରୀ ପିଲାଙ୍କୁ ନିଜ ଘରେ ଛାଡ଼ି ପୂଜାରି ଗୁଡ଼ା ଯାଇଥିଲେ । କାଲି ଅପରାହ୍ନରେ ସ୍ୱାମୀ ଓ ସ୍ତ୍ରୀ ଘରକୁ ଫେରୁଥିଲେ ।

ତେବେ ଜଲାପୁଟ୍‌ ଜଳ ଭଣ୍ଡରର ଚମ୍ପାପୁଟ ବ୍ରିଜ୍‌ ଉପରେ କୌଣସି କଥାକୁ ନେଇ ପୂର୍ଣ୍ଣ ଓ ପଦ୍ମାଙ୍କ ଭିତରେ ସାମାନ୍ୟ ପା-ଟି-ତୁ-ଣ୍ଡ ହୋଇଥିଲା । କଥା-କ-ଟା-କ-ଟି ଭିତରେ ସ୍ୱାମୀ ପୂର୍ଣ୍ଣଙ୍କ ଆଗରେ ପଦ୍ମା ଜଳ ଭଣ୍ଡାରକୁ ଡେ-ଇଁ ପ-ଡ଼ି-ଥି-ଲେ । ଜଳ ଭଣ୍ଡାରର ଅକାତ କାତ ପାଣି ଭିତରେ ପଦ୍ମା ବୁ-ଡ଼ି ଯାଇଥିଲେ । ଏନେଇ ପୂର୍ଣ୍ଣ ଘର ଲୋକଙ୍କୁ ଖବର ଦେଇଥିଲେ ।


ପରିବାର ଲୋକେ ଏନେଇ ଅ-ଗ୍ନି-ଶ-ମ ବିଭାଗକୁ ସୂଚନା ଦେଇଥିଲେ । ଅ-ଗ୍ନି-ଶ-ମ କର୍ମଚାରୀମାନେ ଘ-ଟ-ଣା ସ୍ଥଳରେ ପହଞ୍ଚି ଜଳଭଣ୍ଡାରରେ ଖୋଜାଖୋଜି ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିନାହିଁ । ଏନେଇ ଥା-ନା-ରେ କୌଣସି ଲିଖିତ ଅ-ଭି-ଯୋ-ଗ ହୋଇ ନଥିଲେ ମଧ୍ୟ ପାଡ଼ୁଆ ଥାନା ପୁଲିସ ଘ-ଟ-ଣା ଉପରେ ନଜର ରଖିଛି ।

Leave a Reply

Your email address will not be published. Required fields are marked *