ଟ୍ୟୁସନରୁ ଫେରୁଥିଲେ ଛାତ୍ରୀ, ପ୍ରତିଦିନ ନିଛାଟିଆ ଜାଗାରେ ଛକି ବସୁଥିଲା ବାଦଲ, ଆଉ ତା’ ପରେ ତା’ ସହିତ କରୁଥିଲା ଏମିତି କାମ ଶୁଣିଲେ ଲୋମ ଟାଙ୍କୁରି ଉଠିବ…

ବନ୍ଧୁଗଣ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ । ଦିନେ କି ଦୁଇ ଦିନ ନୁହେଁ ବର୍ଷାଧିକ କାଳ ଚାଲିଥିବା ଦୁଉଷ୍କଅର୍ମ । ଅଭିଯୁକ୍ତ ପୁଣି ଜଣେ ନଥିଲା ବ୍ଲାଆକମେଏଲ କରି ଦୁଇ ଜଣ ଦୁଉଷ୍କଅର୍ମ କରୁଥିଲେ ।

ଆଉ ଲୋକ ଲଜ୍ୟାର ଭୟରେ ଚୁପ ରହିଥିଲା ବିଚାରୀ ନାବାଳିକା ସ୍କୁଲ ଛାତ୍ରୀ ଜଣକ । ବନ୍ଧୁଗଣ ଏଭଳି ଏକ ଲଜ୍ୟା ଜନକ ଘଟଣା ସମ୍ବଲପୁର ଜିଲ୍ଲା ପୁଚିନ୍ଦା ଥାନା ଅଞ୍ଚଳରୁ । 2020 ମସିହା କରୋନା କାଳରେ ଲକଡାଉନ ସମୟରେ ଛାତ୍ରୀ ଜନକ ରାତି 8 ଟାରେ ଟ୍ୟୁସନରୁ ଫେରୁଥିଲେ ଆଉ ସେହି ଅଞ୍ଚଳର ଦୁଇଜଣ ଯୁବକ ତାଙ୍କୁ ବାଟରେ ଜଗି ରହିଥିଲେ ।

ଛାତ୍ରୀଙ୍କୁ ଦେଖିବା ପରେ ସେହି ଦୁଇଜଣ ଯୁବକ ଛାତ୍ରୀଙ୍କୁ ଉଠାଇ ନେଇଥିଲେ । ନିଛାଟିଆ ସ୍ଥାନକୁ ନେଇ ଯାଇ ଛାତ୍ରୀଙ୍କୁ ଦୁଉଷ୍କଅର୍ମ କରିବା ସହ ଏହାର ଭିଡିଓ ରେକର୍ଡିଙ୍ଗ ମଧ୍ୟ କରିଥିଲେ । ସେହିଦିନ ଠାରୁ ଛାତ୍ରୀ ଜଣକ ନିଜ ଘରକୁ ନ ଫେରି ଜଣେ ସମ୍ପର୍କୀୟଙ୍କ ଘରେ ରହିଥିଲେ ଏହା ପରେ ଅଭିଯୁକ୍ତ ମାନେ ଭିଡିଓ ଭାଇରାଲର ଧମକ ଦେଇ ଯେତେବେଳେ ଇଛା ସେତେବେଳେ ଡକାଇ ଯୌନ ଶୋଷଣ କରୁଥିବାର ଅଭିଯୋଗ ଆସିଛି ।

ନିନ୍ଦା ଅପବାଦ ଭୟରେ ମୁହଁ ଖୋଲି ପାରୁ ନଥିଲେ ନାବାଳିକା ଜଣକ । ନାବାଳିକାଙ୍କୁ ଦୁଇ ଅଭିଯୁକ୍ତ ଭିଡିଓ ଭାଇରାଲ କରିବା ସହ ଜୀବନରୁ ମାଆରିଇଦେବାର ଧଅମଅକ ମଧ୍ୟ ଦେଉଥିଲେ । ହେଲେ ଛାତ୍ରୀର ସାଙ୍ଗ ମାନଙ୍କ ଠାରୁ ଏ କଥା ଜାଣିବା ପରେ ସ୍କୁଲର ପ୍ରଧାନ ସେବିକା ଛାତ୍ରୀଙ୍କ ମା-ବାପାଙ୍କୁ ଡକାଇ ସବୁ କଥା ପଚାରି ବୁଝିଥିଲେ । ଏହା ପରେ ନାବାଳିକାଙ୍କ ବାପା ପୁଚିନ୍ଦା ଥାନାରେ ଅଭିଯୋଗ କରିବା ପରେ ନାବାଳିକାଙ୍କ ବୟାନ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

ଏହି ଘଟଣାରେ ବାଦଲ ମେଞ୍ଜ ନାମକ ଅଭିଯୁକ୍ତକୁ ପୋଲିସ ଗିରଫ କରି କୋର୍ଟ ଚଲାଣ କରିଛି । ଏହି ଘଟଣାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଜଣେ ଅଭିଯୁକ୍ତଙ୍କୁ ଧରିବା ପରେ ପୋଲିସ ଏବେ ଆଉ ଜଣ ଅଭିଯୁକ୍ତକୁ ଖୋଜୁଛି । ତା ହେଲେ ବନ୍ଧୁଗଣ ଏଭଳି ଲଜ୍ୟା ଜନକ ଘଟଣା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *