Interesting Gk Questions – ଟର୍ଚ୍ଚ କୁ ଓଡିଆରେ କଣ କୁହାଯାଏ ? 99 % ଲୋକଙ୍କୁ ଜଣା ନାହିଁ

ସାଙ୍ଗମାନେ ଏହି କଥା ତ ଆପଣ ସମସ୍ତେ ଜାଣିଥିବେ କି ଇଣ୍ଟରଭ୍ୟୁ ହେଉଛି ଭାରତର ସବୁଠୁ କଠିନ ଏକ୍ଜାମ ବୋଲି ଜଣା ଯାଇଥାଏ , ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ର ଉତ୍ତର ଦେବାରେ ଲୋକଙ୍କର ମୁଣ୍ଡ ବୁଲାଇ ଥାଏ କାହିଁକି ନା ଏଥିରେ ଏମିତି ପ୍ରଶ୍ନ ପଚରା ଯାଏ ଯାହାର ଉତ୍ତର ଦେବା ସମସ୍ତଙ୍କ ପକ୍ଷରେ ସମ୍ଭବ ନୁହେଁ । IAS ପରୀକ୍ଷା ଦେଶର ସବୁଠୁ କଠିନ ପରୀକ୍ଷା ଭିତରୁ ଗୋଟେ ଅଟେ ଓ ଏହା ଠାରୁ ବି ବଡ଼ କଠିନ ଅଟେ ଯେତେବେଳେ ଆମକୁ ଇଣ୍ଟରଭ୍ୟୁ ଦେବାକୁ ପଡିଥାଏ । ଇଣ୍ଟରଭ୍ୟୁରେ ପଚରା ଯାଇଥିବା ପ୍ରଶ୍ନ ବହୁତ କଠିନ ହୋଇଥାଏ ଯାହାର ଉତ୍ତର ଦେବା କଠିନ ହୋଇଥାଏ । ଏକ୍ଜାମରେ ଆମକୁ ଏତିକି ଜଣା ଥାଏ କି ଯେତେ କଠିନରୁ କଠିନ ପ୍ରଶ୍ନ କାହିଁକି ନା ଆସୁନୁ , କିନ୍ତୁ ଆସିବ ତ ଆମରି ବହିରୁ ହିଁ , କିନ୍ତୁ କୌଣସି ଇ୍ଟର୍ଭିଉରେ ସାମ୍ନାରେ ବସିଥିବା ବ୍ୟକ୍ତି ଆମକୁ କଣ ପଚାରିବ ଆମକୁ ଜଣା ନଥାଏ ,

ଆଜି ଆମେ ଆପଣଙ୍କୁ ଏମିତି ହିଁ ପ୍ରଶ୍ନ ବିଷୟରେ କହିବାକୁ ଯାଉଛୁ , ଯାହା ହୋଇଥାଏ ସହଜିଆ କିନ୍ତୁ ଆମେ ତାକୁ ଡିଫିକଲ୍ଟ କରି ଦେଇଥାଉ ଓ ଏହି ସରଳ ଓ ଟ୍ରିକି ପ୍ରଶ୍ନର ଇଣ୍ଟରଭ୍ୟୁ ଜରିଆରେ କ୍ୟାଣ୍ଡିଡେଟଙ୍କ Iq ଟେଷ୍ଟ କରା ଯାଇଥାଏ , ଯାହାକୁ ଆପଣ ପଢ଼ିବେ ଯଦି ଆଶ୍ଚର୍ଯ୍ୟ ହୋଇଯିବେ ।

ପ୍ରଶ୍ନ-୧

ମଣିଷ କେତେ ଉଚ୍ଚତା ପର୍ଯ୍ୟନ୍ତ ବିଲଡିଙ୍ଗ ବନାଇ ପାରିବ ?

ଉତ୍ତର – ୧୦୦୦ ମିଟର

ପ୍ରଶ୍ନ-୨

କେଉଁ ଦେଶରେ 5G ନେଟୱାର୍କ ୟୁଜ କରା ଯାଉଛି ?

ଉତ୍ତର- ଦକ୍ଷିଣ କୋରିୟା

ପ୍ରଶ୍ନ-୩

କେଉଁ ଦେଶରେ ସବୁଠୁ ଅଧିକ ଘୁଷୁରି ଦେଖା ଯାଆନ୍ତି ?

ଉତ୍ତର- ଚୀନ

ପ୍ରଶ୍ନ-୪

ନୋଟ କାହା ଦ୍ଵାରା ତିଆରି ହୋଇଥାଏ ?

ଉତ୍ତର- ତୁଳା

ପ୍ରଶ୍ନ-୫

ସୂର୍ଯ୍ୟ ପୃଥିବୀ ଠାରୁ କେତେ ଗୁଣା ବଡ ଅଟେ ?

ଉତ୍ତର – ୧୦୯ ଗୁଣା

ପ୍ରଶ୍ନ-୬

ସାରା ଦୁନିଆରେ କେତୋଟି ଭାଷା କୁହାଯାଏ ?

ଉତ୍ତର – ୬୫୦୦

ପ୍ରଶ୍ନ-୭

କେଉଁ ଦେଶରେ ପୁରୁଷଙ୍କ ଜନ ସଂଖ୍ୟା ମହିଳାଙ୍କ ଜନସଂଖ୍ୟା ଠାରୁ କମ ଅଟେ ?

ଉତ୍ତର -ବ୍ରାଜିଲ

ପ୍ରଶ୍ନ-୮

ଭାରତର କେଉଁ ରାଜ୍ୟରେ ସବୁଠୁ ଅଧିକ କରଜ ଅଛି ?

ଉତ୍ତର – ମହାରାଷ୍ଟ୍ର

ପ୍ରଶ୍ନ-୯

ବନିହାଲ ଦର୍ରା କେଉଁଠି ଅବସ୍ଥିତ

ଉତ୍ତର- ଜମ୍ମୁ କାଶ୍ମୀର

ପ୍ରଶ୍ନ- ୧୦

ଚକ୍ର କାହାର ପ୍ରତୀକ ଅଟେ ?

ଉତ୍ତର – ପ୍ରଗତି

ପ୍ରଶ୍ନ- ୧୧

ଟର୍ଚ୍ଚ କୁ ଓଡିଆରେ କଣ କୁହାଯାଏ ?

ଉତ୍ତର – ମଶାଲ

ପ୍ରଶ୍ନ- ୧୨

କେଉଁ ଦେଶର ଲୋକ ସବୁଠୁ ଅଧିକ ଚଷମା ପିନ୍ଧନ୍ତି ?

ଉତ୍ତର – ପାକିସ୍ଥାନ

ପ୍ରଶ୍ନ- ୧୩

ଦୁନିଆର ସବୁଠୁ ବଡ ଦ୍ଵିପ କଣ ଅଟେ ?

ଉତ୍ତର – ଗ୍ରୀନ ଲ୍ୟାଣ୍ଡ

ପ୍ରଶ୍ନ- ୧୪

ବିଶ୍ଵର ସବୁଠୁ ଛୋଟ ପକ୍ଷୀ କଣ ଅଟେ ?

ଉତ୍ତର – ହମିଙ୍ଗବାର୍ଡ

ପ୍ରଶ୍ନ- ୧୫

ଖଟା ମହୁ କେଉଁଠାରେ ମିଳିଥାଏ ?

ଉତ୍ତର – ବ୍ରାଜିଲ ଜଙ୍ଗଲରେ

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *