ମେକଅପ ପରେ କେତେ ବଦଳି ଯାଆନ୍ତି Bollywood ର ହିରୋଇନ ମାନେ, ଏମାନଙ୍କ ବିନା ମେକପ ବାଲା ଫଟୋ ଦେଖିଲେ ତ ହେବେ ଆଶ୍ଚର୍ଯ୍ୟ

କୋଟି କୋଟି ଲୋକଙ୍କ ହୃଦୟରେ ରାଜ କରୁଥିବା ସୁନ୍ଦରୀ ଅଭିନେତ୍ରୀଙ୍କ ସୁନ୍ଦରତାକୁ ଆହୁରି ମଧ୍ୟ ବଢାଇ ଦେଇଥାଏ ତାଙ୍କର ମେକପ । କିନ୍ତୁ ଯେତେବେଳେ ଏହି ଅଭିନେତ୍ରୀ ମାନେ ବିନା ମେକପ ରେ ଆସିଯିବେ ତେବେ ସେମାନଙ୍କୁ ଆପଣ ଚିହ୍ନି ବି ପାରିବେନି । ଅଭିନେତ୍ରୀ ମାନଙ୍କର ପରିଚୟ ସେମାନଙ୍କ ସୁନ୍ଦରତାରୁ ହୋଇଥାଏ । ସେମାନଙ୍କ ସୁନ୍ଦରତା ଫ୍ୟାନ୍ସ ମାନଙ୍କୁ ଦିବାନା କରିଥାଏ । କିନ୍ତୁ ଫିଲ୍ମ ପରଦାରେ ସୁନ୍ଦର

ଦେଖା ଯାଉଥିବା ଏହି ଅଭିନେତ୍ରୀ ଙ୍କ ସୁନ୍ଦରତା ପଛରେ ଏହି ମେକପ ଆର୍ଟିଷ୍ଟ ଙ୍କର ବହୁତ ହାତ ରହିଥାଏ । କିନ୍ତୁ ଯଦି ଆପଣ ଏମାନଙ୍କୁ ବିନା ମେକପ ରେ ଦେଖିବେ ତେବେ ଆଶ୍ଚର୍ଯ୍ୟ ହେଇଯିବେ । ତେବେ ଚାଲନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ପ୍ରିୟଙ୍କା ଚୋପ୍ରା

ଆପଣ ତ ଜାଣିଥିବେ କି ଯେତେବେଳେ ପ୍ରିୟଙ୍କା ବଲିଉଡ ରେ ପାଦ ଦେଇଥିଲେ ତ ତାଙ୍କର ରଙ୍ଗ ଶ୍ୟାମଳ ବର୍ଣ୍ଣ ଥିଲା । କିନ୍ତୁ ମେକପ ଜରିଆରେ ସେ ନିଜକୁ ବହୁତ ସୁନ୍ଦର ବନାଇଲେ । ଯେତେବେଳେ ସେ ଫିଲ୍ମ ଇଣ୍ଡଷ୍ଟ୍ରି କୁ ଆସିଥିଲେ ତ ତାଙ୍କୁ ଦେଖି କେହି ବି ଭାବି ନଥିଲେ କି ଏମିତି ଦେଖା ଯାଉଥିବା ଝିଅ ଦିନେ ଟପ ରେ ପହଞ୍ଚି ଯିବ ।

୨. ଶିଲ୍ପା ସେଟ୍ଟୀ

ଆମେ ଶିଲ୍ପା ସେଟ୍ଟୀ ଙ୍କ ବିଷୟରେ କହିବା ତ ତାଙ୍କ ନାକ ବହୁତ ମୋଟା ଥିଲା ଓ ସେ ବହୁତ ହିଁ ଅଧିକ ଶ୍ୟାମଳ ବର୍ଣ୍ଣର ଥିଲେ । ନାକ କୁ ତ ସେ ସର୍ଜରୀ ଜରିଆରେ ଠିକ କରିନେଲେ କିନ୍ତୁ ବହୁତ ସାରା ପ୍ରଡ଼କ୍ଟ ବ୍ୟବହାର କରି ବହୁତ ସାରା ସର୍ଜରୀ କରି ସେ ନିଜର ଶ୍ୟାମଳ ବର୍ଣ୍ଣ କୁ ବି କମ କରିଦେଲେ । ଏବେ ସେ ବହୁତ ଗୋରି ନଜର ଆସୁଛନ୍ତି କିନ୍ତୁ ଯେତେବେଳେ ତାଙ୍କୁ ଏହି ସର୍ଜରୀ ବିଷୟରେ ପଚରାଯାଏ ତେବେ ସେ ସଫା ସଫା ମନା କରି ଦିଅନ୍ତି କି ନା ଏ ତ କେବଳ ଯୋଗ ଦ୍ଵାରା ହିଁ ସମ୍ଭବ ହୋଇଛି ।

୩. ଐଶ୍ଵର୍ୟ୍ୟା ରାୟ

ଯଦି ଆମେ ଐଶ୍ଵର୍ୟ୍ୟା ରାୟ ଙ୍କ କଥା କହିବା ତ ସେ ବିନା ମେକପ ଓ ମେକଅପ ରେ ଦୁଇଟି ଯାକରେ ହିଁ ବହୁତ ସୁନ୍ଦର ନଜର ଆସନ୍ତି । ଏହି କଥାରେ କୌଣସି ସନ୍ଦେହ ନାହିଁ କି ସେ ବଲିଉଡ ର ସବୁଠୁ ସୁନ୍ଦର ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଅଟନ୍ତି ।

୪. ସୋନମ କପୁର

ଆମେ ତ ସମସ୍ତେ ଜାଣିଛୁ କି ସୋନମ କପୂର ବହୁତ ସୁନ୍ଦର ଅଟନ୍ତି । କିନ୍ତୁ ଯଦି ବିନା ମେକପ ରେ ତାଙ୍କୁ ଦେଖିବା ତ ଚିହ୍ନି ପାରିବା ନାହିଁ । ଯଦି ଆପଣ ତାଙ୍କୁ ବିନା ମେଅକଅପ ରେ ଦେଖିବେ ତ ଆପଣ ଆଶ୍ଚର୍ଯ୍ୟ ହେବେ । ତାଙ୍କ ଚେହେରାରେ ଡାର୍କ ସର୍କଲ୍ସ ଦେଖା ଯାଇଥାଏ ।

୫. ଦୀପିକା ପାଦୁକୋନ

ଦୀପିକା ପାଦୁକୋନ ଯେତେବେଳେ ଇଣ୍ଡଷ୍ଟ୍ରି କୁ ଆସିଥିଲେ ତ ତାଙ୍କର ରଙ୍ଗ ବହୁତ ଶ୍ୟାମଳ ବର୍ଣ୍ଣ ଥିଲା । କିନ୍ତୁ ସେ ନିଜ ଚେହେରାକୁ ଧୀରେ ଧୀରେ ବଦଳାଇ ଦେଲେ ଓ ଏଥିରେ ତାଙ୍କର ସାଥ ଦେଇଥିବା ମଣିଷ ଆଉ କେହି ନୁହେଁ ବରଂ ତାଙ୍କର ମେକପ ଆର୍ଟିଷ୍ଟ ଓ ତାଙ୍କର ପ୍ରଡ଼କ୍ଟ ଥିଲା ।

ବନ୍ଧୁଗଣ ଆପଣଙ୍କୁ ଏମାନଙ୍କ ମଧ୍ୟରୁ କେଉଁ ଅଭିନେତ୍ରୀ ବିନା ମେକପ ରେ ଅଧିକ ଭଲ ଲାଗିଲେ ଆମକୁ କମେନ୍ଟ ରେ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *