ତୁରନ୍ତ ବନ୍ଦ ହେବ Tunguru-Varsha ର ଭିଡିଓ, ଦେଖନ୍ତୁ ଏ ନେଇ କଣ କହୁଛନ୍ତି ଏହି ବ୍ୟକ୍ତି, ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରତିଦିନ ର ଡେପୁଟି ଏଡିଟର ତ୍ରିପାଠୀ କହିଛନ୍ତି ଯେ “ମୋବାଇଲ ଖୋଲିଦେଲେ ଟୁଙ୍ଗୁରୁ ଭୋଳ, ୟୁ ଟ୍ୟୁବ ଖୋଲିଲେ ଟୁଙ୍ଗୁରୁ ଭୋଳ, ଫେସବୁକ ଖୋଲିଲେ ଟୁଙ୍ଗୁରୁ ଭୋଳ, ଗୀତରେ ଟୁଙ୍ଗୁରୁ ଭୋଳ, ଫିଲ୍ମ ଆସିବ ଟୁଙ୍ଗୁରୁ ଭୋଳ, ଏହାପରେ ଯଦି ଆମ୍ଭେ ଆଉ କିଛି ଦିନପରେ ଦେଖିବା ଲୋକଙ୍କ ପ୍ୟାଣ୍ଟସାର୍ଟ ରେ ମଧ୍ୟ ଟୁଙ୍ଗୁରୁ ଭୋଳ ଦେଖିବାକୁ ମିଳିବ । ଏବଂ ବର୍ତ୍ତମାନ ଲୋକେ ଗୋଟେ କଥା ପଚାରୁଛନ୍ତି ଯେ ଗଣମାଧ୍ୟମ ଏହିସବୁ କଥା ଅଧିକ ଦେଖାଉଥିବାରୁ ଗୋଟିଏ ଲୋକକୁ ଆଜି ଲୋକେ ସେଲିବ୍ରେଟି କରିଦେବାକୁ ବସିଛନ୍ତି ।

ବର୍ଷା ଗୀତ ବୋଲି ନାଚୁଛନ୍ତି ସେ ମଧ୍ୟ ଗୋଟିଏ ସେଲିବ୍ରେଟି ହୋଇସାରିଲେଣି । ଏବଂ ସମସ୍ତେ କହୁଛନ୍ତି ଯେ କାହିଁକି ଟୁଙ୍ଗୁରୁ ଭୋଳ ଭଳି ଗୋଟିଏ ଲୋକ ଯିଏକି ଗୋଟିଏ ମହିଳା ସହିତ ଶାରୀରିକ ସମ୍ପର୍କ ରଖିଛି ଏବଂ ଜଣେ ଅଭଦ୍ର ଲୋକର କଥା କାହିଁକି ଗଣମାଧ୍ୟମ ଦେଖାଉଅଛି ? ଯେଉଁ ଲୋକ ମାନଙ୍କର ଏହି ପ୍ରଶ୍ନ ରହିଛି ଯେ ଗଣମଧ୍ୟାମ ଏହିଭଳି ଏକ ସସ୍ଥା ଖବର ପଛରେ କାହିଁକି ପଡିଛି ?

ତେବେ ଏହାର ଗୋଟିଏ ମାତ୍ର ଉତ୍ତର ଅଛି ଯେ ପରଧନ ଏବଂ ପରଚର୍ଚା ମଣିଷର ଗୋଟିଏ ଏଭଳି ସାଇକ୍ଳୋଲୋଜୀ ଅଥବା ମନସ୍ତତ୍ଵ ଯାହା ଏବେ ନୁହେଁ ବରଂ ଏହା ଯୁଗ ଯୁଗରୁ ରହି ଆସିଛି । ଲୋକମାନେ ଏହାକୁ ଦେଖୁଛନ୍ତି ବୋଲି ଗଣମାଧ୍ୟମ ଏହାକୁ ଦେଖାଉଛି ବୋଲି କହିଛନ୍ତି ଡାଇରେକ୍ଟର ତ୍ରିପାଠୀ ।

ମାତ୍ର ଲୋକମାନେ ଯେତେବେଳେ ଟୁଙ୍ଗୁରୁ ଭୋଳ ମିଛ କହି ଜାଣି ତାହାର ମଜା ଉଠାଇଲେ ସେତେବେଳେ ମି-ଡି-ଆ ବାଧ୍ୟ ହେଲା ଟୁଙ୍ଗୁରୁ ଭୋଳକୁ ବାରମ୍ବାର ଦେଖାଇବାକୁ । ତେବେ ଲୋକ ଏହାକୁ ଦେଖୁଛନ୍ତି ବୋଲି ଗଣମାଧ୍ୟମ ଆଜିର ସମୟରେ ଦେଖାଉଛି । ଆଉ  ଯଦି ଲୋକ ଦେଖୁ ନଥାନ୍ତେ ତେବେ ଗଣମାଧ୍ୟମ ଦେଖିନଥାନ୍ତା । ଯଦି ଗୋଟିଏ ପଲଟିକାଲ ନିୟୁଜ ପଡୁଛି ତେବେ ୨ ହଜାର ଲୋକେ ଦେଖୁଛନ୍ତି, କେଉଁ ଜାଗାରେ ଯଦି ଗୋଟିଏ ବ୍ରିଜ ଉଦଘାଟନ ହେଲା, କୌଣସି ମେଡିକାଲରେ ଯଦି ଆଜି ଡାକ୍ତର ନାହାଁନ୍ତି,

ତଥା କେଉଁଠି ଯଦି ଅନ୍ୟ ସମସ୍ୟା ରହିଅଛି ସେଠାରେ ସେ ଖବର ଲୋକେ ଦେଖୁନାହାଁନ୍ତି । ମାତ୍ର ଲୋକେ କହୁଛନ୍ତି ମି-ଡି-ଆ ଦେଖାଇ ଖରାପ କରିଦେଲା ମାତ୍ର ଲୋକେ ନିଜେ କହିପାରିବେ ଯେ ସେମାନେ କାହିଁକି ଦେଖୁଛନ୍ତି ? ଏଠାରେ ମିଡିଆକୁ ଦାୟୀ କରିବାର କୌଣସି ଅଧିକାର ନାହିଁ ବୋଲି କହିଛନ୍ତି ତ୍ରିପାଠୀ । ତେବେ ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *