ପ୍ରଥମ ଥର ପାଇଁ ଆଲବମରେ ଅଭିନୟ କଲେ ବର୍ଷା, ଏବେ ଟୁଙ୍ଗୁରୁ ଠାରୁ ବି ଅଧିକ ଅଟେ ବର୍ଷାଙ୍କ ରୋଜଗାର, ଏନେଇ ସେ କଣ ଖୁଚନ୍ତି ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ଷା କହିଛନ୍ତି ଯେ ଆଜି ମୋର ଦୁଇଟି ସୁଟିଙ୍ଗ ଥିଲା । ଗୋଟେ କଟକ ରେ ଥିଲା ଏବଂ ଗୋଟେ ଭୁବନେଶ୍ଵରରେ ଥିଲା । ଭୁବନେଶ୍ଵରରେ ଦୁଇଟି ଥିବା ବେଳେ କଟକରେ ଗୋଟିଏ ଥିଲା । କିନ୍ତୁ କଟକକୁ ମୁଁ ଯାଇପାରିନାହିଁ । କଟକର ଭାଇକୁ ବର୍ଷା ଅନୁରୋଧ କରି କହିଛନ୍ତି ଯେ ମୋର ଏପଟେ ସମୟ ବାହାରି ନଥିବାରୁ ସେ କଟକକୁ ଆସି ପାରି ନାହାଁନ୍ତି । କଟକ ବାରଙ୍ଗ ପାଖରେ ଗୋଟିଏ ସୁଟିଙ୍ଗ ସରିଛି ।

ବର୍ଷା କହିଲେ ଯେ ସେ ବହୁତ ଖୁସି ଅଛନ୍ତି କାରଣ ରାତି ୪ ଟାରୁ ଡାଇରେକ୍ଟର ଭାଇ ତାଙ୍କୁ ଉଠାଇ ବର୍ଷାଙ୍କ ଘର ପାଖକୁ କାର ନେଇ ଯାଇଥିଲେ । ଆମ୍ଭେ ୨ ଜଣ ମହିଳା ଥିଲୁ ସେଥି ମଧ୍ୟରୁ ମୁଁ ହିରୋଇନ ଏବଂ ଆଉ ଜଣେ ସାଇଡ ହିରୋଇନ ଥିଲେ ବୋଲି କହିଛନ୍ତି ବର୍ଷା । ସେ ଏହା ମଧ୍ୟ କହିଛନ୍ତି ଯେ ମୁଁ ବର୍ତ୍ତମାନ ବହୁତ ଖୁସି ଅଛି । ବର୍ଷା ଘରେ କାନ୍ଦି କାନ୍ଦି ରହୁଥିଲା । ମାତ୍ର  ଗୋଟେ ପୁଅ ଯଦି ବର୍ଷାକୁ ଛାଡି ଏଞ୍ଜୟ କରି ପାରୁଛି ତଥା ସୁଟିଙ୍ଗ କରିପାରୁଛି ।

ତେବେ ବର୍ଷା କାହିଁକି କରିପାରିବ ନାହିଁ ? ସେ ମଧ୍ୟ ଦେଖାଇବ ତାହାର କେତେ ଟ୍ୟାଲେଣ୍ଟ ଅଛି । କିନ୍ତୁ ପ୍ରଥମ ପାରିଶ୍ରମିକ ବର୍ଷା ନିଜ ବୟଫ୍ରେଣ୍ଡ ଟୁଙ୍ଗୁରୁକୁ ହିଁ ଦେବେ ବୋଲି କହିଛନ୍ତି । ମା’ ତାରିଣୀ ଙ୍କୁ ଧନ୍ୟବାଦ ଦେଇ ବର୍ଷା କହିଛନ୍ତି ଯେ “ମା’ ମୁଁ ତତେ ପ୍ରଣାମ କରୁଛି ମତେ ସୁପରଷ୍ଟାର ବନା” । ଟୁଙ୍ଗୁରୁଙ୍କ ଫିଲ୍ମ ଯେତେବେଳେ ରିଲିଜ ହେଲା ସେତେବେଳେ ସେ ବର୍ଷା ଙ୍କୁ ଆଣି ରସୋଗଲା ଆଣି ଦେଇଥିଲେ ।

ଥାନା ରୁ ରିଲିଜ ହେବା ପରେ ମଧ୍ୟ ଉଭୟଙ୍କ ମଧ୍ୟରେ ସେହିଭଳି ପ୍ରେମ ତଥା ବନ୍ଧୁତା ଥିଲା ବୋଲି କହିଛନ୍ତି ବର୍ଷା । ରାତିରାତି ଦିନଦିନ ଧରି ଉଭୟ କଥା ମଧ୍ୟ ହେଉଥିଲେ । ମାତ୍ର ସେ କ୍ୟାମେରା ସାମ୍ନା କୁ ୨ ଦିନ ହେବ ଆସିଛନ୍ତି ତେଣୁ ଏହା ବର୍ତ୍ତମାନ ଟିକିଏ ସିକ୍ରେଟ ଅଛି । ଝଗଡା ଭିତରେ ବର୍ତ୍ତମାନ ଏବେ “ଆଇ ଲଭ ୟୁ” କହି ନାହାଁନ୍ତି ଟୁଙ୍ଗୁରୁ ।

ବର୍ଷା କହିଛନ୍ତି ଟୁଙ୍ଗୁରୁ କୁ ଯେ ଯେଉଁଠି ଅଛ ଭଲରେ ସୁଟିଙ୍ଗ କରି ଭଲରେ ରୁହ । ତୁମ ବର୍ଷା ମଧ୍ୟ ଭଲରେ ଅଛି । ତେବେ ବନ୍ଧୁଗଣ ଏହି ପ୍ରେମ କାହାଣୀ ଦେଖିଲା ବେଳକୁ ମୁଣ୍ଡ ଚକ୍କର କାଟୁଛି । କେତେବେଳେ ଉଭୟ ଥାନା ରେ ତ ଆଉ କେତେବେଳେ ଧନ ଧନ କରି ଜୀବନ ଯାଉଛି । ଏହି ପ୍ରେମଲୀଳା ଆଉ କେତେଦିନ ଚାଲିବ ? ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *