ସଙ୍ଗୀତ ବଜାରରେ ହଇଚଇ କଲା ଟୁଙ୍ଗୁରୁ ଗୀତ… ‘ତୋ ଟୁଙ୍ଗୁରୁ ଟା କେମିତି ବଦଳିଗଲା…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ “ତୋ ଟୁଙ୍ଗୁରୁ ଟା କେମିତି ବଦଳିଗଲା” ଏମିତି ଗୀତ ବର୍ତ୍ତମାନ ବଜାରରେ ନିଆଁ ଲଗାଇଲାଣି । ତେବେ ଭାଉଜ ସହିତ ପ୍ରେମ ଯେତିକି ମିଠା ସେତିକି ଖଟା । ଭାଉଜ ଙ୍କୁ ନେଇ ଏଭଳି କିଛି ପ୍ରେମ କାହାଣୀ ଟୁଙ୍ଗୁରୁ କହିଥିଲା ଯାହାକୁ ନେଇ ଗାଁ ଠୁ ନେଇ ସହର ସବୁଆଡେ ଚର୍ଚ୍ଚା ତୋ ଟୁଙ୍ଗୁରୁ ଟା କିଭଳି ବଦଳି ଗଲା । ଏହି ଗୀତ ବର୍ତ୍ତମାନ ସବୁଆଡେ ଘୁରି ବୁଲୁଛି । ଟୁଙ୍ଗୁରୁ ପ୍ରେମ ରେ ଭାଉଜ ପଡିଥିଲେ ମାତ୍ର ବର୍ତ୍ତମାନ ଭାଉଜ ବର୍ଷା ଙ୍କୁ ଟୁଙ୍ଗୁରୁ ଧୋକା ଦେଇଗଲେ ଏବଂ ଭାଉଜ ବର୍ତ୍ତମାନ ଝୁରୁଛନ୍ତି ଟୁଙ୍ଗୁରୁ ର ପ୍ରେମ କୁ ।

ତେବେ ବହୁ ଚର୍ଚ୍ଚିତ ଟୁଙ୍ଗୁରୁ ଏବଂ ବର୍ଷା ର ଫେମ କୁ ନେଇ ବର୍ତ୍ତମାନ ଲୋକେ ନାନା ପ୍ରକାରର ମତ ଦେଇଛନ୍ତି । ବର୍ଷା ଙ୍କୁ ହସ୍ପିଟାଲ କୁ ଭଡା ନେଇଯାଇଥିବା ଟୁଙ୍ଗୁରୁ ବର୍ତ୍ତମାନ ବଦଳି ଯାଇଛନ୍ତି । ପ୍ରାୟ ଆଡେଇ ବର୍ଷ ହେବ ଏକାଠି ରହୁଥିଲେ । ଟୁଙ୍ଗୁରୁ ଙ୍କ ପାଇଁ ଭାଉଜ ବର୍ଷା ନିଜ ସ୍ଵାମୀ ଏବଂ ଦୁଇ ପୁଅ କୁ ଛାଡିଦେଲେ ।

ଟୁଙ୍ଗୁରୁ ସହିତ ଶାରୀରିକ ସମ୍ପର୍କ ସ୍ଥାପନ କରି ଦୀର୍ଘ ଆଡେଇ ବର୍ଷ ହେବ ଏକାଠି ରହୁଥିଲେ । ମାତ୍ର ବର୍ତ୍ତମାନ ପ୍ରେମିକ ଟୁଙ୍ଗୁରୁ ଆଉ ଏକ ଝିଅ କୁ କୋର୍ଟ ମ୍ୟାରେଜ କରି ସାରିଛନ୍ତି । ତେବେ ବର୍ଷା ଶଙ୍ଖା ସିନ୍ଦୁର ଧରି ଚାହିଁ ବସିଛନ୍ତି ଯେ ଟୁଙ୍ଗୁରୁ ତାଙ୍କୁ ବିବାହ କରିବ । ଗୋଲାପ ଫୁଲ ଦେଇ ଆଇ ଲଭ ୟୁ କହିଥିଲା ଟୁଙ୍ଗୁରୁ ଏବଂ ପଛରେ ଗୋଡାଇ ଗୋଡାଇ ରାସ୍ତା ଘାଟ ରେ ବର୍ଷା ତମେ ବହୁତ ସୁନ୍ଦର ମୁଁ ତୁମ ବିନା ବଞ୍ଚି ପାରିବିନି ବୋଲି କହି ଭଲ ପାଉଛନ୍ତି ବୋଲି କହିଥିଲେ ।

ବର୍ଷା ମଧ୍ୟ ଟୁଙ୍ଗୁରୁ ଙ୍କ ପାଗଳାମୀ ଦେଖି ତାଙ୍କୁ ଛାଡି ରହିପାରିଲେ ନାହିଁ ଆଉ ତାଙ୍କ ପ୍ରେମରେ ସେ ମଧ୍ୟ ହଜିଗଲେ । ତେବେ ବର୍ତ୍ତମାନ ବର୍ଷା ଟୁଙ୍ଗୁରୁ ଙ୍କୁ ହଇରାଣ କରୁଥିଲେ ବୋଲି କହି ସବୁ କଥାରୁ ଓହରି ଯାଉଛନ୍ତି ।

ଏଠାରେ ପ୍ରଶ୍ନ ଯେ ବର୍ଷା ଯଦି ସବୁ ମିଛ କହୁଛନ୍ତି ତେବେ ସୋ-ସି-ଆ-ଲ ମି-ଡି-ଆ ରେ ଉଭୟଙ୍କ ର ଆଲିଙ୍ଗନ ର ଫଟୋ ଚିତ୍ର ର ଅର୍ଥ କ’ଣ ଦର୍ଶାଉଛି ? କ’ଣ ଏହା ମଧ୍ୟ ମିଛ କି ? ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *