Ollywood ରେ ଦୁଃଖର ଲହରୀ, ଲୋକପ୍ରିୟ ଆକ୍ଟର Raimohan Parida କଲେ ଆତ୍ମହତ୍ୟା…

ବନ୍ଧୁଗଣ, ସୂଚନା ଅନୁଯାୟୀ ଅଭିନେତା ରାଇମୋହନ ପରିଡା ଙ୍କ ଆତ୍ମହତୟଆ । ସବୁଦିନ ଲାଗି ଛାଡି ଚାଲି ଯାଇଛନ୍ତି ରାଈମୋହନ । ତେବେ ତାଙ୍କର ହଠାତ ଆତ୍ମହତୟଆ ର ଉଦ୍ୟମ କେଉଁ କାରଣ ନିମନ୍ତେ କରିଲେ ତାହା ବର୍ତ୍ତମାନ ସ୍ପଷ୍ଟ ହୋଇନାହିଁ । ଯାତ୍ରା ଜଗତରେ ସେ ବେସ ପରିଚିତ ଥିଲେ । ଚଳଚିତ୍ର ରେ ନିଜର ଅବିସ୍ମରଣୀୟ ଅଭିନୟ ଜରିଆରେ ସେ ଲୋକ ମାନଙ୍କ ହୃଦୟରେ ଦୀର୍ଘ ବର୍ଷ ଧରି ରାଜ କରିଥିଲେ ।

କିନ୍ତୁ ହଠାତ ଆତ୍ମହତୟଆ କରିବାର କାରଣ କଣ ହୋଇପାରେ ? ଓଲିଉଡ ଜଗତରେ ଜଣେ ପ୍ରତିଭାଶୀଳ ଅଭିନେତା ଅଟନ୍ତି ରାଇମୋହନ ପରିଡା । ତେବେ ହଠାତ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃ-ତଦେହ ମିଳୁଥିବାର ସୂଚନା ମିଳିଛି । ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ପାଥି ବିହାର ସ୍ଥିତ ତାଙ୍କ ଘରେ ଝୁଲନ୍ତା ଅବସ୍ଥାରେ ତାଙ୍କର ଡେଡବଡି ମିଳିଛି ।

ମାତ୍ର ଏତେ ବଡ ଦିଗଜ୍ଜ ଜଣେ ଏତେ ବଡ ପଦକ୍ଷପ କାହିଁକି ନେଲେ ? ମାତ୍ର ସ୍ଥାନୀୟ ପଡୋଶୀ କହିଛନ୍ତି ଯେ ସେ ବହୁତ ଭଲ । ଗତ କାଲି ସେ ଭଲରେ କଥା ହୋଇଛନ୍ତି । ଧାର୍ମିକ ବିଶ୍ଵାସ ଏବଂ ଆଧ୍ୟାତ୍ମିକ ଚିନ୍ତାଧାରା ର ବ୍ୟକ୍ତି ଅଟନ୍ତି ରାଇମୋହନ । ମାତ୍ର ସେ ହଠାତ ସୁ-ଇ-ସା-ଇ-ଡ କରିବେ ବୋଲି କେହି ବିଶ୍ଵାସ କରୁ ନାହାନ୍ତି । ସେହିଭଳି ମାନସିକ ଚାପ କ’ଣ ଥିଲା ବୋଲି କେହି ବିଶ୍ଵାସ କରି ପାରୁନାହାଁନ୍ତି ।

ଆତ୍ମହତୟଆ ର କାରଣ ବର୍ତ୍ତମାନ କିଛି ଜଣାପଡୁନହିଁ । ତାଙ୍କର ପଇସା ପତ୍ର ଅଭାବ ନଥିଲା କାରଣ କାରୋନା ସମୟରେ ମଧ୍ୟ ତାଙ୍କର ସିରିୟଲ ଚାଲିଥିଲା ଏବଂ ସେ ଜଣେ ନାଟ୍ୟ କଳାକାର ଥିବାରୁ ଅର୍ଥ ର କୌଣସି ପ୍ରକାରର ଅଭାବ ନଥିଲା । ରାଇମୋହନ ଙ୍କ ପରଲୋକ ନିଶ୍ଚିତ ଭାବରେ ଓଡିଶା ପାଇଁ ସବୁଠାରୁ ବଡ କ୍ଷତି । ଏହି ଖବର ମିଳିବା ପରଠାରୁ ବହୁତ ଲୋକ ଆସି ରୁଣ୍ଡ ହୋଇଛନ୍ତି ।

ରାଇମୋହନ ପ୍ରତ୍ୟକ ଦିନ ମର୍ଣ୍ଣୀୱାର୍କ ରେ ଜାଆନ୍ତି । ମାତ୍ର ହଠାତ ଏହିଭଳି ନିଷ୍ପତ୍ତି କ’ଣ ପାଇଁ ନେଲେ ରାଇମୋହନ ? ନୀତିଦିନ ହସିବ ଲୋକ ଆଜି ସମସ୍ତଙ୍କୁ ଛାଡି ଆରପାରିକୁ ଚାଲି ଯାଇଛନ୍ତି ଏହାକୁ ନେଇ ତାଙ୍କ ପଡୋଶୀ ତଥା ବନ୍ଧୁ ବାନ୍ଧବ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ବନ୍ଧୁଗଣ ଏହି ମର୍ମାହତ ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *