‘ଅଟୋ ଭିତରେ ଟୁଙ୍ଗୁରୁ ବର୍ଷା ର ଏମିତି ହୋଇଥିଲା ପ୍ରଥମ ଭେଟ, ରୁମକୁ ଡାକି ବର୍ଷା ଦେଇଥିଲା କବାଟ…’ ଦେଖନ୍ତୁ Video

ବନ୍ଧୁଗଣ, ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କ ପ୍ରେମ କାହାଣୀ ବର୍ତମାନ ଚାରିଆଡେ ଚର୍ଚା ର ବିଷୟ ପାଲଟି ଯାଇଛି । ବର୍ଷା ଙ୍କ ଦେହ ଖରାପ ଥିଲା ସେ ହସ୍ପିଟାଲ କୁ ଯିବା ପାଇଁ ଅଟୋ ଖୋଜୁଥିଲେ । ଠିକ ସେତିକି ବେଳେ ଅଟୋ ଚାଳକ ଟୁଙ୍ଗୁରୁ ନିଜ ଅଟୋ ନେଇ ଆସିଲେ । ଅଟୋ ରେ ବର୍ଷା ଙ୍କୁ ନେଇ ହସ୍ପିଟାଲ ଗଲେ । ପ୍ରଥମ ଦିନରେ ବର୍ଷା ବହୁତ ସୁନ୍ଦର ବୋଲି ଟୁଙ୍ଗୁରୁ କହିଥିଲେ । ଏବଂ ଏହାପରେ ଉଭୟ ଙ୍କ ମଧ୍ୟରେ ଫୋନ ନମ୍ବର ଅଦଳ ବଦଳ ହୋଇଥିଲା ।

କଥାବାର୍ତ୍ତା ହେଉ ହେଉ ଟୁଙ୍ଗୁରୁ ବର୍ଷା ଙ୍କ ପାଇଁ ଗୋଲାପ ଫୁଲ ନେଇ ଆସନ୍ତି । ଏବଂ ବର୍ଷା ଙ୍କୁ ବହୁତ ଭଲ ପାଆନ୍ତି ବୋଲି କୁହନ୍ତି ଟୁଙ୍ଗୁରୁ । ବର୍ଷା କହିଲେ ଯେ ମୋ ବୟସ କେତେ ଜାଣିଛ ? ମୁଁ ବହୁତ ବଡ ତୁମଠୁ, ଏହାପରେ ଟୁଙ୍ଗୁରୁ କହିଥିଲେ ବୟସରୁ କ’ଣ ମିଳିବ ମନ ମିଶିଲେ ସବୁ ଭଲ । ଏପରି କହି ଉଭୟ ଙ୍କ ମଧ୍ୟରେ ସମ୍ପର୍କ ସ୍ଥାପିତ ହୋଇଥିଲା ।

ବର୍ଷା ମଧ୍ୟ ନିଜ ସ୍ଵାମୀ ତଥା ପୁଅ ଙ୍କୁ ଛାଡି ଟୁଙ୍ଗୁରୁ ଙ୍କ ପ୍ରେମ ରେ ହଜିଗଲେ । ମାତ୍ର ଟୁଙ୍ଗୁରୁ ବର୍ତ୍ତମାନ ଅଢେଇ ବର୍ଷ ପ୍ରାୟ ଶାରୀରିକ ସମ୍ପର୍କ ରଖି ସାରିବା ପରେ ଆଉ ଏକ ଝିଅ ଙ୍କୁ କୋର୍ଟ ରେ ବିବାହ କରିଛନ୍ତି ଏବଂ ଏହି ବାବଦରେ ଖବର ପାଇ ବର୍ଷା ଥାନା କୁ ନେଇଯାଇଥିଲେ ଟୁଙ୍ଗୁରୁ ଙ୍କୁ । ଟୁଙ୍ଗୁରୁ କହିଛନ୍ତି ଯେ ମତେ ଜବରଦସ୍ତ ବର୍ଷା ରଖୁଥିଲା ଏବଂ ମୁଁ ତାଙ୍କ ଘରେ ଖାଇଛି ମଧ୍ୟ କିନ୍ତୁ ସେ ଏଭଳି କରିବ ବୋଲି ମୁଁ ଜାଣି ନଥିଲି ।

୮ ଦିନ ହେବ ମତେ ତାଙ୍କ ଘରେ କବାଟ ଦେଇ ରଖିଲା ବାହାରକୁ ବାହାରିବାକୁ ଦେଲାନାହିଁ । ଅଟୋ ରେ ବୁଲିବାକୁ ଯିବା ଆଗରୁ ସେ ମତେ ଘରକୁ ଡାକି କବାଟ ଦେଇ ଦିଅନ୍ତି ବୋଲି କହିଛନ୍ତି ଟୁଙ୍ଗୁରୁ । ଏହାପରେ ୮ ଦିନ ଘରେ କବାଟ ବନ୍ଦ କରି ରଖିଲା କେବଳ ଗାମୁଛା ପିନ୍ଧୁଥିଲି । ପ୍ୟାଣ୍ଟ ସାର୍ଟ ମଧ୍ୟ ପିନ୍ଧିବାକୁ ଦେଉ ନଥିଲେ ବର୍ଷା ।

ବର୍ଷା ଙ୍କର ଭୟ ଥିଲା ଯେ ଟୁଙ୍ଗୁରୁ ତାଙ୍କୁ ଛାଡି ଚାଲିଯିବେ ବୋଲି । କିନ୍ତୁ ଟୁଙ୍ଗୁରୁ ବର୍ଷା ଙ୍କ କବଳରୁ ଖସି ପଳାଇଥିଲେ । ତେବେ ପୋଲିସ ଏହି ମାମଲାର ତଦନ୍ତ କରି ଉଭୟଙ୍କୁ ବୁଝାଇଛନ୍ତି ଏବଂ ଉଭୟ ବୁଝିଛନ୍ତି କିନ୍ତୁ ଗୋଟିଏ କଣ୍ଡିସନ ରହିଛି ଯେ ଟୁଙ୍ଗୁରୁ ମଝିରେ ମଝିରେ ବର୍ଷା ଙ୍କୁ ଫୋନ କରିବେ । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *