‘ଟୁଙ୍ଗୁରୁ ଫିଲ୍ମ କୁ ଦେଖି କାନ୍ଦିଲେ ବର୍ଷା, ମୋର ଇଜତ ଗଲା ଟୁଙ୍ଗୁରୁ ହିରୋ ହେଲା…’ ଦେଖନ୍ତୁ Video

ବନ୍ଧୁଗଣ, ବହୁ ଚର୍ଚିତ ଟୁଙ୍ଗୁରୁ ଭୋଳ ଏବଂ ବର୍ଷା ଙ୍କ କଥା ଦାଣ୍ଡରେ ଗଡି ହାତରେ ଚର୍ଚା ହେଲାଣି । ଟୁଙ୍ଗୁରୁ ବର୍ତ୍ତମାନ ହିରୋ ପାଲଟି ଗଲେଣି । ତେବେ ବର୍ଷା ଙ୍କ ଅଭିଯୋଗ କ୍ରମେ ଟୁଙ୍ଗୁରୁ ତାଙ୍କ ସହିତ ପ୍ରେମ ସମ୍ପର୍କ ରଖି ମି-ଡି-ଆ ଆଗରେ ନାନା ପ୍ରକାରର ମିଛ କଥା କହିଛନ୍ତି । ଏହି କଥାକୁ ନେଇ ବର୍ଷା ଦେଲେ କେସ, ଏପଟେ ଟୁଙ୍ଗୁରୁ ହୋଇଗଲେ ହିରୋ । ଅର୍ଥାତ ଟୁଙ୍ଗୁରୁ ଙ୍କୁ ବର୍ତ୍ତମାନ ମିଳିଛି ହିରୋ ଭାବରେ କାମ କରିବା ପାଇଁ । ତେବେ ଟୁଙ୍ଗୁରୁ ଏବେ ବହୁତ ଖୁସି ।

ଯେଉଁ ଚର୍ଚ୍ଚା ହେଲା ଓଡିଶା ହେଲା ସାରା ସେହି ଚର୍ଚ୍ଚା ରୁ ଏବେ ତାଙ୍କୁ ଏବେ ହିରୋ ର ଅଫର ମିଳିଛି । କେହି ମଧ୍ୟ ବର୍ତ୍ତମାନ ପିଛା ଛାଡୁ ନାହାଁନ୍ତି । ଟୁଙ୍ଗୁରୁ ବାହାରକୁ ଗଲେ ଅର୍ଥାତ କୁଆଡେ ଚାଲିକି ଗଲେ ମଧ୍ୟ ତାଙ୍କର କେହି ପିଛା ଛାଡୁନାହାଁନ୍ତି । ସେଲଫି ନେଉଛନ୍ତି, ଯେମିତିକି ଜଣେ ବିଖ୍ୟାତ ଅଭିନେତା ପାଲଟି ଯାଇଛନ୍ତି ଟୁଙ୍ଗୁରୁ । ତେବେ ଟୁଙ୍ଗୁରୁ ଙ୍କୁ ୨୧ ବୟସ ହୋଇଥିବ ବେଳେ ତାଙ୍କ ଠାରୁ କାଫି ଅଧିକ ବୟସର ମହିଳା ଙ୍କୁ ସେ ପ୍ରେମ କରୁଥିଲେ ଯାହାକି ମହିଳା ଅଭିଯୋଗ ଆଣିଥିଲେ ।

ଏହିଭଳି ଭାବରେ ପ୍ରେମ କୁ ଥାନା ରେ ସେ ଗ୍ରହଣ କରି ନଥିଲେ । ଟୁଙ୍ଗୁରୁ ଭୋଳ ସିଧାସଳଖ ମନା କରିଦେଇଥିଲେ ଯେ ସେ ବର୍ଷା ଙ୍କୁ ପ୍ରେମ କରୁ ନାହାଁନ୍ତି । ଏବଂ ସେ ଆଉ ଜଣଙ୍କୁ କୋର୍ଟ ମ୍ୟାରେଜ କରିଦେଇଛନ୍ତି । ଏବଂ ଏହି ଘଟଣା ଜାଣିବା ପରେ ବର୍ଷା ଫୁଲମାଳ, ଗୋଲାପ, ଏବଂ ହାତରେ ଚୁଡି ଧରି ପହଁଞ୍ଚି ଯାଇଥିଲେ ଥାନା ରେ ଏବଂ ତାଙ୍କର କେବଳ ଜିଦ ଥିଲା ଯେ ସେ ଟୁଙ୍ଗୁରୁ ଙ୍କୁ ବିବାହ କରିବେ । ମାତ୍ର ତାହା ସମ୍ଭବ ହେଲା ନାହିଁ ।

ଦୁହିଙ୍କ ଭିତରେ କଥା କଟାକଟି ପ୍ରଥମେ ହେଲା । ଏହାପରେ ସମାଧାନ ହେଲା । ତେବେ ସମାଧାନ ରେ ଏହି କଥା ବାହାରି ଥିଲା ଯେ ଦୁହେଁ ଦୁହିଁଙ୍କ ଠାରୁ ଅଲଗା ରହିବେ । କେବେ କେମିତି ଟୁଙ୍ଗୁର ତାଙ୍କୁ ଫୋନ କରିବେ । ମାତ୍ର କଥା ଟି ଭିନ୍ନ ରୂପ ନେଇଛି ତାହା ହେଉଛି ଯେ ବର୍ଷା କହିଛନ୍ତି ଯେ ମୋର ମାନ ଇଜ୍ଜତ ସବୁ ଚାଲିଗଲା । ଏହା ସହିତ ସେ ଲୋକଲଜ୍ୟା ର ଶିକାର ହୋଇଛନ୍ତି ।

କିନ୍ତୁ ଏପଟେ ଟୁଙ୍ଗୁରୁ ହୋଇଛନ୍ତି ହିରୋ । ସୂଚନା ଅନୁଯାୟୀ ବର୍ଷା ବର୍ତ୍ତମାନ ଟୁଙ୍ଗୁରୁ ପାଇଁ କାନ୍ଦି ନିଜ ହାତ କାଟି ଦେଇଛନ୍ତି । ଏହାକୁ ଶୁଣି ଟୁଙ୍ଗୁରୁ ବର୍ତ୍ତମାନ ବର୍ଷ ଙ୍କୁ ବିବାହ କରିବେ ବୋଲି ରାଜି ହୋଇଛନ୍ତି । ତେବେ ଦେଖାଯାଉ ଆଗକୁ ଏହି ପ୍ରେମଲୀଳା କେଉଁ ମୋଡ ନେଉଅଛି ? ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *