‘ବର୍ଷା ମୋତେ ରୁମରେ ପୁରେଇ ଯାହା କରିଛି ମୁଁ କହି ପାରିବିନି…’ ଟୁଙ୍ଗୁରୁ ଭୋଳ ବର୍ଷାଙ୍କ ବିଷୟରେ ଯାହା କହିଲେ ଶୁଣିଲେ କାବା ହେବେ, ଦେଖନ୍ତୁ Video

ବନ୍ଧୁଗଣ, ଆପଣ ମାନେ ସମସ୍ତେ ବର୍ଷା ଏବଂ ଟୁଙ୍ଗୁରୁ ପ୍ରେମ କଥା ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଦେଖି ଆସୁଛନ୍ତି । ତେବେ କିଛି ଦିନ ହେବ ଉଭୟଙ୍କ ର ପ୍ରେମ କଥା ଚର୍ଚ୍ଚା ର ମୁଖପାତ୍ର ପାଲଟିଛି । ହସ୍ପିଟାଲ ଯିବାକୁ ବର୍ଷା ଅଟୋ କରିଥିଲେ । ଏବଂ ସେହି ଅଟୋ ଚାଳକ ହେଉଛନ୍ତି ଟୁଙ୍ଗୁରୁ । ଏହାପରେ ଥରକୁ ଦୁଇଥର ଦେଖା ହେବାପରେ ନମ୍ବର ଦିଆ ନିଆ ହେଲା । ବର୍ଷା ବହୁତ ସୁନ୍ଦର ବୋଲି କହି ଟୁଙ୍ଗୁରୁ ବର୍ଷା ଙ୍କୁ ଗୋଲାପ ଫୁଲ ଦଉଥିଲେ ।

ବର୍ଷା ବିବାହିତ ତଥା ଦୁଇଟି ଛୁଆର ମା’ ବୋଲି ଜାଣି ମଧ୍ୟ ଟୁଙ୍ଗୁରୁ ବର୍ଷା ଙ୍କୁ କହିଥିଲେ “ଆଇ ଲଭ ୟୁ” । ରାସ୍ତା ଘାଟ ରେ ଯେଉଁଠାରେ ଦେଖୁଥିଲେ ବର୍ଷା ଙ୍କୁ ଭଲ ପାଉଛନ୍ତି ବୋଲି କୁଆଡେ ଟୁଙ୍ଗୁରୁ କହୁଥିଲେ । ଏହାପରେ ବର୍ଷା ମଧ୍ୟ ଟୁଙ୍ଗୁରୁ ଙ୍କ ପ୍ରେମ ରେ ହଜିଯାଇ ନିଜ ସ୍ଵାମୀ ତଥା ଦୁଇ ପୁଅ ଙ୍କୁ ଛାଡି ଟୁଙ୍ଗୁରୁ ଙ୍କ ସହିତ ୨ ବର୍ଷ ଧରି ରହିଥିଲେ ।

ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ଥିଲା । କିନ୍ତୁ ଏହି ସବୁ କଥା କୁ ଟୁଙ୍ଗୁରୁ ସ୍ଵୀକାର କରୁନାହାଁନ୍ତି । ସେ କହିଛନ୍ତି ଯେ ଏ ସବୁ ମିଛ କଥା । ମୁଁ କେବଳ ୩୦୦ ଟଙ୍କା ଭଡା ନେଇ ତାଙ୍କୁ ବୁଲାଉଥିଲି । ଟୁଙ୍ଗୁରୁ ସାମ୍ନା କୁ ଆସି ବର୍ତମାନ କହିଛନ୍ତି ଯେ ମତେ ଖାଇବାକୁ ମିଳୁନାହିଁ ମୁଁ କାହିଁକି ବର୍ଷା ଙ୍କୁ ଗୋଲାପ ଫୁଲ ଦେବି ? ବର୍ଷା ଙ୍କ ସହିତ ମୋର କୌଣସି ସମ୍ପର୍କ ନାହିଁ । ସେ ଭଡା ବାବଦକୁ ମତେ ୩୦୦ ଟଙ୍କା ଦିଅନ୍ତି ଏବଂ ମୁଁ ତାଙ୍କୁ ଅଟୋ ରେ ଧରି ବୁଲାଏ ବାସ ଆଉ କିଛି ନାହିଁ ।

ତେବେ ଟୁଙ୍ଗୁରୁ ବର୍ଷା ଙ୍କ ପ୍ରେମ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା କିଏ କହୁଛି ଏହାକୁ ସତ ଆଉ କିଏ କହୁଛି ଏହା ମିଛ । ମାତ୍ର ଯାହା ହେଉ ନା କାହିଁକି ଉଭୟଙ୍କ ମଧ୍ୟରେ ନିଶ୍ଚିତ କିଛି ଥିଲା । ମାତ୍ର ଏଠାରେ କଥା ଯେ ଯଦି ଏବେ ଟୁଙ୍ଗୁରୁ ଙ୍କ ମନ ଉଠିଗଲା ତେବେ ସେ ନିଜ ମା’ ବୟସର ମହିଳା ଙ୍କୁ କାହିଁକି ଭଲ ପାଉଥିଲେ ?

ନିଜ ବୟସର ଝିଅ କ’ଣ ମିଳୁନଥିଲେ ? ଯଦି ଏ ସବୁ ରୋମାନ୍ସ କରିଲା ବେଳକୁ ଚିନ୍ତା କରିଲେ ନାହିଁ ତେବେ ବର୍ତ୍ତମାନ ବିବାହ କରିବାକୁ କହିଲା ବେଳକୁ କାହିଁକି ଲୁଚି ପଳାଇଲେ ? ଏବେ ଟୁଙ୍ଗୁରୁ ଫସିବେନି ତ ଆଉ କିଏ ଫସିବ ? ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ ନିଶ୍ଚିତ ଭାବରେ କମେଣ୍ଟ କରି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *