‘ଟୁଙ୍ଗୁରୁ ତମ ବର୍ଷା ତମକୁ ବହୁତ ଝୁରୁଛି ଯୋଉଠି ଅଛ ଫେରିଆସ, ଶୋଇବା ବେଳେ ତୁମେ…’ ଦେଖନ୍ତୁ Video

ବନ୍ଧୁଗଣ, ସୂଚନା ଅନୁଯାୟୀ ବର୍ଷା ବର୍ତ୍ତମାନ ନିଜ ପ୍ରେମୀ ଟୁଙ୍ଗୁରୁ କୁ ଝୁରୁଛନ୍ତି । ତେବେ ଆସନ୍ତୁ ଜାଣିନେବା ସଂପୂର୍ଣ୍ଣ ବିବରଣୀ । ଆପଣ ମାନେ ବହୁ ଚର୍ଚ୍ଚିତ ରୁଙ୍ଗୁରୁ ଏବଂ ବର୍ଷା ଙ୍କ ପ୍ରେମ ସମ୍ପର୍କ ସମ୍ବନ୍ଧରେ ସୋ-ସି-ଆ-ଲ ମି-ଡି-ଆ ରେ ଦେଖିଥିବେ । ତେବେ ବର୍ତ୍ତମାନ ବର୍ଷା ଟୁଙ୍ଗୁରୁ ଙ୍କୁ ଝୁରୁଛନ୍ତି ତାଙ୍କ ବିନା ବଞ୍ଚି ପାରିବେ ନାହିଁ ବୋଲି କହୁଛନ୍ତି । ହାତରେ ଶଙ୍ଖା ସିନ୍ଦୁର ଧରି ବାହା ହେବେ ବୋଲି ବର୍ଷା ଜିଦ କରୁଛନ୍ତି ।

ପ୍ରେମିକା ବର୍ଷା କହୁଛନ୍ତି ଏ ଟୁଙ୍ଗୁରୁ ତମର କଣ ଆମ୍ଭ ପ୍ରଥମ ଦେଖା ମନେ ପଡୁନାହିଁ ? ମୋ ଦେହ ଖରାପ ଥିଲା ମୁଁ ତୁମ ଅଟୋରେ ବସି ହସ୍ପିଟାଲ ଯାଇଥିଲି । ତମେ ମୋର କେତେ ଯତ୍ନ ନେଇଥିଲ । ତେବେ ପ୍ରଥମ ଦେଖାରେ ବର୍ଷା ବହୁତ ସୁନ୍ଦର ବୋଲି ଟୁଙ୍ଗୁରୁ ତାଙ୍କୁ କହିଥିଲେ । ଏହାପରେ ବର୍ଷା ଠାରୁ ଟୁଙ୍ଗୁରୁ ନମ୍ବର ମାଗିନେଲେ, ବର୍ଷା ଙ୍କ ସୁନ୍ଦରତା ଟୁଙ୍ଗୁରୁ ଙ୍କୁ ପାଗଳ କରିଦେଇଛି ବୋଲି ଟୁଙ୍ଗୁରୁ କହୁଥିଲେ ।

ଏହା ପରେ ବର୍ଷା ଙ୍କୁ ବହୁତ ଭଲ ପାଉଛନ୍ତି ବୋଲି ଟୁଙ୍ଗୁରୁ କହିଥିଲେ । ଦୁଇଟି ଛୁଆ ଥାଇ ତାଙ୍କୁ ଭଲପାଇଥିଲେ ଟୁଙ୍ଗୁରୁ ଏବଂ ବର୍ଷା ଙ୍କୁ ନ ପାଇଲେ ସେ ମରିଯିବେ ବୋଲି କହିଥିଲେ । ଏହାପରେ ବର୍ଷା ନିଜ ସ୍ଵାମୀ ଏବଂ ଦୁଇ ଛୁଆ ଙ୍କୁ ଛାଡି ନିଜ ପ୍ରେମୀ ଙ୍କ ପ୍ରେମ ରେ ହଜିଗଲେ । ସବୁକିଛି ଛାଡି ଟୁଙ୍ଗୁର ଙ୍କ ପାଖରେ ରହିବାକୁ ଲାଗିଲେ ।

ଉଭୟ ୨ ବର୍ଷ ହେବ ଶାରୀରିକ ସମ୍ପର୍କ ମଧ୍ୟ ରଖିଲେ । କେବେ ଛାଡି ନ ଯିବା କୁ ବର୍ଷା ଙ୍କୁ ଟୁଙ୍ଗୁରୁ କାନ୍ଦି କାନ୍ଦି କହିଥିଲେ । ମାତ୍ର ହଠାତ ଏବେ ବର୍ଷା ଙ୍କୁ ଛାଡି ଆଉ କାହାକୁ ବିବାହ କରିବେ ବୋଲି ବାହାରିଥିଲେ ଟୁଙ୍ଗୁରୁ ଭୋଳ । ମାତ୍ର ବର୍ତ୍ତମାନ ବର୍ଷା ଟୁଙ୍ଗୁରୁ ଙ୍କୁ ପଚାରିଛନ୍ତି ତୁମ୍ଭେ କହିଥିଲ ଯେ ଆମ୍ଭ ପ୍ରେମ ଦୁନିଆ ଦେଖିବ ।

ମାତ୍ର କ’ଣ ହେଲା ସବୁ ଭଲ ପାଇବାକୁ ଭୁଲିଗଲ ଏବଂ ଆଉ କାହାକୁ ବିବାହ କରିବାକୁ ବସିଥିଲ । ଯଦି ଏଭଳି ଥିଲା ତେବେ ବର୍ଷା ଙ୍କୁ ରାସ୍ତା ଘାଟ ରେ ଆଇ ଲଭ ୟୁ କହି ଗୋଲାପ ଫୁଲ କାହିଁକି ଦେଉଥିଲେ ଟୁଙ୍ଗୁରୁ ବୋଲି ବର୍ଷା ପ୍ରଶ୍ନ କରିଛନ୍ତି । ତେବେ ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *