‘ତୁମକୁ କଣ ଫ୍ରେସ ମାଲ ମିଳୁ ନାହାଁନ୍ତି, ମୋ ଭଳିଆ ପୂରା କସି ମାଲ୍ ଖୋଜୁନ…’ Babushan-Prakruti ଙ୍କ ବିବାଦକୁ ନେଇ Rani Panda ଯାହା କହିଲେ ନା…ଦେଖନ୍ତୁ Video

ବନ୍ଧୁଗଣ ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ କଳା କାରନାମା ସାମ୍ନାକୁ ଆସିବା ପରେ ଏବେ ଏହି ଦୁହିଁଙ୍କୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ଗତ କାଲି ତୃପ୍ତି ପ୍ରକୃତିଙ୍କୁ ଗୋଡେଇ ଗୋଡେଇ ମାଡ ମାରିବା ପରେ ପ୍ରକୃତିଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତୁ ଆଉ ଅନ୍ୟ ପଟେ ତୃପ୍ତି ଏବଂ ଶାଶୁ ଅପରାଜିତା ମଧ୍ୟ ପ୍ରକୃତିଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।

ବର୍ତ୍ତମାନ ଏହି ମାମଲାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇ ସାରିଛି । ତେବେ ବନ୍ଧୁଗଣ ଗତ କିଛି ସମୟ ହେବ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ରାଣୀ କଣ ସବୁ କହିଛନ୍ତି ଆସନ୍ତୁ ଜାଣିବା ।ରାଣୀଙ୍କ କହିବା ମୁତାବକ-‘ପର ମାଈକିନାକୁ ମାଈକିନା କରିବା ଆଉ ପର ଘଇତାକୁ ଘଇତା କରିବା ଏବେ ଟ୍ରେଣ୍ଡ ହେଇଗଲାଣି ।

ଏଇଟା କେବଳ ଆମ ଓଲିଉଡରେ ନୁହେଁ ଆପଣ ବଲିଉଡ କୁହନ୍ତୁ ଜଲିଉଡ କୁହନ୍ତୁ ଟଲିଉଡ କୁହନ୍ତୁ ସେ ହଲିଉଡ ବି କୁହନ୍ତୁ ସବୁଠି ଚାଲିଛି । ଏବେ ତ ରିସେଣ୍ଟ ଦୁଇ ତିନିଟା କେସ ମୁଁ ଗଣମାଧ୍ୟମରେ ଦେଖିଲିଣି । ଟୁଙ୍ଗୁରୁ ମୁଙ୍ଗୁରୁ ଚୁଙ୍ଗୁରୁ କେତେ କଣ ଆସିଲେଣି । ଏଗୁଡାକ ଭାରି ଲଜ୍ୟାର କଥା ମୁଁ ବୁଝି ପାରୁନି ଏଗୁଡାଙ୍କୁ କଣ ଫ୍ରେସ ମାଲ୍ ମିଳୁ ନାହାନ୍ତି । ଏ ସବୁ ପର ଜିନିଷ ଉପରେ ଆଖି ପକେଇବା କାହିଁକି ତାଙ୍କୁ ଭଲ ଲାଗେ ମୁଁ ବୁଝି ପାରୁନି ।

ମୁଁ ସାରା ଓଡିଶା ବାସୀଙ୍କୁ କହୁଛି ଆଜ୍ଞା ରାଣୀ ପଣ୍ଡା ଭଳିଆ ପୂରା କସି ମାଲ୍ ଖୋଜନ୍ତୁ । ଫ୍ରେସ ମାଲ୍ ସିଲ୍ ଫିଟେଇବେ ତା ପରେ ସିଷ୍ଟମ କରିବେ । ଏ ସବୁ କାମ ଆମ ଓଡିଆ ଇଣ୍ଡଷ୍ଟ୍ରିରେ ବହୁତ ଲୋକ କରୁଛନ୍ତି ହେଲେ ସେମାନେ ଧରା ପଡୁ ନାହାନ୍ତି । ସେମାନଙ୍କର ଭିତିରିଆ ଖେଳ ଆଙ୍କର ବି ଭିତିରିଆ ଖେଳ ଚାଲି ଥିଲା ହେଲେ ହଠାତ ଧରା ପଡିଗଲା ।

ତେଣୁ ଯେହେତୁ ଏଇଟା ଓଡିଶା, ଓଡିଶାରେ ଥିବେ ଯେକୌଣସି ମହିଳା ନିଜ ସ୍ଵାମୀକୁ ଭକ୍ତିର ସହ ଭଲ ପାଉଥିବ ସେ ପର ମହିଳା ସହ ନିଜ ସ୍ଵାମୀକୁ ଦେଖିଲେ ସହି ପାରିବ ନାହିଁ’ । ତା ହେଲେ ବନ୍ଧୁଗଣ ରାଣୀଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *