‘ଏ ଭଳିଆ ଝିଅଙ୍କୁ କିଳାରେ ଧରିକି ବାଡେଇବା ଦରକାର…ଆମେ ନିଜେ ଦେଖିଚୁ ସେ ବିଗବଜାର ଛକରେ କୁଣ୍ଢାକୁଣ୍ଢି ହୋଇ…’ Babushan-Prakruti ଙ୍କ ବିବାଦକୁ ନେଇ ଭୟଙ୍କର ଖୁଲାସା କଲେ ଏହି ଯୁବତୀ, ଦେଖନ୍ତୁ Video

ବନ୍ଧୁଗଣ ବାବୁସାନ ଓ ପ୍ରକୃତି ମିଶ୍ରଙ୍କ ଲଭ ଅଫେୟାର ମାମଲାରେ ନୂଆ ନୂଆ ଟୁଇଷ୍ଟ ଦେଖିବାକୁ ମିଳୁଛି । ତେବେ ଗତ କାଲିର ଘଟଣା ବିଷୟରେ ଆପଣ ମାନେ ବେସ ଭଲ ଭାବରେ ଜାଣିଥିବେ । ଗତ କାଲି ବାବୁସାନ ଓ ପ୍ରକୃତିଙ୍କୁ ସହିଦ ନଗର ସ୍ଥିତ ଏକ ଗେଷ୍ଟ ହାଉସ ପାଖରେ ରଙ୍ଗେ ହାତ ଧରିଥିଲେ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥି । ତୃପ୍ତି ସେଠାରେ ପହଞ୍ଚିବା ମାତ୍ରେ ପ୍ରକୃତିଙ୍କ ଉପରେ ଚାର୍ଜ କରିଥିଲେ  ।

ବାବୁସାନ ନିଜ ପତ୍ନୀଙ୍କୁ ଅଟକାଇବା ପାଇଁ ଅନେକ ଚେଷ୍ଟା କରିବା ସତ୍ବେ ତୃପ୍ତି ରହି ନଥିଲେ । ଏମିତି କି ତୃପ୍ତିଙ୍କ ମାଡ ଖାଇବା ପରେ ପ୍ରକୃତି ନିଜ ଜୀବନ ବଞ୍ଚେଇବା ପାଇଁ ସେଠାରୁ ଦଉଡି ଥିଲେ ଆଉ ତୃପ୍ତି ପ୍ରକୃତିଙ୍କୁ ଗୋଡାଇ ଗୋଡାଇ ମାଡ ମାରିଥିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ଏହି ମାମଲାକୁ ନେଇ ଅନେକ ବିବାଦ ସୃଷ୍ଟି ହୋଇଛି ଆଉ ଏହାରି ମଧ୍ୟରେ ଜଣେ ମହିଳା ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ମହିଳାଙ୍କ କହିବା ମୁତାବକ-‘ବାବୁସାନ ଆଉ ପ୍ରକୃତି ଏ ଅଭଦ୍ରକୁ ସେ ଅଭଦ୍ରରାଣୀ  । ବାବୁସାନ କେତେ ଅଭଦ୍ର ଆମେ କହିପାରିବୁ ନାହିଁ କାରଣ ତାଙ୍କ ପରିବାରର ଟିକେ ନାଁ ଅଛି ହେଲେ ପ୍ରକୃତି ମିଶ୍ର ପରିବାରର ନାଁ ଅଛି କିନ୍ତୁ ପ୍ରକୃତି ମିଶ୍ରର ନାଁ ନାହିଁ । ଇନ୍ସ୍ଟାଗ୍ରାମରେ ସେ ଯେଉଁ ଭଳି ପୋଷ୍ଟ କରୁଛନ୍ତି ତାଙ୍କୁ ଭାଷା ନାହିଁ କହିବା ପାଇଁ । ତାଙ୍କ ପାଇଁ ପୁରା ନାରୀ ଜାତି ବଦ୍ନାମ ହେଇଯାଇଛି ।

ତାକୁ ତାର ବାପା-ମାଆ ମୁଁ ଭାବିଥିଲି ଏ କେସ ପରେ ବିଶ ଦେଇ ମାରିଦେବେ କିନ୍ତୁ ତାକୁ ମାରିଲେନି ତାର ବାପା-ମାଆ ମୁହଁକୁ ଲଜ୍ୟା ନାହିଁ ସେ ଓଲଟି କେସ କରୁଛନ୍ତି । ଆମେ ନିଜେ ଦେଖିଛୁ ସେମାନେ ବିଗ ବଜାର ପାଖରେ କୁଣ୍ଢା କୁଣ୍ଢି ହୋଇ ଯାଉଥିଲେ ଏଇଟା କଣ ସାଙ୍ଗ ମାନେ କରିବେ । ତୃପ୍ତି ମ୍ୟାଡମ ଯାହା କରିଛନ୍ତି ବହୁତ ବଢିଆ କରିଛନ୍ତି । ଆହୁରି ଇଛା ହେଉଥିଲା କିଳାରେ ଧରି ବାଡେଇବା କଥା ଏଭଳି ଝିଅଙ୍କୁ ।

ସ୍ଵାମୀକୁ ତ ମାର ଆଉ ସେ ଝିଅକୁ ବି ମାର । ଝିଅ ଯଦି ନ ଚାହିଁବ କେହି ତା ଦେହରେ ହାତ ମାରି ପାରିବ ନାହିଁ । ମୁଁ ଗୋଟେ ଝିଅ ଆଉ ଗୋଟେ ଝିଅ ହିସାବରେ କହୁଛି ପୁରୁଷକୁ ଯଦି ଆମେ ଦେଖେଇବା ତା ହେଲେ ପୁରୁଷ ହାତ ମାରିବେ’ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *