ଏହିପରି କଲେ ତୁଳସୀ ପୂଜା, କେବେ ବି ହେବ ନାହିଁ ଧନର ଅଭାବ, ବହୁତ କମ ଦିନରେ ହିଁ ହେଇଯିବେ ଧନୀ- Vastu Tips

ବନ୍ଧୁଗଣ ସାଧାରଣତଃ ହିନ୍ଦୁଶାସ୍ତ୍ରରେ ତୁଳସୀ ଗଛକୁ ଭଗବାନ ବିଷ୍ଣୁ ଓ ଲକ୍ଷ୍ମୀଙ୍କ ସ୍ୱରୂପ ମାନା ଯାଇଥାଏ । ସେଥିପାଇଁ ସମସ୍ତ ଘରେ ତୁଳସୀ ଗଛ ରହିଥାଏ ଓ ଲୋକମାନେ ଏହି ଗଛର ପୂଜା ମଧ୍ୟ କରିଥାନ୍ତି । ବନ୍ଧୁଗଣ ତୁଳସୀ ଗଛ ଏକ ଧାର୍ମିକ ଗଛ ହେବା ସହିତ ଏକ ଔଷଧୀୟ ଗଛ ମଧ୍ୟ ହୋଇଥାଏ । ଯାହାକୁ ପ୍ରୟୋଗ କରି କେତେକ ମାରାତ୍ମକ ରୋଗକୁ ଦୂର କରାଯାଇପାରେ । ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ବଞ୍ଚିବା ପାଇଁ ଇଛା କରିଥାନ୍ତି  । ଏଥିପାଇଁ ମଣିଷ ଦିନ ରାତି କଷ୍ଟ କରିଥାନ୍ତି, କାରଣ ଏହି ଜୀବନକୁ ବଞ୍ଚିବା ପାଇଁ ଧନର ଆବଶ୍ୟକତା ରହିଥାଏ । ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ତୁଳସୀ ଗଛ ସହ ଜଡିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ ପ୍ରୟୋଗ କରି ଆପଣ ଏକ ସୁଖମୟ ଜୀବନ ଅତିବାହିତ କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଉପାୟ ବିଷୟରେ ।

ବନ୍ଧୁଗଣ ସାଧାରଣତଃ ତୁଳସୀ ଗଛକୁ ଲୋକମାନେ ଘରେ ପୂଜା କରିଥାନ୍ତି । ଯଦି ଆପଣ ତୁଳସୀ ମାଳକୁ ନିଜ ବେକରେ ଧାରଣ କରିବେ ତା ହେଲେ ଆପଣଙ୍କୁ କୃଷ୍ଣ ପାଦରେ ଆଶ୍ରୟ ମିଳିବ । ଯଦି ଆପଣ ତୁଳସୀ ମାଳକୁ ବାହୁ ବଳରେ ଧାରଣ କରନ୍ତି ତା ହେଲେ ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବନ୍ଧୁଗଣ ତୁଳସୀ ଗଛର ପୂଜା ସବୁଦିନ କରିବା ଉଚିତ । ଯଦି ଆପଣ ତୁଳସୀ ଗଛର ପୂଜା ସବୁଦିନ କରିବେ ତା ହେଲେ ଆପଣଙ୍କ ମନରେ ଶାନ୍ତି ଓ ସୁଖ ମିଳିବ ।


ତୁଳସୀ ଗଛ ମୂଳରେ ପୂଜା କରି ଯଦି ଆପଣ ଭଗବାନ ଶ୍ରୀ କୃଷ୍ଣଙ୍କର ନାମ ଜପ କରିବେ ତା ହେଲେ ଆପଣଙ୍କୁ ବୈକୁଣ୍ଠ ପ୍ରାପ୍ତ ହେବ । ଯଦି ଆପଣଙ୍କ ଜୀବନରେ କୌଣସି ସମସ୍ଯା ଲାଗିରହୁଛି, ତା ହେଲେ ଆପଣ ‘ହରେ କୃଷ୍ଣ ହରେ ରାମ’ ନାମ ଜପ କରନ୍ତୁ । ଦେଖିବେ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ନିଶ୍ଚୟ ଦୂର ହୋଇଯିବ ।

ବନ୍ଧୁଗଣ ଗୃହରେ ସବୁବେଳେ ଡାହାଣ ପଟେ ତୁଳସୀ ଗଛକୁ ଦେଖିଲେ ନିଶ୍ଚୟ ଶୁଭଫଳ ପ୍ରାପ୍ତ ହେବ । ଯଦି ଆପଣ କୌଣସି ଗୁରୁତ୍ଵପୂର୍ଣ୍ଣ କାର୍ଯ୍ୟ ପାଇଁ ଘରୁ ବାହାରି ଯାଉଛନ୍ତି ତା ହେଲେ ଆପଣ ନିଶ୍ଚୟ ତୁଳସୀ ଗଛର ଦର୍ଶନ କରି ଯାନ୍ତୁ ଦେଖିବେ ଆପଣଙ୍କୁ ନିଶ୍ଚୟ ଶୁଭଫଳ ପ୍ରାପ୍ତ ହେବ । ଯଦି ଆପଣ ନିଜ ଘରର ଆର୍ଥିକ ସ୍ଥିତିକୁ ମଝବୁତ କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ପ୍ରତ୍ୟକ ଦିନ ତୁଳସୀ ଗଛ ମୂଳେ ଜଳ ଅର୍ପଣ କରନ୍ତୁ ଓ ତୁଳସୀ ଗଛର ପୂଜା ନିଶ୍ଚୟ କରନ୍ତୁ ।

ଦେଖିବେ ଆପଣ ବହୁତ ଶୀଘ୍ର ଧନଲାଭ କରିବେ । ତା ହେଲେ ବନ୍ଧୁଗଣ ଏହି ସବୁ ଉପାୟ କରି ନିଜ ଜୀବନର ସମସ୍ତ ସମସ୍ଯାକୁ ଦୂର କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *