ଆସନ୍ତା ସୋମବାର ସକାଳୁ ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର- Rashifala

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆମେ ବହୁତ ଦେବୀ ଦେବତାଙ୍କୁ ପୂଜା ଅର୍ଚ୍ଚନା କରିଥାଉ। କିନ୍ତୁ ଦେବଙ୍କ ଦେବ ମହାଦେବ ଙ୍କ ର ମହିମା ଓ କୃପା କିଛି ନିଆରା। ମହାଦେବ ହେଉଛନ୍ତି ଅନାଦ ତାଙ୍କର ନା ଆରମ୍ଭ ଅଛି ନା ଅନ୍ତ। ସେ ହେଉଛନ୍ତି ସୋୟଂଭୁ ତାଙ୍କର ଜନ୍ମ ନାହିଁ କି ମୃତ୍ୟୁ। ସେ ସୃଷ୍ଟି ର ବିନାଶକ ବି । ସେ ରୁଦ୍ର ବି ଆଉ ସେ ଶାନ୍ତ ଭୋଳାନାଥ ଭି। ତାଙ୍କ କ୍ରୋଧ ରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ଶାନ୍ତ କରିବା କିମ୍ବା ପ୍ରସନ୍ନ କରିବା ଅନ୍ୟ ଦେବୀ ଦେବତା ଙ୍କ ଠାରୁ ଅତି ସହଜ। ଭଗବାନ ଶିବ ସମୟ ସମୟ ରେ ନିଜର ଅନେକ ସ୍ୱରୂପ ଙ୍କ ର ଦର୍ଶନ ଦେଇଛନ୍ତି।

ଶିବଙ୍କ ଭକ୍ତ ଙ୍କୁ ନା ମୃ-ତ-ୟୁ ର ଭୟ ଥାଏ ନା ରୋଗ ର। ମହାଦେବଙ୍କ ବାହନ ହେଉଛନ୍ତି ବୃଷଭ ସିଏ ସବୁବେଳେ ମହାଦେବ ଙ୍କ ପାଖରେ ରହିଥାନ୍ତି ଏବଂ ବୃଷଭ ଧର୍ମର ପ୍ରତୀକ ମଧ୍ୟ। ଶାସ୍ତ୍ର ଅନୁସାରେ କୁହାଯାଏ କି ଭଗବାନ ଶିଵଙ୍କ କୃପା ଯେ କୋୖଣସି ବ୍ୟକ୍ତି ଉପରେ ଥାଏ ତାର ସମସ୍ତ ଦୁଃଖ ଓ ଅସୁବିଧା ରୁ ମୁକ୍ତି ପାଇପାରିଥାଏ। ସେହି ସମ୍ବନ୍ଧରେ ଆଜି ଆମେ ଚର୍ଚ୍ଚା କରିବାକୁ ଯାଉଛୁ । ବହୁତ ବର୍ଷ ପରେ ଏବେ ଏକ ଶୁଭ ସଂଯୋଗ ହେବାକୁ ଯାଉଛି ଯାହାର ପ୍ରଭାବ ରେ କିଛି ରାଶିର ଭାଗ୍ୟ ଖୋଲିଯିବ। ତେବେ ଆସନ୍ତୁ ଜାଣିବା ସେହି ରାଶି ମାନଙ୍କ ସମ୍ବନ୍ଧରେ।

୧- ପ୍ରଥମ ରାଶି ହେଉଛି ମେଷ ରାଶି । ଏହି ସଂଯୋଗ ର ପ୍ରଭାବ ଆପଣଙ୍କ ଉପରେ ପଡିବ । ଆପଣ ନିଜର ସମସ୍ତ ଅସୁବିଧା ରୁ ବର୍ତ୍ତମାନ ମୁକ୍ତି ପାଇଁ ପାରିବେ । ଜୀଵନ ରେ ଖୁସି ର ସମୟ ଆସିବ । ଧନ ର ପ୍ରାପ୍ତି ହେବ । ଏବଂ ବ୍ୟବସାୟ ରେ ମଧ୍ୟ ଉନ୍ନତି ହେବ । ସମ୍ମାନ ମଧ୍ୟ ମିଳିବ । ଜୀବନରେ ଏବେ କୌଣସି ସମସ୍ୟା ରହିବ ନାହିଁ । ଖୁସି ରେ ଜୀଵନ ଅତି ବାହିତ କରିବେ ।

୨- ଦ୍ୱିତୀୟ ରାଶି ହେଉଛି ବୃଷଭ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଏବେ ନିଜର ସମସ୍ତ ସମସ୍ୟା ରୁ ମୁକ୍ତି ପାଇଁ ପାରିବେ । ଜୀଵନ ରେ ଥିବା ସମସ୍ତ ଅସୁବିଧା ଏବେ ଦୁର ହେବ । ଚାକିରୀ କ୍ଷେତ୍ରରେ ଉନ୍ନତି ଓ ଲାଭ ହେବ ଏବଂ ପଦୋନ୍ନତି ହେବ । ବ୍ୟବସାୟ ରେ ମଧ୍ୟ ଆପଣ ଉନ୍ନତି ଏବଂ ଲାଭ କରିବେ । ଏହି ରାଶି ର ବ୍ୟକ୍ତି ମାନେ ଚାକିରୀ କ୍ଷେତ୍ରରେ ଉନ୍ନତି କରିବେ ପଦୋନ୍ନତି କରିବେ । ଧନ ର ଲାଭ ହେବ ଏବଂ ସମ୍ମାନ ମଧ୍ୟ ମିଳିବ ।

୩- ତୃତୀୟ ରାଶି ହେଉଛି ସିଂହ ରାଶି ମାନଙ୍କ ଉପରେ ମଧ୍ୟ ଏହି ସଂଯୋଗ ର ପ୍ରଭାବ ପଡୁଛି ଏବଂ ଏମାନଙ୍କ ର ମଧ୍ୟ ଭାଗ୍ୟ ପରିବର୍ତ୍ତନ ହେବ ଏବଂ ଖୁସି ର ସମୟ ଆସିବ । ଆପଣଙ୍କୁ ଅଚାନକ ଧନ ର ପ୍ରାପ୍ତି ହେବ । ସବୁ କଷ୍ଟ ଦୁଃଖ ଏବେ ଦୁର ହୋଇ ଯିବ । ଆପଣଙ୍କୁ ଅନେକ ଅଵସର ମଧ୍ୟ ପ୍ରାପ୍ତ ହେବ । ଆପଣ ନିଜର ଏକ ନୂତନ ପରିଚୟ ସୃଷ୍ଟି କରି ପାରିବେ ।

୪- ଚତୁର୍ଥ ରାଶି ହେଉଛି କନ୍ୟା । ଏହି ରାଶି ର ବ୍ୟକ୍ତି ମାନେ ମଧ୍ୟ ଏବେ ବହୁତ ଖୁସି ରେ ଏହିବେ । ଆପଣଂକୁ ମଧ୍ୟ ଧନ ର ଲାଭ ହେବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । ପରିବାର ଲୋକ ବହୁତ ଖୁସି ହେବେ ଆପଣଙ୍କ ପାଇଁ । ନୂତନ ଅଵସର ପ୍ରାପ୍ତ ହେବ ଏବଂ ଆପଣ ନିଜର ଏକ ନୂଆ ପରିଚୟ ମଧ ସୃଷ୍ଟି କରିବେ । ଏମାନ ଙ୍କୁ ମଧ୍ୟ ଅଚାନକ ଧନ ର ପ୍ରାପ୍ତି ହେବ ।

୮- ପଞ୍ଚମ ରାଶି ହେଉଛି କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନେ ଖୁବ ଭାଗ୍ୟଶାଳୀ । ଏମାନ ଙ୍କୁ ଉପରେ ଏହି ସଂଯୋଗ ଏବଂ ଈଶ୍ୱର ଙ୍କ ଆଶୀର୍ବାଦ ଯୋଗୁଁ ଜୀବନରେ ଥିବା ସମସ୍ତ କଷ୍ଟ ଏବଂ ସମସ୍ୟା ଦୂର ହେବ ଧନ ଲାଭ ହେବ । ଏବଂ ସମ୍ମାନ ମଧ୍ୟ ମିଳିବ । ଏହି ସଂଯୋଗ ର ପ୍ରଭାବ ଯୋଗୁଁ ଏହି ରାଶି ର ବ୍ୟକ୍ତି ମାନେ ନିଜ ଜୀଵନରେ ଥିବା ସମସ୍ତ ଅସୁବିଧା ଏବେ ଦୁର ହୋଇଯିବ ଏବଂ ଧନ ର ଲାଭ ହେବ । ବ୍ୟବସାୟ ରେ ଉନ୍ନତି କରିବେ ।

ଆପଣ ମାନଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ନିଶ୍ଚିତ କମେନ୍ଟ ଦିଅନ୍ତୁ । ଏହିପରି ଜ୍ଯୋତିଷ ସମ୍ବନ୍ଧୀୟ ବିବରଣୀ ପାଇବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *