TV ର ଏହି ଫେମସ Actress ଙ୍କୁ ହେଲା ନିଜ ଠାରୁ କମ ବୟସର Actor ଙ୍କ ସହିତ ପ୍ରେମ ଓ କରିନେଲେ ବିବାହ, 4 ନମ୍ବର Actress ତ ତାଙ୍କ ସ୍ଵାମୀଙ୍କ ଠାରୁ ପୁରା ୧୧ ବର୍ଷ ବଡ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ୟତୀତ ଏହି ଅଭିନେତ୍ରୀ ମାନେ ନିଜ ଲଭ ଲାଇଫ ଓ ବିବାହ ପାଇଁ ମଧ୍ୟ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭି ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନିଜ ଠାରୁ କମ ବୟସର ଆକ୍ଟର ମାନଙ୍କୁ ପ୍ରେମ କରି ବସିଛନ୍ତି ।

ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତା ଜୟ ଭାନୁସାଲି ଓ ଅଭିନେତ୍ରୀ ମାହି ଭିଜ । ଏହି ଦୁଇଜଣ ଟିଭି ଇଣ୍ଡଷ୍ଟ୍ରିର ଏକ ଫେମସ ଯୋଡି ଅଟନ୍ତି । ଏହି ଦୁଇଜଣ ପରସ୍ପର ସହ ୨୦୧୧ରେ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ ଜୟ ନିଜ ପତ୍ନୀ ମାହିଙ୍କ ଠାରୁ ୩ ବର୍ଷ ସାନ ହେବେ ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ବହୁତ ଅଧିକ ପ୍ରେମ ରହିଛି । ଏହି ଦୁଇଜଣଙ୍କର ତିନୋଟି ଛୁଆ ମଧ୍ୟ ଅଛନ୍ତି ।

୨. ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଟିଭି ଇଣ୍ଡଷ୍ଟ୍ରିର ଫେମସ ଅଭିନେତ୍ରୀ ସନୟା ଇରାନୀ ଓ ଅଭିନେତା ମୋହିତ ସେହେକେଲ । ବନ୍ଧୁଗଣ ଏହି ଦୁଇଜଣ ୨୦୧୬ରେ ପରସ୍ପର ସହ ପ୍ରେମ ବିବାହ କରିଥିଲେ । ସନୟା ନିଜ ସ୍ଵାମୀ ମୋହିତଙ୍କ ଠାରୁ ଦୁଇ ବର୍ଷ ବଡ ଅଛନ୍ତି । ବନ୍ଧୁଗଣ ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ଓ ଏମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି ।

୩. ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଟିଭି ଅଭିନେତା ସୁଏସ ରାୟ ଓ ଅଭିନେତ୍ରୀ କିଶୋର ମର୍ଚାନ୍ଟ । ବନ୍ଧୁଗଣ ଏହି ଦୁଇଜଣ ହେଉଛନ୍ତି ଟିଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ କଳାକାର । ଏହି ଦୁଇଜଣ ପରସ୍ପର ସହ ୨୦୧୬ରେ ପ୍ରେମ ବିବାହ କରିଥିଲେ । ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ସୁଏସ ନିଜ ପତ୍ନୀଙ୍କ ଠାରୁ ୮ ବର୍ଷ ସାନ ଅଛନ୍ତି ।

୪. ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି କମେଡିଆନ କ୍ରୀଷ୍ଣା ଅଭିଷେକ ଓ ଅଭିନେତ୍ରୀ କସ୍ମିରା ସାହ । ଏହି ଦୁଇଜଣ ଟିଭି ସହିତ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ କାମ କରିଛନ୍ତି । ବନ୍ଧୁଗଣ ଏହି ଦୁଇଜଣ ପରସ୍ପର ସହ ୨୦୧୩ ମସିହାରେ ପ୍ରେମ ବିବାହ କରିଥିଲେ । କସ୍ମିରା ନିଜ ସ୍ଵାମୀ କ୍ରୀଷ୍ଣାଙ୍କ ଠାରୁ ୧୧ ବର୍ଷ ବଡ ଅଛନ୍ତି । ବନ୍ଧୁଗଣ ବର୍ତ୍ତମାନ ଏହି ଦୁଇଜଣଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *