‘ତୁ କଣ ମୋ ସହ ଖେଳୁଛୁ..ମୋ ଦେହ କଷ୍ଟ ହେଉଛି ତୋ ପାଇଁ…’ କାନ୍ଦି କାନ୍ଦି ପ୍ରକୃତି emiti ଡରାଇ ରଖୁଥିଲେ ବାବୁସାନକୁ

ବନ୍ଧୁଗଣ, ସୂଚନା ଅନୁଯାୟୀ ପ୍ରକୃତି ଏବଂ ବାବୁସାନଙ୍କର ଏକ ଅଡିଓ ବର୍ତ୍ତମାନ ଫୋନ ରୁ ଫୋନ ଭା-ଇ-ରା-ଲ ହେବାରେ ଲାଗିଛି । ଏଥିରେ ପ୍ରକୃତି ବାବୁସାନଙ୍କୁ କହୁକହନ୍ତି ଯେ ତୋ ପାଇଁ ଆଜି ମୋ ସହିତ ଏହିଭଳି ହୋଇଛି, ମୋ ଦେହରେ କଟାଦାଗ କେବଳ ତୋରିପାଇଁ, ତୁ କ’ଣ ମୋ ସହିତ ଖେଳୁଛୁ ? ମୋ ଦେହରୁ ର-କ୍ତ ବାହାରୁଛି ତଥା ମତେ ବହୁତ କଷ୍ଟ ହେଉଛି । ଏହିଭଳି କାନ୍ଦି କାନ୍ଦି ପ୍ରକୃତି କହିଛନ୍ତି । ଏହି ଅଡିଓଟି ପ୍ରକୃତି ଏବଂ ବାବୁସାନଙ୍କର ବୋଲି ଅନୁମାନ କରାଯାଉଅଛି ।

ତେବେ ଏହାକୁ ବ୍ଳାକମେଲ ଏଥିପାଇଁ କୁହାଯାଉଅଛୁ, ସୂଚନା ଅନୁଯାୟୀ ଖାରବେଳ ଥାନାରେ ବାବୁସାନଙ୍କ ସ୍ତ୍ରୀ ଅଭିଯୋଗ କରିଥିଲେ ଯେ ପ୍ରକୃତି ବାବୁସାନଙ୍କୁ ବ୍ଳାକମେଲ କରୁଥିଲେ । ବାରମ୍ବାର ହାତ କାଟିଦେବା ସହିତ ଛାତରୁ ଡେଇଁ ପଡିବା ଭଳି ଧମକ ଦେଇ ବାବୁସାନଙ୍କୁ ଡରାଇ ରଖୁଥିଲେ । ଖାଲି ତୃପ୍ତି ନୁହଁନ୍ତି ବାବୁସାନ ଙ୍କ ମା ଅପରାଜିତା ମଧ୍ୟ ଏହିଭଳି ଅଭିଯୋଗ ଆଣିଥିଲେ ।

ଯଦି ଏହି ଅଡିଓଟି ବାବୁସାନ ଏବଂ ପ୍ରକୃତିଙ୍କର ହୋଇଥାଏ ତେବେ ତୃପ୍ତିଙ୍କର ସବୁ ଅଭିଯୋଗ ସତ ହୋଇଥାଇପାରେ । ଏହି ଅଡିଓରେ ପ୍ରକୃତି ଭ୍ୟାକ୍ସିନ ନେବା କଥା ମଧ୍ୟ ଚର୍ଚ୍ଚା ହୋଇଛି, ଏଥିରୁ ଜଣାପଡୁଛି ଯେ ଏହି ଅଡିଓ କଲଟି କାରୋନାରେ ଭ୍ୟାକ୍ସିନ ନେବା ସମୟର । ତୃପ୍ତିଙ୍କର ଅଭିଯୋଗ ଅନୁସାରେ ପ୍ରକୃତି ଏବଂ ବାବୁସାନ କୋରନା ସମୟରେ ହିଁ ବହୁତ କ୍ଳୋଜ ହୋଇଥିଲେ ଏବଂ ସେହି ସମୟରୁ ହିଁ ବ୍ଳାକମେଲ ଆରମ୍ଭ ହୋଇଥିଲା ।

ମାତ୍ର ଅଡିଓ କଲରେ ପ୍ରକୃତି ବାବୁସାନଙ୍କୁ କାନ୍ଦି କାନ୍ଦି କହୁଛନ୍ତି ଏବଂ ବାବୁସାନ ରାଗିକି କହୁଛନ୍ତି ଯେ କାହିଁକି କାନ୍ଦୁଛୁ ? ଏହାପରେ ସେ ଇମୋସନାଲ ବ୍ଳାକମେଲ କରିବା ଆରମ୍ଭ କରିଦେଲେ । ଏହାପରେ ବାବୁସାନ କହୁଛନ୍ତି ରାଗେନା, ଏହାପରେ ପ୍ରକୃତି କହୁଛନ୍ତି ଯେ ତତେ ସିମ୍ପଲି ପଚାରିଲି ତୁ କ’ଣ ଖାଇବୁ କହ ? ମାତ୍ର ତୁ କହିଲୁ ମୁଁ କୁଆଡେ ଜିବିନି କିଛି କରିବିନି, ସେତେବେଳୁ କ’ଣ ମୋ ସହିତ ଖେଳୁଛୁ ତୁ ?

ଏହାପରେ ବାବୁସାନ ରାଗିକି କହିଲେ କାନ୍ଦୁଛୁ କାହିଁକି ? ପ୍ରକୃତି କୁହନ୍ତି ଯେ କାରଣ ମତେ କଟୁଛି, ଗୋଡ ମଧ୍ୟ ବିନ୍ଧୁଛି । ଏହାପରେ ବାବୁସାନ କୁହନ୍ତି ଯେ ତୁ ଭ୍ୟାକ୍ସିନ ନେଇଛୁ ସେଥିପାଇଁ ଏତେ ଅସୁବିଧା ହେଉଛି ସବୁ ଠିକ ହୋଇଯିବ । ତେବେ ଏହି ଅଡିଓ କଲରୁ ଏହା ସ୍ପଷ୍ଟ ହୋଇଯାଉଛି ଯେ ତୃପ୍ତି ଏବଂ ଅପରାଜିତା ଯାହା କହୁଥିଲେ ତାହା ସଂପୂର୍ଣ୍ଣ ଭାବରେ ସତ ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *