‘ମୁଁ ବାପାଙ୍କ ପାଇଁ ସବୁ ସର୍ତ୍ତରେ ରାଜି, ମୁଁ ଆଜି ଠାରୁ ସେ …’ ଶେଷରେ ବଦଳିଗଲା କି ବାବୁସାନଙ୍କ ମନ, କଣ ବାପାଙ୍କ କଥା ମାନି ହେବେ ସୁନା ପିଲା ?

ବନ୍ଧୁଗଣ, ଏହା ଜାଣି ଆପଣ ମାନେ ଖୁସି ହେବେ ଯେ ବାପାଙ୍କ ସବୁ ଇଛାକୁ ସନ୍ନମାନ ଦେଉଛନ୍ତି ବାବୁସାନ । ବାପା ଚାହାଁନ୍ତି ତାଙ୍କ ପୁଅର ଘର ଭଲରେ ରହୁ । ସେ ଘରକୁ ଆସୁ ଘର ଜିନିଷ ଘରେ ରହୁ । ଦାଣ୍ଡଘାଟରେ ତାଙ୍କର ଇଜ୍ଜତ ଏହିଭଳି ନିଲାମ ନହେଉ । ଆଉ ସେଥିପାଇଁ ବାବୁସାନ ତାଙ୍କ ବାପାଙ୍କୁ କଥା ଦେଇଥିବା କଥା ସାମ୍ନାକୁ ଆସୁଛି ଏବଂ ଶୁଣିବାକୁ ମିଳୁଛି ଯେ ଉତ୍ତମ ମହାନ୍ତି କୁ କଥା ଦେଇଛନ୍ତି ବାବୁସାନ ଯେ ବାପା ତୁମ୍ଭର ସବୁ ସର୍ତ୍ତରେ ମୁଁ ରାଜି ।

ମା’ ଜାଣିଛନ୍ତି ଯେ ତାଙ୍କର ପୁଅ କେତେ ସୁନା ? ସବୁବେଳେ ତାଙ୍କର ମା’ ତାଙ୍କର ଦମ୍ଭ ହୋଇ ଛିଡାହୋଇ ରହିଆସିଛନ୍ତି । ଯେଉଁସବୁ କଥା ସାମ୍ନାକୁ ଏବେ ଆସୁଛି ତାହା ଯେମିତି ଆଗକୁ ନ ବଢୁ, ସେଥିପାଇଁ ଆପଶ ସମାଧ୍ୟାନ ଯେ ଗୋଟିଏ ମାତ୍ର ରାସ୍ତା ତାହା ଆଗରୁ ହିଁ କହିସାରିଛୁ । ଆଉ ଏଥିପାଇଁ ଦୁଇ ପରିବାର କିଛି କିଛି କଥା ମଧ୍ୟ ହୋଇସାରିଛନ୍ତି ମଧ୍ୟସ୍ଥି ମାଧ୍ୟମରେ ।

କେବଳ ଗୋଟିଏ ବାଟ ଯାହା ରହିଯାଇଅଛି । ତାହା ହେଉଛି ଆଇନଗତ ବାଟ । ଯେଉଁ କେସ ଥାନାରେ ଦିଆଯାଇଅଛି ତାହା ଉପରେ ବର୍ତ୍ତମାନ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯିବ ତାହାହିଁ ସସପେନ୍ସ ରହିଅଛି । ତୃପ୍ତି ଏବଂ ପ୍ରକୃତି ମଧ୍ୟରେ ଯେଉଁ ଫାଇଟ ହୋଇଥିଲା, ସେଥିରେ ତୃପ୍ତି ଏବେ ପ୍ରକୃତିଙ୍କୁ ଭୁଲ ମାଗିବେ ନା ପ୍ରକୃତି ତୃପ୍ତିଙ୍କୁ ଭୁଲ ମାଗିବେ ? ନା ନିଜ ପରିବାରର ଆତ୍ମ ସନ୍ନମାନ କୁ ରକ୍ଷା କରିବା ନିମନ୍ତେ ତୃପ୍ତି ପ୍ରକୃତିଙ୍କ ସହିତ କୌଣସି ପ୍ରକାରର ସନ୍ଧି କରିବେ ?

ତାହା ହେଉଛି ସବୁଠାରୁ ବଡ ଗୁରୁତ୍ଵପୂର୍ଣ୍ଣ ବିଷୟ । ତେବେ ଏହି କଥାକୁ ଉଭୟ ବୁଝି ସାରିଛନ୍ତି ଯେ ଯଦି ଏହି ମୁହୂର୍ତ୍ତରେ ସବୁକିଛି ଏପଟସେପଟ ହୁଏ ବାବୁସାନଙ୍କୁ ଆଉ କେହି ମଧ୍ୟ ପସନ୍ଦ କରିବେ ନାହିଁ । ଆଉ ଯାହା କେହି ମଧ୍ୟ ଚାହାଁନ୍ତି ନାହିଁ । ସେଥିପାଇଁ ନିଜ ବାପା ମା’ ଙ୍କ ଖୁସି ପାଇଁ ତଥା ନିଜ ପରିବାର ପାଇଁ ସବୁକିଛି ସର୍ତ୍ତକୁ ମାନିନେବାକୁ ବାବୁସାନ ମାଇଣ୍ଡ ମେକଅପ କରିଥିବା ତାଙ୍କର ଏକ ନିକଟସ୍ଥ ସୂତ୍ରରୁ ଜାଣିବାକୁ ମିଳିଛି ।

ଯେଉଁଥିରେ କାହାର କିଛି କ୍ଷତି ନ ହେଇ ଉଭୟ ଉଭୟଙ୍କ କ୍ୟାରିୟରକୁ ନେଇ ଆଗକୁ ବଢନ୍ତୁ ତାହା ହିଁ ବର୍ତ୍ତମାନ ମୂଳ କଥା ରହିଛି । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *