IND vs NZ 3rd ODI: ତୃତୀୟ ମ୍ଯାଚ ଲାଗି Rohit ବଦଳାଇଲେ ଇଣ୍ଡିଆ ଟୀମ, Playing 11 ରେ ବଡ ପରିବର୍ତ୍ତନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ତୃତୀୟ ମ୍ଯାଚ ଲାଗି ରୋହିତ ବଦଳାଇବେ ଭାରତୀୟ ଦଳ । ତେବେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱାନ-ଡେ ମ୍ଯାଚ ଚାଲୁ ରହିଛି । ତେବେ ଆଗାମୀ ସମୟରେ ହେବାକୁ ଯାଉଥିବା ଦିନିକିଆ ସିରିଜର ତୃତୀୟ ବା ଶେଷ ମ୍ଯାଚ ପାଇଁ ଭାରତୀୟ ଦଳରେ କଣ ପରିବର୍ତ୍ତନ ଆସିବ । ତେବେ କ୍ରିକେଟ ଦୁନିଆର କିଛି ନୂଆ ନୂଆ ତଥ୍ୟ ଜାଣିବା ପାଇଁ କିଏ ଅବା ପସନ୍ଦ କରିନଥାଏ । ତେବେ ଚାଲନ୍ତୁ କ୍ରିକେଟ ଅପଡେଟ ବିଷୟରେ କିଛି ଆଲୋଚନା କରିନେବା ।

ତେବେ ଜାନୁଆରୀ ୨୪ ତାରିଖରେ କ୍ରିକେଟ ଇଣ୍ଡୋର ଷ୍ଟାଡିୟମରେ ୩ ମ୍ଯାଚ ବିଶିଷ୍ଠ ସିରିଜରେ ୨-୦ ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହାସଲ କରିପାରିଛି । ଏହା ସହିତ ସିରିଜକୁ ଭାରତୀୟ ଦଳ ନିଜ ନାମରେ ମଧ୍ୟ କରିପାରିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆଗାମୀ ମ୍ଯାଚରେ ବିଜଯ ହାସଲ କରି କ୍ଳିନ ସୁଟରେ ମଇଦାନରେ ନଜର ଆସିବ ଭାରତୀୟ ଦଳ ।

ତେବେ ଆଗାମୀ ସମୟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ଶେଷ ମ୍ଯାଚରେ ପ୍ଲେଈଂ -11 ରେ ପରିବର୍ତ୍ତନ ହେବାର ନଜର ଆସିପାରେ । ତେବେ ପ୍ଲେଈଙ୍ଗ-11 ରେ ଭାରତୀୟ ଦଳର ଅଧିନାଯକ ରୋହିତ ଶର୍ମା ପରିବର୍ତ୍ତନ କରିପାରନ୍ତି ବୋଲି ଖବର ଆସିଛି । ତେବେ ନ୍ୟୁଜିଲାଣ୍ଡ ବିପକ୍ଷରେ ଶେଷ ମ୍ଯାଚରେ ଭିରାଟ କୋହଳୀ, ରୋହିତ ଶର୍ମା ଓ ସୁବମନ ଗିଲ୍, ସୂର୍ଯ୍ୟ କୁମାର ଯାଦାଭ, ଈଶାନ କିଷାନ ପରି ଜବରଦସ୍ତ ବ୍ୟାଟ୍ସ ମ୍ୟାନ ଦଳରେ ରହିବେ ।

ତେବେ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ସହିତ ୱାସିଙ୍ଗଟନ, ସେୱା ଅହମଦ ଖେଳିବାର ଦେଖିବାକୁ ମିଳିବ । ତେବେ ଭାରତର ଦ୍ରୁତ ବୋଲର ଭାବରେ ଉମରାନ ମଲିକ ଭାରତୀୟ ଟିମକୁ ଫେରି ଆସିବାର ସମ୍ଭାବନା ରହୁଅଛି । କୁଲଦୀପ ଯାଦଭ, ସାଦୁଲ ଠାକୁର ମହମଦ ସାମୀ ଓ ମହମଦ ସିରାଜଙ୍କ ମଧ୍ୟରୁ କେହି ଜଣେ ଭାରତୀୟ ଦଳର ପ୍ଲେଈଙ୍ଗ-11 ରେ ମ୍ଯାଚ ଖେଳିବାର ଦେଖିବାକୁ ମିଳିବେ ।

ତେବେ ସଂପୂର୍ଣ୍ଣ ଭାବରେ ଇଣ୍ଡିଆନ ପ୍ଲେଈଙ୍ଗ-11 ର କ୍ରିକେଟ ଟିମ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ଵରେ ଗଠିତ ହୋଇବ । ତେବେ ସମସ୍ତ କ୍ରିକେଟ ଖେଳାଳୀ ଆଗାମୀ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ଶେଷ ମ୍ଯାଚ ଭାରତୀୟ ଦଳ ଭଲ ପଦର୍ଶନ କରିବେ ବୋଲି ଆଶା ରହୁଛି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *