କେମିତି ନିଜ ସ୍ଵାମୀ ସହ ଏଭଳି କରି ପାରିଲା ସ୍ତ୍ରୀ ! ପ୍ରେମିକ ସହ ମିଶି ନେଲା ସ୍ବାମୀର ଜୀବନ, ବଜାରରୁ ଟ୍ରଲି ବ୍ୟାଗ କିଣି ଆଣି ନିଜ ହାତରେ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପ୍ରେମିକ ସହ ମିଶି ସ୍ଵାମୀର ଜୀବନ ନେଲା ସ୍ତ୍ରୀ । ହଁ ବନ୍ଧୁଗଣ ଏପରି ଏକ ଘଟଣାର ଖବର ଶୁଣିବାକୁ ମିଳିଛି । ତେବେ ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଚଣ୍ଡେଶ୍ଵର ଅଞ୍ଚଳରେ ଦେଖିବାକୁ ମିଳିଛି । ତେବେ ନିଜ ସ୍ଵାମୀକୁ ମ-ଆରିବା ପାଇଁ ନିଜ ପ୍ରେମିକ ସହ ପୂର୍ବରୁ ଯୋଜନା ପ୍ରସ୍ତୁତ କରି ରଖିଥିଲା ସ୍ତ୍ରୀ । ତେବେ ସେହି ନୃ-ଊଶଂଶ ସ୍ତ୍ରୀ ଜଣଙ୍କ ଖାଲି ସୁଯୋଗ ଅପେକ୍ଷାରେ ରହିଥିଲା ।

ଯେତେବେଳେ ସେହି ସୁଯୋଗ ପାଇଲା ସେତେବେଳେ ସେ ନିଜ ସ୍ଵାମୀର ଜୀବନ ନେବା ପାଇଁ ତିଳେ ମାତ୍ର ପଛ ଘୁଞ୍ଚା ଦେଲା ନାହିଁ । ତେବେ ସ୍ଵାମୀକୁ ଷଡଯନ୍ତ୍ର କରି ମ-ଆରିସାରିବା ପରେ ଏବେ ମିଛରେ ସଫେଇ ଦେଇ କହୁଛି । ମୋ ସ୍ଵାମୀକୁ କିଏ ମ-ଆରିଛି ମୁଁ ଜାଣି ନାହିଁ । ମୁଁ ତାଙ୍କ ଉପରେ ଧୁଳି ଟିକେ ମଧ୍ୟ ପକାଇବା ପାଇଁ ଦେଇନଥାଏ । ତେବେ ସେହି ସ୍ଵାମୀ ସ୍ଵାମୀକୁ ମ-ଅରିଥିବା ସ୍ତ୍ରୀ ଜଣଙ୍କର ମିଛ ସଫେଇ ରହୁଛି ।

ଏହା କି ଯେ କାଲି ୭ ଟା ବେଳେ ସ୍ଵାମୀ କହିଲେ ମୁଁ ଭଉଣୀ ଘରକୁ ଯିବୀ ମୋତେ ଗାଡି ଚାବି ଦେ।  ତାପରେ ସ୍ତ୍ରୀ ଜଣଙ୍କ କହିଲେ ନା ତୁମେ ମ-ଅଦ ପିଉଛ ମୁଁ ତମକୁ ଚାବି ଦେବୀ ନାହିଁ । ତାପରେ ଏହା କହି ସ୍ଵାମୀ ଜଣଙ୍କ ଘରୁ ବାହାରି ଆସିଥିଲେ । ତାପରେ ସ୍ଵାମୀର ନିଜ ସ୍ତ୍ରୀ ଓ ତା’ ପ୍ରେମିକ ମିଶି ସ୍ଵାମୀର ଜୀବନ ନେଇଯାଉଛନ୍ତି । ତେବେ ଏହି ଘଟଣା ପଛର ସତ୍ୟ ସେତେବେଳେ ହିଁ ଜଣା ପଡିଥିଲା ।

ଯେତେବେଳେ ଟାଙ୍ଗୀରେ ଥିବା ଏକ ଦୋକାନର cc-tv କାମେରା ପୋଲିସ ଯାଞ୍ଚ କରିଥିଲା । cc-tv ରେ ସ୍ତ୍ରୀ ୩ ଜଣ ପୁରୁଷ ସହିତ ମିଶି ଏକ ଟ୍ରଲି ବ୍ୟାଗ କିଣୁଛି । ଯେଉଁ ଟ୍ରଲି ବ୍ୟାଗରେ ସ୍ଵାମୀକୁ ହତୟଆ କରିସାରିବା ପରେ ସ୍ତ୍ରୀ ତା’ ର ପ୍ରେମିକ ସହ ମିଶି ଆଣି ଭର୍ତ୍ତି କରି ଜଙ୍ଗଲରେ ଫିଙ୍ଗି ଦେଇଥିଲା ।

ତେବେ ପୋଲିସ ଯେତେବେଳେ ଟ୍ରଲି ବ୍ୟାଗରେ ମୃତ ଶରୀରକୁ ପାଇଥିଲା । ତେବେ ସେହି ବ୍ୟାଗ କୋଉଠୁ କିଣା ହୋଇଛି ବୋଲି ତଦନ୍ତ କରିବାରୁ ସ୍ତ୍ରୀ’ ର ଅସଲି ମୁଖା ସାମ୍ନାକୁ ଆସିଥିଲା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ନିଜର ମତ କମେଣ୍ଟ କରିକି ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *