‘ମୁଁ ଏବେ ଜାଣିପାରୁନି ମୋ ଗୋଡ ଅଛି କି ନାହିଁ, ମୋତେ ଲାଗୁଛି ମୋ ଗୋଡ ଅକର୍ମଣ୍ୟ ହେଇଯିବ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମୋତେ ଲାଗୁଛି ମୋ ଗୋଡ ଅକର୍ମଣ୍ୟ ହୋଇଯିବ । ମୁଁ ଏବେ ଜାଣି ପାରୁନି ମୋର ଗୋଡ ଅଛି କି ନାହିଁ । ତେବେ ଏପରି ଏକ ଦୁଃଖନୀୟ ଖବର ଆସିଛି । ତେବେ ଏକ ଯୁବକଙ୍କ ଗୋଡକୁ ଏକ ମୋଟା ବହ୍ଳାରେ ପି-ଇଟି ପି-ଇଟି ଆକ୍ରମଣ କରାଯାଇଛି । ତେବେ ଯୁବକଙ୍କର କହିବା ଅନୁଯାଇ ସେ ଯେତେବେଳେ ପାରିବା ନେଇକି ହାଟରୁ ଆସୁଥିଲେ । ତାଙ୍କୁ ପଛ ପଟୁ କେହି ଫଲୋ କରିବା ପରି ମନେ ହେଉଥିଲା ।

ତେବେ ସୁଯୋଗ ଦେଖି ଯୁବକଙ୍କୁ ଆକ୍ର-ଅମଣ କରିବା ସହ ତାଙ୍କର ଗୋଟିଏ ଗୋଡକୁ ସେହି ମୋଟା ବହ୍ଳାରେ ବାରମ୍ବାର ଆଘାତ କରାଯାଉଥିଲା । ଯେତେବେଳେ ଯୁବକ ଜଣଙ୍କ ଚିତ୍କାର କରିଥିଲେ । ତେବେ ସେଠାରେ ଥିବା ସ୍ଥାନୀୟ ମହିଳା କିଛି ଦୌଡି ଆସିଥିଲେ । ଯେଉଁ କାରଣରୁ ତେବେ ୩ ରୁ ୪ ଜଣ ମହିଳାଙ୍କୁ ଦେଖି ଆକ୍ର-ଅମଣ କରୁଥିବା ରାଜେଶ ନାମକ ପୁରୁଷ ସେହି ସ୍ଥାନରୁ ପଳାଇ ଯାଇଥିଲା ।

ତେବେ ପୀଡିତ ଯୁବକଙ୍କର ଗୋଡରେ ବହୁତ ଜୋରରେ ମ-ଆଡ ବାଜିଥିବାରୁ ତାଙ୍କର ଗୋଡଟି ଅକର୍ମଣ୍ୟ ହୋଇଯିବାର ଆଶଙ୍କା ଯୁବକ ଜଣଙ୍କ କରୁଛନ୍ତି । ତେବେ ପୀଡିତ ଯୁବକଙ୍କର ଗଣମାଧ୍ୟମରେ କହିବା ଅନୁଯାଇ ସେ ବିଜୁ ଜନତା ଦଳର ଜଣେ ସମର୍ଥକ ଭାବରେ ପିପିଲି ବିଧାୟକ ରୁଦ୍ର ମହାରଥୀଙ୍କ ସହ ମିଶି ନିଜ ଗ୍ରାମ ଓ ପଞ୍ଚାୟତର ଉନ୍ନତି ନିମନ୍ତେ କାର୍ଯ୍ୟ କରନ୍ତି । ତେବେ ଯେଉଁ କାରଣରୁ ପାଖପାଖି ୧ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ତାଙ୍କ ଏରିଆ ବର୍ତ୍ତମାନ ସମୟରେ କାର୍ଯ୍ୟକାରୀ କରାଯାଉଛି ।

ତେବେ ଏହି କଥାକୁ ବିରୋଧ କରି ଭାରତୀୟ ଜନତା ପାର୍ଟିର କିଛି ଲୋକ ଯୁବକ ଜଣଙ୍କର ଉପରେ ରାଗିକି ତାଙ୍କ ଉପରେ ଟାର୍ଗେଟ କରିଥିଲେ । ତେବେ ଗତ କିଛି ମାସ ତଳେ ମଧ୍ୟ ତାଙ୍କୁ ଥରେ ଆକ୍ର-ଅମଣ କରଜିଥିଲା । ତେବେ ଦିତୀୟ ବାର ପୁଣି ଆଟା-ଆକ ଲାରାଯାଇ ତାଙ୍କ ଗୋଟେ ଗୋଡକୁ ଅକ୍ରମଣ୍ୟ କରିଦେବେ ବୋଲି ଆଗରୁ ଧମକ ମଧ୍ୟ ଦିଆଯାଇଥିଲା । ତେବେ ପୀଡିତ ଯୁବକଙ୍କର କହିବା ଅନୁଯାଇ ଏପରି କରିବା ଦ୍ଵାରା ତାଙ୍କ ଏରିଆର ବିକାଶରେ ବାଧାପ୍ରାପ୍ତ ହେବ ।

ତେବେ ଏହି କଥାକୁ ଆଖି ଆଗରେ ରଖି ସେହି ଲୋକମାନେ ଏ ସୁଯୋଗ ଅପେକ୍ଷାରେ ଥିଲେ । ତେବେ ପୀଡିତ ଯୁବକଙ୍କର କହିବା ଅନୁଯାଇ ସେ ବିଜୁ ଜନତା ଦଳର ସମର୍ଥକ ହୋଇଥିଲେ । ତେଣୁ ତାଙ୍କର ଗୋଟିଏ ଗୋଡ ପଛେ ଅକର୍ମଣ୍ୟ ହୋଇଯାଉ । ହେଲେ ତାଙ୍କ ଅଞ୍ଚଳରେ ବିକାଶରେ ଯେପରି କିଛି ମଧ୍ୟ ବାଧା ନଆସୁ । ତେବେ ପୀଡିତ ଯୁବକଙ୍କୁ ଦେଖିବା ପାଇଁ ମଧ୍ୟ ପିପିଲି ବିଧାୟକ ରୁଦ୍ର ମହାରଥୀ ସେଠାରେ ପହଞ୍ଚିଥିଲେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍ କରିବା ସହ ଆପଣଙ୍କର ମତ କମେଣ୍ଟ କରିକି ଜଣାନ୍ତୁ ।

Leave a Reply

Your email address will not be published. Required fields are marked *