Interesting Gk Questions – ଟ୍ରେନର ଶେଷ ବଗିର ପଛ ପଟେ “X” କାହିଁକି ଲେଖା ଯାଇଥାଏ ?

ନମସ୍କାର ସାଙ୍ଗମାନେ । ସମସ୍ତେ ସଫଳ ହେବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେଥିପାଇଁ ବହୁତ ପରିଶ୍ରମ ଇଚ୍ଛାଶକ୍ତି ଓ ବୁଦ୍ଧି ର ଆବଶ୍ୟକ ହୋଇଥାଏ । ଆପଣ ଦେଖିଥିବେ କିଛି ଲୋକ ଜୀବନରେ ବହୁତ୍ ଶୀଘ୍ର ସଫଳତା ପାଇଯାଇଥନ୍ତି କିନ୍ତୁ କିଛି ବ୍ୟକ୍ତିବିଶେଷ ମାନେ ବହୁତ କଷ୍ଟ କରିବା ସତ୍ତ୍ଵେ ତାଙ୍କୁ ସଫଳତା ମିଳେନାହିଁ । ଚାଲନ୍ତୁ ଆମେ ସମସ୍ତେ ନିଜର ସମୟକୁ ଅପଚୟ ନକରି ନିଜର ଜ୍ଞାନ ଭଣ୍ଡାର କୁ ବୃଦ୍ଧି କରିବା ନିଜର ଜ୍ଞାନର ସୀମା କୁ ସଙ୍କୁଚିତ କରନ୍ତୁ ନାହିଁ।

ଏହାକୁ ସର୍ବଦା ବଢ଼େଇବା ପାଇଁ ଚେଷ୍ଟା କରନ୍ତୁ। ଏହାର ଫଳ ନିଶ୍ଚୟ ଆପଣ ଙ୍କୁ ମିଳିବ। ପରିଶ୍ରମୀ ଲୋକ ସୁଖ ପାଏ ଅଳସୁଆ ଲୋକ ଦୁଃଖ ପାଏ ଏହା ତା ଆପଣ ମାନେ ସମସ୍ତେ ପ୍ରାୟ ଜାଣିଥିବେ।ଏହି କଥା ମଧ୍ୟ ଆମେ ପିମ୍ପୁଡ଼ି ଆଉ ଝିଂଟିକା ଗଳ୍ପ ରୁ ଶିକ୍ଷା ଲାଭ କରି ଆସିଛୁ। ଜ୍ଞାନ ଆମକୁ ବିନୟୀ , ଭଦ୍ର, ନମ୍ର ଓ ଚରିତ୍ର ଗଠନ ରେ ସାହାଯ୍ୟ କରେ। ଦୟା ଭାବ ଆମ ମନରେ ଜାଗ୍ରତ କରେ ।


ପ୍ରଶ୍ନ- 1

ବିଶ୍ଵ ଶ୍ରମିକ ଦିବସ କେବେ ପାଳିତ ହୋଇଥାଏ ?

ଉ: ମଇ ୧ ତାରିଖ

ପ୍ରଶ୍ନ- 2

କେଉଁ ଦେଶରେ ଗୋଟିଏ ମଧ୍ୟ ବିମାନ ବନ୍ଦର ନାହିଁ ?

ଉ: ଭାଟିକାନ ସିଟି

ପ୍ରଶ୍ନ- 3

କେଉଁ ଜିନିଷ ଆମେ ସମସ୍ତଙ୍କର ଦେଖିପାରୁ କିନ୍ତୁ ନିଜର ଦେଖି ପାରୁ ନାହିଁ?

ଉ: ଭୁଲ/ଦୋଷ

ପ୍ରଶ୍ନ- 4

ମଣିଷ ଶରୀରର ସବୁଠୁ ଛୋଟ ହାଡ କେଉଁ ଅଙ୍ଗରେ ରହିଛି?

ଉ: କାନ ରେ

ପ୍ରଶ୍ନ- 5

ଏମିତି କେଉଁ ଜିନିଷ ଅଛି,

ଯାହାକୁ ଆମେ କେବେ ବି ଖୋଲି ନ ଥାଉ,

କିନ୍ତୁ ତାକୁ ସବୁଦିନ ବନ୍ଦ ନିଶ୍ଚିତ କରିଥାଉ ?

ଉ- ଆଲାରାମ

ପ୍ରଶ୍ନ- 6

ସୂର୍ଯ୍ୟ କିରଣରେ କଣ ଦେଖାଯାଏ ନାହିଁ ?

ଉତ୍ତର – ଅନ୍ଧାର

ପ୍ରଶ୍ନ- 7

ଏମିତି କେଉଁ ଗଛ ଅଛି ଯାହାର ଫଳର ନାମ ଦୁଇଟି ଅଟେ । କଞ୍ଚା ଥିଲେ ଗୋଟିଏ ଓ ପାଚିଲା ଥିଲେ ଗୋଟିଏ ?

ଉତ୍ତର – ନଡିଆ / ପଇଡ

ପ୍ରଶ୍ନ- 8

Flipkart କେଉଁ ଦେଶର କମ୍ପାନୀ ?

ଉତ୍ତର – ଭାରତ

ପ୍ରଶ୍ନ- 9

ରାଜ୍ୟସଭାର ପ୍ରଥମ ମହିଳା ମହାସଚିବଙ୍କ ନାମ କଣ ?

ଉତ୍ତର – ବି. ଏସ. ରମାଦେବୀ

ପ୍ରଶ୍ନ- 10

କେଉଁ ଦେଶରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ?

ଉତ୍ତର:- ଉତ୍ତର କୋରିଆ ରେ ଜିନ୍ସ ପିନ୍ଧିଲେ ଦଣ୍ଡ ମିଳେ ।

ପ୍ରଶ୍ନ- 11

ଭାରତର ସର୍ବକ୍ଷଣ ବିଭାଗ କେଉଁଠାରେ ଅଛି ?

ଉତ୍ତର:- ଦେହେରାଦୁନ

ପ୍ରଶ୍ନ- 12

ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ କଣ ଅଟେ ?

ଉତ୍ତର:- ହଂକଂ ଦୁନିଆର ସବୁଠାରୁ ବୁଦ୍ଧିମାନ ଦେଶ ଅଟେ

ପ୍ରଶ୍ନ- 13

ଟ୍ରେନ ର ଶେଷ ଡବାରେ “X” କାହିଁକି ଲେଖା ଯାଇଥାଏ ?

ଉତ୍ତର – ଟ୍ରେନ ଉପରେ ନଜର ରଖୁଥିବା କର୍ମଚାରୀ ଜାଣି ପାରିବ ଯେ ଟ୍ରେନ ର ସବୁ ବଗି ଷ୍ଟେସନ ଅତିକ୍ରମ କରିଲା ବୋଲି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଓ ଆଗକୁ ଏପରି କିଛି ଜ୍ଞାନ ବର୍ଦ୍ଧକ ପୋସ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *