ଟ୍ରେନ୍ କୁ ପେଲିଦେଲା ପବନ, ଗଡିଯାଇ ନେଇଗଲା 5 ଜଣକ ଜୀବନ ଯାଜପୁରରେ ଦୁର୍ଘଟଣା ,ନିଶ୍ଚୟ ଦେଖନ୍ତୁ

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଟ୍ରେନ୍ କୁ ପେଲିଦେଲା ପବନ ଓ ନେଇଗଲା 6 ଜଣକ ଜୀବନ । ହଁ ଦର୍ଶକବନ୍ଧୁ ଏହାକୁ ଶୁଣିଲେ ଆପଣମାନଙ୍କ ହୋସ ଉଡିଯିବ ପବନ ବା କିପରି ଟ୍ରେନ୍ କୁ ପେଲିବ କିନ୍ତୁ ଏହା ସତ୍ୟ ଘଟଣା । ଏହି ଘଟଣାଟି ହେଉଛି ଯାଜପୁର ଷ୍ଟେସନ । ମାସ ମାସ ଧରି ଟ୍ରେନ୍ନ ଧାରଣରେ ଉପରେ ଖରାପ ହେବ କାରଣରୁ ଛିଡା ହୋଇଥିଲା ।

ଯାହାକୁ କେବେ ଗୋଟାଏ ପାଦ ଆଗକୁ ଯାଇନଥିଲା କିନ୍ତୁ ରେଳବାହୀ ଶ୍ରମିକମାନେ ବିଶ୍ରାମ ନେଉଥିବା ବେଳେ ଏହା ଆଗକୁ ଗଡି ତାହା ସହ ନେଇଯାଇଥିଲା ନିରୀହ ଲୋକମାନଙ୍କ ଜୀବନ । ସତରେ ମୃତ୍ୟୁ କେବେ କିପରି କାହା ପାଖକୁ ଆସିବ ଏହା କିଏ କହିପାରିନଥାଏ । ଏଭଳି ଏକ ଅଭାବନୀୟ ଘଟଣା ଯାହାକୁ ଶୁଣିବା ପରେ ଆପଣଙ୍କ ଛାତିଥରି ଉଠିବ ।

ମୃତ୍ୟୁ ନିଜ ଗୋଡକୁ ଚାପିଚାପି ଆସି ନେଇଗଲା ଜୀବନ । ସୂଚନା ଅନୁସାରେ ମାସ ମାସ ଧରି ଠିଆ ହୋଇଥିଲା ଟ୍ରେନ୍ ଏବଂ ଟ୍ରେନ୍ ର ଇଞ୍ଜିନ ନ ଥିଲା । ତେଣୁ ବୋଧ ହୁଏ ଏହା ଗଡିବନି ଭାବିଥିଲେ ଶ୍ରମିକ ।ରେଳବାହୀ ଶ୍ରମିକମାନେ ଖରାବର୍ଷାକୁ ସହି ଦିନ ସାରା କାମ କରିବା ପରେ ଦୁଇ ମୁଠାଏ ଖାଇବାକୁ ପାଇଥାନ୍ତି । ସେମାନଙ୍କୁ ଖରାବେଳେ ଟିକେ ବିଶ୍ରାମର ଉପେକ୍ଷା କରିଥାନ୍ତି ।

ଏହି ଶ୍ରମିକମାନେ ମଧ୍ୟ ଖରାକୁ ଅସହ କରି ଟ୍ରେନ୍ ତୋ ଖରାପ ଏବଂ ଟ୍ରେନ୍ ତଳେ ଅଳ୍ପ ସମୟ ବିଶ୍ରାମ କରିବା ପରେ ପୁନର୍ବାର କାମକୁ ଯିବା ଭାବି ଟ୍ରେନ୍ ତଳେ ଥିବା ଚାଇଁରେ ଆରମ କରୁଥିଲା । ମାତ୍ର ସେମାନେ ଜାଣିନଥିଲେ ଯେ ଶୋଇଥିବା ସମୟରେ ଘୋର ନିଦ୍ରାରେ ସେମାନଙ୍କୁ ଶୋଇବାକୁ ପଡିବ । ହଠାତ ଇଞ୍ଜିନ ନଥିବା ଖରାପ ଟ୍ରେନ୍ ଆଗକୁ ଗଡିବାକୁ ଲାଗିଲା ଏବଂ ପଲକ ମଧ୍ୟରେ 6 ଜଣକ ମୁଣ୍ଡକୁ ଗଡାଇଲା ।

ଏହା ହେଉଛି ଏକ ମାଲଗାଡି ଟ୍ରେନ  ଯାହାକୁ ସୁରକ୍ଷିତ ସ୍ଥାନରେ ଛିଡା କରାଯାଇଥିଲା ।ମାତ୍ର ଆରମ କରୁଥିବା ଶ୍ରମିକମାନଙ୍କୁ ଚାପିଦେଇଥିଲା ତେବେ ଘଟଣା ସ୍ଥଳରେ 6 ଜଣକ ମୃତ୍ୟୁ ହୋଇଥିବା ବେଳେ 4 ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ବାହାନଗା ଦୁର୍ଘଟଣା ପରେ ଏହା ହେଉଛି ଆଉ ଏକ ବଡ ଦୁର୍ଘଟଣା ଲୋକମାନଙ୍କ ଭିତରେ ଏହି ଡର ନ ଯିବା ପୂର୍ବରୁ ଆଉ ଏକ ଦୁର୍ଘଟଣା ଟ୍ରେନ୍ ଭିତରକୁ ଯିବାକୁ ଭୟଭୀତ କରାଉଛି । ଖବରକୁ ନେଇ ଆପଣମାନଙ୍କ ମତକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *