ଟ୍ରାଫିକ ନିଯମରେ ବଡ ପରିବର୍ତ୍ତନ ! ଏବେ ହେଲମେଟ ପିନ୍ଧିଥିଲେ ବି କଟିବ 2000 ଟଙ୍କା ଫାଇନ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ହେଲମେଟ୍ ପିନ୍ଧିଲେ ବି ଦେବାକୁ ପଡିବ ଫାଇନ । ତେବେ ଏହି କଥା ଶୁଣିକି ଆପଣ ଆଶ୍ଚର୍ଯ୍ୟ ହୋଇଗଲେ କି ! ତେବେ ହଁ ବନ୍ଧୁଗଣ ଟ୍ରାଫିକ ନିୟମରେ ଏପରି ଏକ ବଡ ସୂଚନା ମିଳିଛି । ଯାହାକୁ ସବୁ ଟ୍ରାଫିକ ଛକ ମାନଙ୍କରେ ଲାଗୁ କରାଯିବା ପାଇଁ ଯାଉଛି । ତେବେ ସହରରେ ଯେତେ ସବୁ ୨ ଚକିଆ ଜାନରେ ଯାତ୍ରୀ ଯିବା ଆସିବା କରୁଛନ୍ତି । ସେମାନଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତା ମୂଳକ ବୋଲି ଏହା ସମସ୍ତଙ୍କ ଜଣାଅଛି ।

ତେବେ ବର୍ତ୍ତମାନ ସମୟରେ ହେଲମେଟ ପିନ୍ଧି ମଧ୍ୟ ଚାଲାଣ କାଟିବା ପାଇଁ ପଡିବ ବୋଲି ଖବର ଦ୍ରୁତ ଭାବରେ ପ୍ରସାର ହୋଇ କରି ଯାଉଛି । ତେବେ ଏହା ଆପଣଙ୍କୁ ଜଣାଇ ଦେବା ଯାଉଛୁ । ଏହା କି ଯେ ଯେଉଁ ମାନେ ୨ ଚକିଆ ଜାନରେ ଯିବା ଆସିବା ପାଇଁ କରୁଛନ୍ତି । ସେମାନେ ହେଲମେଟ ପିନ୍ଧି ଯଦି ହେଲମେଟର ପଟି  ଠିକ ଭାବରେ ଦେଇନଥିବେ । ତେବେ ସେହି ବ୍ୟକ୍ତିକୁ ୧୦୦୦ ଟଙ୍କା ଫାଇନ କାଟିବା ପାଇଁ ପଡିବ ।

ଯାହାକି ୧୯୪ ମୋଟର ଭେକିଲ ଆକ୍ଟ ଆଇନର ଧାରା ଅନୁସାରେ ରୁଜୁ କରାଯିବ । ଏହା ଛଡା ଯଦି ପିନ୍ଧିଥିବା ହେଲମେଟଟି ଖରାପ ହୋଇଯାଇଛି । ଏହା ସହିତ ବିନା BIS ବାଲା ହେଲମେଟ ପିନ୍ଧିଛନ୍ତି । ତେବେ ମଧ୍ୟ ୧୦୦୦ ଟଙ୍କା ଫାଇନ ଦେବା ପାଇଁ ପଡିବ । ତେବେ ଯେଉଁ ବ୍ୟକ୍ତି ୨ ଚକିଆ ଜାନରେ ଯାଉଥିବା ବେଳେ ହେଲମେଟ ପିନ୍ଧିଥାଏ । ହେଲେ ହେଲମେଟ ଉପରେ ଲାଗୁକରାଯାଇଥିବା ଏହି ୨ ନିୟମର ଉଲଂଘନ କରିଥାଏ ।

ତେବେ ସେହି ବ୍ୟକ୍ତି ଉପରେ ଟ୍ରାଫିକ ପୋଲିସ ନିହାତି ଭାବରେ ଚାଲାଣ କାଟିବ । ଯେଉଁ କାରଣରୁ ବ୍ୟକ୍ତିକୁ ୨୦୦୦ ଟଙ୍କା ଫାଇନ ଦେବା ପାଇଁ ପଡିବ । ତେବେ ଏହି ନୂଆ ନିୟମ ମାନିବାକୁ ସବୁ ବ୍ୟକ୍ତି ବାଧ୍ୟତାମୂଳକ ଭାବରେ ରହିବେ । ତେବେ ସରକାର ଦେଶରେ ସଡକ ଦୁର୍ଘଟଣା ରୋକିବା ପାଇଁ ବିଭିନ୍ନ ପ୍ରକାର ଟ୍ରାଫିକ ନିୟମର ପ୍ରଚଳନ କରଛନ୍ତି। ତେବେ ସମସ୍ତ ଗାଡି ଚାଳିତ ବ୍ୟକ୍ତି ମାନଙ୍କୁ ଏହା ମାନିବାକୁ ପଡିବ ।

ଯାହା ଦ୍ଵାରା ସଡକ ଦୁର୍ଘଟଣାକୁ ବହୁ ମାତ୍ରାରେ ଏଡାଇ ହେବ । ତେବେ ବର୍ତ୍ତମାନ ସମୟରେ ଏପରି ବହୁତ ଲୋକ ମଧ୍ୟ ଅଛନ୍ତି । ଯେଉଁ ମାନେ ନିୟମ ଜାଣି ସୁଦ୍ଧା ନିୟମର ଉଲଂଘନ କରୁଛନ୍ତି । ତେବେ ନିଜେ ସତର୍କ ହୋଇବା ଓ ସଡକ ଦୁର୍ଘଟଣା ଦୂରେଇ ଦେବା । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *