ଅଭିନେତ୍ରୀ Jessy କହିଲେ ‘କେବେ ବି କୌଣସି ପୁଅ ମୋ ସହ ରିଲେସନରେ ରହି ପାରିବେ ନାହିଁ, କାରଣ ମୁଁ ଯେମିତିକା ଝିଅ ମତେ ସମସ୍ତେ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜେସୀ ହେଉଛନ୍ତି ଓଡିଆ ସିରିଏଲ ଜଗତର ବହୁ ଜଣାଶୁଣା ଜଣେ ସୁନ୍ଦରୀ ଅଭିନେତ୍ରୀ । ସେ ନିଜର ଅଭିନୟର ମାଧୁର୍ଯ୍ୟତାରେ ବହୁ ଓଡିଆ ସିରିଏଲ ପ୍ରେମୀଙ୍କର ମନକୁ ଜିଣିପରିଛନ୍ତି । ତେବେ ଅଭିନେତ୍ରୀ ଜେସୀ ନିଜର ଫାମିଲି ତଥା ନିଜର ବ୍ୟକ୍ତିଗତ ଜୀବନ ଉପରେ ମିଡିଆ ମାଧ୍ୟମରେ ଏକ ଇଣ୍ଟରଭିୟୁରେ କହିଛନ୍ତି । ସୁନ୍ଦରୀ ଅଭିନେତ୍ରୀ ଜେସୀଙ୍କର କହିବା ଅନୁସାରେ ତାଙ୍କ ଘର ପରିବାର ଲୋକ ତାଙ୍କୁ ଏହି କଳାଜଗତରେ ଛୋଟ ବେଳୁ ହିଁ ସପର୍ଟ କରିଆସିଛନ୍ତି ।

କାରଣ ତାଙ୍କ ପରିବାରର ସମସ୍ତ ସଦସ୍ୟ ବହୁତ ହିଁ ସ୍ଵୀଇଟ ଓ ଭଲ । ତେବେ ସେ ନିଜ ଘର ପରିବାରକୁ ନିଜ ଜୀବନରେ ସବୁଠାରୁ ଆଗେ ପ୍ରାଧାନ୍ୟ ଦେଇଥାନ୍ତି । ତେବେ ଅଭିନେତ୍ରୀ ଜେସୀଙ୍କର ଆକଟିଂ ଲାଇନରେ ଛୋଟ ବେଳୁ ହିଁ କରି ଆସିଛନ୍ତି । କାରଣ ସେ ଛୋଟ ଥିବା ସମୟରେ ହିଁ ତାଙ୍କ ଘର ଲୋକ ତାଙ୍କୁ ଶୁଟିଙ୍ଗ ପାଇଁ ନେଇକି ଯିବା ଆସିବା କରିଥାନ୍ତି । ତାପରେ ଜେସୀ ଯେତେବେଳେ ମ୍ଯାଚର ହେଲେ ।

ସେତେବେଳେ ତାଙ୍କ ପାଖରେ ଥିବା ଆକଟିଂର ଜଲ୍ବାକୁ ସେ ଆଜି ପର୍ଯ୍ୟନ୍ତ ଦର୍ଶକଙ୍କ ନିକଟରେ ପହଞ୍ଚାଇ ଆସିଛନ୍ତି । ତେବେ ସେହି ଆକଟିଂ ଜଗତରେ ମଧ୍ୟ ବହୁ ଲୋକ ପ୍ରିୟତା ପାଇଁ ସଫଳତା ହାସଲ କରିଛନ୍ତି ବୋଲି କହିଛନ୍ତି । ତେବେ ଅଭିନେତ୍ରୀ ଜେସୀଙ୍କର କହିବା ଅନୁସାରେ ତାଙ୍କର ଲଭ କିମ୍ବା ମ୍ୟାରେଜକୁ ନେଇ ଏତେ ମାତ୍ରାରେ ପୋଜେସିଭ ନୁହନ୍ତି ।

ତେବେ ସେ ଏହି ସବୁ କଥା ସମୟ ଉପରେ ହିଁ ଛାଡି ଦେଇଛନ୍ତି । ଯେତେବେଳେ ତାଙ୍କୁ ଜଣେ ବୁଝୁଥିବା ତାଙ୍କୁ ଆକଟିଂ ଲାଇନରେ ସପର୍ଟ କରୁଥିବା ପାର୍ଟନର ମିଳିଯିବ । ତେବେ ସେତେବେଳେ ସେ ବାହାଘର ପାଇଁ ମନ ବଳାଇବେ । ତେବେ ସିରିଏଲ ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ତାଙ୍କ ଲାଇଫରେ ଛିତ ବଡ ସମସ୍ଯା ଯାହା ମଧ୍ୟ ଆସିଥାଏ । ତାଙ୍କୁ ସେ ସାହସ ଓ ଧର୍ଯ୍ୟର ସହ ସାମ୍ନା କରିବାକୁ ଚେଷ୍ଟା କରିଥାନ୍ତି ।

ତେବେ ଜେସୀଙ୍କ ଜୀବନରେ ଏପରି ମଧ୍ୟ କିଛି ସ୍ମୃତି ଅଛି । ଯାହା ବିଷୟରେ ଭାବିଲେ ମଧ୍ୟ ତାଙ୍କୁ ଏବେ ସେ କଥା ବହୁତ ମନେ ପଡିଥାଏ । ତେବେ ତାଙ୍କ କହିବା ଅନୁସାରେ ପୁରୁଣା ସ୍ମୃତି ଯେତେବେଳେ ମନେ ପଡିଯାଇଥାଏ । ତାହା ବହୁତ ହିଁ କଷ୍ଟ ଦେଇଥାଏ । ତେବେ ଜେସୀ ତାଙ୍କ ଲଅଫରେ ଖୁସିରେ ରହି ନିଜ ଜୀବନକୁ ଉପଭୋଗ କରିବା ପାଇଁ ପସନ୍ଦ କରିଥାନ୍ତି ।

କୌଣସି କଥାକୁ ବହୁତ ଭାବି ଭାବି ନିଜର ବର୍ତ୍ତମାନ ସମୟକୁ ସେ ନଷ୍ଟ କରିବା ପାଇଁ ଭଲ ପାଇନଥାନ୍ତି । ତେବେ ଷ୍ଟାଇଲିସ ଅଭିନେତ୍ରୀ ଜେସୀ ନିଜର ଆକଟିଂ କ୍ଯାରିଅରକୁ ସବୁବେଳେ ଜାରୀ ରଖିବା ପାଇଁ ସର୍ବଦା ପ୍ରୟାସ କରିବେ ବୋଲି ସେ କହିଛନ୍ତି । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ  ଧନ୍ୟବାଦ

Leave a Reply

Your email address will not be published. Required fields are marked *