ସବୁ ଖେଳ ଶେଷ ! Anubhav-Varsha ଙ୍କ ପାରିବାରିକ ମାମଲାରେ ଆସିଲା ନୂଆ ମୋଡ, କୋର୍ଟ ଦେଲେ ଏପରି ନିସ୍ପତି

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ପରିବାର ଅଦାଲତଙ୍କ ନିର୍ଦ୍ଧେଶ ଉପରେ ସକ୍ତ ଝଟକା । ନିର୍ଦ୍ଧେଶ ଉପରେ ରହିତା ଦେଶ ଉପରେ ଲଗାଇଲେ ହାଇକୋର୍ଟ । ଅନୁଭବଙ୍କ ଆବେଦନକୁ ଗ୍ରହଣ, ବର୍ଷାଙ୍କୁ ନୋଟିସ । ଏଥର 2 ଆଇନଜୀବି ରହିବେ । ହଁ ବନ୍ଧୁଗଣ ଏପରି କିଛି ନୂଆ ମୋଡ ଓଡିଆ ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କର ପାରିବାରିକ କଳହକୁ ନେଇ କରି ଆସିଛି ।

ତେବେ କିଛି ମାସ ପୂର୍ବରୁ ଓଡିଆ ଅଭିନେତା ଓ ଅଭିନେତ୍ରୀଙ୍କର ପାରିବାରିକ ଘରୋଇ କଳି ଚର୍ଚାକୁ ଆସିଥିଲା । ତେବେ ଦିନକୁ ଦିନ କୋର୍ଟ କଚେରୀର ପରିସର ଭୁକ୍ତ ମାମଲା ବଢିବାରେ ଲାଗୁଥିଲା । ତେବେ ବର୍ତ୍ତମାନ ସମୟରେ ଏହି ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କର କଳହକୁ ନେଇ କିଛି ନୂଆ ତଥ୍ୟର ସୂଚନା ଆସିଛି । ୨୦୨୨ ନଭେମ୍ବର ୩ ତାରିଖରେ ପ୍ରଦାନ କରାଯାଇଥିବା ନିର୍ଦ୍ଧେଶ ଉପରେ ହାଇକୋର୍ଟ ରହିତାଦେଶ ନିୟମ ଲାଗୁ କରିଛନ୍ତି ।

ତେବେ ଏହା ସହିତ ଅଭିନେତା ଅନୁଭବଙ୍କ ଦ୍ଵାରା ଦାୟରକୁ ବିଚାର ହେବ ବୋଲି ଗ୍ରହଣ କରାଯାଇଛି । ଯାହା ପାଇଁ କୋର୍ଟରେ ଦ୍ଵାରସ୍ଥ ହେବା ପାଇଁ ମଧ୍ୟ ଅଭିନେତ୍ରୀ ବର୍ଷାଙ୍କୁ ନୋଟିସ ଜାରୀ କରାଯାଇଛି । ତେବେ ୨୦୨୩ ମସିହା ଫେବୃଆରି ୭ତାରିଖରେ ଶୁଣାଣୀ ପାଇଁ ଘୋଷଣା କରାଯାଇଛି ।  ହଁ ବନ୍ଧୁଗଣ ଜଷ୍ଟିସ k r ମହାପାତ୍ରଙ୍କର ଦ୍ଵାରା ଗଠିତ  ଖଣ୍ଡପୀଠ ଅନୁଭବଙ୍କର ଆବେଦନର ଶୁଣାଣୀ କରାଯିବ ।

ଏହା ବର୍ଷାଙ୍କୁ ଏଥିପାଇଁ ବର୍ଷାଙ୍କୁ ନୋଟିସ ଜାରୀ କରାଯାଇଛି । ଯେତେବେଳେ ପରିବାରର ଅଦାଲତରେ ଅନୁଭବଙ୍କ ତରଫରୁ ଆଇନଜୀବି ବର୍ଷାଙ୍କୁ ବିଭିନ୍ନ ପ୍ରଶ୍ନ ପଚାରି ଜେରା କରାଇଓଥିଲେ । ହେଲେ ସେହି ସବୁ ପ୍ରଶ୍ନ ମଧ୍ୟରୁ କେତେକ ପ୍ରଶ୍ନ ପାଇଁ ପଚାରିବା ସମୟରେ ବର୍ଷା ଆପତ୍ତି କରିଥିଲେ ।

ତେବେ ବର୍ଷାଙ୍କ କହିବା ଅନୁସାରେ ଏଭଳି ପ୍ରଶ୍ନ ପଚାରିବା ଉଚିତ ନୁହେଁ ବୋଲି ବର୍ଷା କହିଥିଲେ । ତେବେ ଅନୁଭବଙ୍କ ତରଫରୁ ଆଇନଜୀବି ବର୍ଷାଙ୍କୁ ଏଭଳି ପ୍ରଶ୍ନର ଉତ୍ତର ନିହାତି ଦେବା ଉଚିତ ହୋଇଥାଏ ବୋଲି ମଧ୍ୟ କହିଥିଲେ । ଏହା ଛଡା ବର୍ଷା ଅଦାଲତରେ ଠିକ ସମୟରେ ନପହଞ୍ଚୁ ଥିବାର ମଧ୍ୟ ଏକ ଅଭିଯୋଗ ଆସିଛି ।

ତେବେ ହାଇକୋର୍ଟ ପରିବାର ଅଦାଲତ ଉପରେ ରହିତାଦେଶ ଲଗାଇଥିବାରୁ ଘଟଣାଟିର ମୋଡ କେଉଁ ଆଡେ ଯାଉଛି ତାହା ଜାଣିବା ପାଇଁ ସମସ୍ତେ ଚାହିଁ ରହିଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *